-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
03-Mar-2021
ବଲାଙ୍ଗିର (ପ୍ରେରଣା ଖବର) : ଆସନ୍ତା 5 ତାରିଖ ଦିନ ପୂର୍ବାହ୍ନ ସାଢ଼େ ଏଗାର ଟା ସମୟରେ ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ବୈଠକରେ ସଂଘ ର, ସମସ୍ତ ସଭ୍ଯ, ସଭ୍ୟା ଅଂଶ ଗ୍ରହଣ କରିବାକୁ ନିବେଦନ କରାଯାଇଛି l
ଆସନ୍ତା ମାର୍ଚ୍ଚ 27 ତାରିଖ ଅନୁଷ୍ଟିତ ହେବାକୁ ଥିବା ଜିଲ୍ଲା ଓକିଲ ସଂଘ ନିର୍ବାଚନ ପରିପ୍ରେକ୍ଷୀରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆ ଯିବାକୁ ଥିବାବେଳେ ଏହି ବୈଠକରେ ବହୁ ସଂଖ୍ୟାରେ ସଭ୍ୟ, ସଭ୍ୟା ଯୋଗ ଦେବାକୁ ଜିଲ୍ଲା ଓକିଲ ସଂଘ ର ସମ୍ପାଦକ ବାସୁଦେବ ରଥ ଅନୁରୋଧ କରିଛନ୍ତି l