-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
05-Mar-2021
ସମ୍ବଲପୁର(ସଂଜୀବ କୁମାର ପାଣିଗ୍ରାହୀ): ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ବ ହେବ କରୋନା ଯୋଗୁଁ ମା’ ସମଲେଶ୍ବରୀ ମନ୍ଦିର ନିକଟରେ ଥିବା ସମସ୍ତ ଦୋକାନ ଗୁଡିକ ବନ୍ଦ ରହିଛି । ଏହି ଦୋକାନଗୁଡିକୁ ପୁନଃ ଖୋଲିବା ପାଇଁ ପ୍ରଶାସନ ଅନୁମତି ତୁରନ୍ତ ଦେବା ଦାବିରେ ଶୁକ୍ରବାର ଦୋକାନୀ ସଂଘ ରାଜରାସ୍ତାକୁ ଓହ୍ଲାଇଛି ।
ମା’ ସମଲେଶ୍ବରୀ ମନ୍ଦିରର ମୁଖ୍ୟରାସ୍ତାରେ ବାଉଁଶର ବ୍ୟାରିକେଟ୍ ବାନ୍ଧି ରାସ୍ତା ବନ୍ଦ କରିଛନ୍ତି । କରୋନା କଟକଣା ପାଇଁ ଦୋକାନ ବନ୍ଦ ରହିଥିଲା ମାତ୍ର ବର୍ତ୍ତମାନ ମନ୍ଦିର ଖୋଲିଛି ହେଲେ ଦୋକାନ ଖୋଲୁ ନଥିବା ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ସଂଘ ।