-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
15-Oct-2020
ଉଲୁଣ୍ଡା୧୫ା୧(Goura Chandra Parichha)୦ ଉଲୁଣ୍ଡା ବ୍ଲକ ପଂଚମହଲା ହାଇସ୍କୁଲରେ ବିଶ୍ୱ ବିଦ୍ୟାର୍ଥୀ ଦିବସ ଅବଶରରେ ନୂତନ ସିସି ଟିଭି ସଂଯୋଗ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ପୁସ୍ତକ ବଂଟନ କରାଯାଇଛି । ପ୍ରଧାନ ଶିକ୍ଷକ ଶ୍ରୀଧର ବାଗଙ୍କ ତତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ଅଶୋକ ପଣ୍ଡା, ପିଟିଏ ସଭାପତି କୈଲାସ ଚନ୍ଦ୍ର ପୁରୋହିତ ଅତିଥି ଭାବରେ ଯୋଗଦେଇ ସିସିଟିଭି କ୍ୟାମେରାର ଶୁଭ ଉନ୍ମଚନ କରିଥିଲେ । ପରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବାଘ ନବମ ଓ ଦଶମ ଶ୍ରେଣିର ଏସସି, ଏସଟି ଛାତ୍ରଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ ବଂଟନ କରିଥିଲେ ।