-+91-9937148622 |

prerana_bgr@rediffmail.com |

  Thursday 8th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   (08-Oct-2026)       ||      ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   (08-Oct-2026)       ||      ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   (08-Oct-2026)       ||      ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ    (08-Oct-2026)       ||      ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   (08-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   (08-Oct-2026)       ||      ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   (07-Oct-2026)       ||      ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   (07-Oct-2026)       ||      ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   (07-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   (07-Oct-2026)       ||      ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   (07-Oct-2026)       ||      ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   (07-Oct-2026)       ||      ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ ଏସ ୟୁ ସି ଆଇ (ସି) ର ପଥପ୍ରାନ୍ତ ସଭା    (07-Oct-2026)       ||      ଦୁର୍ଘଟଣାରେ ଆହତ ବିଜେଡି କର୍ମୀଙ୍କ ପରଲୋକ   (07-Oct-2026)       ||      ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ମନୋନୟନ ଶିବିର ଅନୁଷ୍ଠିତ   (07-Oct-2026)       ||      ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବ୍ୟବସାୟିକ କେନ୍ଦ୍ର, ବରଗଡ଼ ତରଫରୁ ପେନସନର୍ସ ମିଟ ଆୟୋଜିତ   (07-Oct-2026)       ||      ଜଲଜଡ଼ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ   (07-Oct-2026)       ||      ଫୁଲମୁଠିର ଓଡ଼ିଆ ଶିଳ୍ପୀ ଅଶୋକଙ୍କୁ ରାଷ୍ଟ୍ରୀୟ ଯୁବ କଳାରତ୍ନ ସମ୍ମାନ   (07-Oct-2026)       ||      _ଭୀମଟାଙ୍ଗିରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ   (07-Oct-2026)       ||      କୁଶଙ୍ଗାଇ ପୀଠରେ ଷୋହଳ ପୂଜା ଆରମ୍ଭ   (07-Oct-2026)       ||     

HOME   ରାଜ୍ୟ

ସମ୍ବଲପୁର ମୁଖ୍ଯ ଚିକିତ୍ସାଳୟରେ ରୋଗୀ ଙ୍କୁ ଏକ୍ସପାରୀ ଔଷଧ ବଣ୍ଟନ, ସାଲାଇନ ନେଇ ଅସୁସ୍ଥ ହେଲେ ସାମ୍ବାଦିକ

