-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
16-Oct-2020
ଝାରସୁଗୁଡ଼ା, ଝାରସୁଗୁଡ଼ା ଜିଲ୍ଲା ରାମପୁର ଫାଣ୍ଡି ଅନ୍ତର୍ଗତ ରାମପୁର ପଞ୍ଜାବୀ ଧୋଉଡ଼ା ପଡ଼ା ଠାରେ ଅଭାବନୀୟ ଘଟଣା। ଘରେ ଥିବା ବେଳେ ନିଆଁ ଲାଗି ଦମ୍ପତି ମୃତ। ମୃତ ଦମ୍ପତି ହେଲେ ଗିରବର ଦାଶ, 50 ଏବଂ ସ୍ତ୍ରୀ ଗୀତା ଦାଶ। ଆଜି ଭୋର ରୁ କୌଣସି କାରଣ ରୁ ତାଙ୍କ ଋମ ରେ ଥିବା ବେଳେ ନିଆଁ ଲାଗି ଲାଗି ଯାଇଥିଲା। ଏବଂ ନିଆଁ ରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଗିରବର ଏବଂ ଗୀତା। ତେବେ ଚୁଲା ଯୋଗୁଁ ନିଆଁ ଲାଗିଯାଇଥିବା ପୋଲିସ ସନ୍ଦେହ କରୁଛି। ଘଟଣାସ୍ଥଳରେ ବ୍ରଜରାଜନଗର ଇନ୍ସପେକ୍ଟର ଏବଂ ରାମପୁର ଫାଣ୍ଡି ଅଧିକାରୀ ପହଂଚି ତଦନ୍ତ ଆରମ୍ଭ କରିଦେଇଛନ୍ତି।