02-Mar-2021



ସମ୍ବଲପୁର (ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ) : ସମ୍ବଲପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ରୋଗୀମାନଙ୍କୁ ଏକ୍ସପାରୀ ଔଷଧ ଦିଆଯାଉଥିବା ର ଏକ ନଗ୍ନ ନମୁନା ଦେଖିବାକୁ ମିଲିଛି। ରୋଗୀଙ୍କ ଜୀବନ ସହିତ ଖେଲ ଖେଳୁଛନ୍ତି ଡାକ୍ତର ଓ କର୍ମଚାରୀ I ଘଟଣାରୁ ଜଣାଯାଇଛି ଯେ ଦୈନିକ ଖବର କାଗଜ "ଉତ୍କଳ ସମାଚାର" ର ଜିଲ୍ଲା ପ୍ରତିନିଧି ସରୋଜ ସାହୁ ରବିବାର ଝାଡା ବାନ୍ତି ରୋଗରେ ପୀଡିତ  ହୋଇ ସମ୍ବଲପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ  ବର୍ହିବିଭାଗ ରେଜିଷ୍ଟ୍ରେସନ ନମ୍ବର ୧୦୩୪୧୬ ଆସୁଚିକିତ୍ସା ଦାୟିତ୍ୱ ରେ ଥିବା ଡାକ୍ତର ପଙ୍କଜ ପଟେଲ ଙ୍କୁ ଦେଖାଇ ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ ପରିକ୍ଷା ନେଗେଟିଭ ବାହାରିବାରୁ ସଂକ୍ରମଣ ବିଭାଗ ବେଡ ନମ୍ବର ୧୮୧ ରେ ଭର୍ତ୍ତିହୋଇଥିଲେ। ରାତ୍ର ୯.୩୦ମିନିଟ ସମୟରେ ସେହି ୱାର୍ଡ ଦାୟୀତ୍ବରେ ଥିବା ଷ୍ଟାପ ନର୍ସ ପ୍ରଭାତୀ ପ୍ରଧାନ ସାମ୍ବାଦିକ ଶ୍ରୀ ସାହୁଙ୍କୁ ଚିକିତ୍ସା ପାଇଁ  ନେଇଥିବା ବରିଷ୍ଠ ସାମ୍ବାଦିକ ସୁଧାଂଶୁ  ଶେଖର ମହାରଣା ଏବଂ ତାଙ୍କର ସଂପର୍କୀୟଙ୍କ ଉପସ୍ଥିତରେ ସାଲାଇନ ଦେଇଥିଲେ। ସାଲାଇନ ଡୋଜ ତାଙ୍କ ଶରୀର ରେ ଚଢିବା ମାତ୍ରେ ଶରୀର  କୁଣ୍ଡାଇ ହୋଇ ଶ୍ରୀ ସାହୁ ସଂଜ୍ଞାହୀନ ହୋଇପଡିଥିଲେ। ପ୍ରାତଃ ୩ଟା ସମୟରେ ନିକଟ ବେଡ ନମ୍ବର ୧୮୨ ରେ ମହାନଗର ନିଗମ ଅନ୍ତର୍ଗତ ଭତରାର ପଙ୍କଜ ପ୍ରସାଦ ସୋହେଲା(୩୮)ଗୁତର ଅବସ୍ଥାରେ ଭର୍ତ୍ତିହୋଇଥିଲେ।ଏହି ସମୟରେ ରୋଗୀ ପଙ୍କଜଙ୍କ ସାନ ଭାଇ ପ୍ରେମାନନ୍ଦ ଏକ୍ସପାରୀ ତାରିଖ ସରିଯାଇଥିବା ସାଲାଇନ ତାଙ୍କ ଭାଇ ପଙ୍କଜଙ୍କୁ ଦେବା ପାଇଁ ବେଡରେ ରଖାଯାଇଥିବା ଦେଖି ଷ୍ଟାଫ ନର୍ସ ପ୍ରଭାତୀ ପ୍ରଧାନଙ୍କୁ କହିବାରୁ ନୂତନ ସାଲାଇନ ପଙ୍କଜଙ୍କୁ ଦିଆଯାଇଥିଲା। ଏ ସମ୍ପର୍କରେ ଜାଣିପାରି ସାମ୍ବାଦିକ ଶ୍ରୀ ସାହୁ ୱାର୍ଡ ପରିଦର୍ଶନରେ ଆସିଥିବା ଡାକ୍ତର ସୀମା ରଏ ଙ୍କୁ ଗତ ରାତ୍ରିରେ ସାଲାଇନ ଦେବା ସମୟରେ ସଂଜ୍ଞାହୀନ ହୋଇପଡିଥିବା ଏବଂ ତାଙ୍କୁ ମଧ୍ଯ ଏକ୍ସପାରୀ ତାରିଖ ସରିଯାଇଥିବା ସାଲାଇନ ଦେଇଥିବା ଶ୍ରୀ ସାହୁ ଅଭିଯୋଗ କରିଥିଲେ। ଏହି ସଂକ୍ରମଣ ବିଭାଗ ବେଡ ନମ୍ବର ୧୬୭ ରେ ଭର୍ତ୍ତିହୋଇଥିବା କ୍ଷେତରାଜପୁରର ସୁଦେର୍ଣ୍ଣା ସୋହୋଲା ମଧ୍ଯ ସାଲାଇନ ଡୋଜ ଦେବା ପରେ ତାଙ୍କ ଶରୀର ରେ  ଭିଷଣ ମାତ୍ରାରେ ପ୍ରତିକ୍ରିୟା ଓ ହାତ ଫୁଲି ଯାଇଥିବା ଅଭିଯୋଗ କରିଛନ୍ତି। ଠିକ ସେହି ପରି ଆଜି ଏହି ସଂକ୍ରମଣ ବିଭାଗ ବେଡ ନମ୍ବର ୧୭୮ ରେ ଭର୍ତ୍ତିହୋଇଥିବା ମାନେଶ୍ଵର ବ୍ଲକ ଦେଓଗାଁ ପଞ୍ଚାୟତ ଗଉରଗୋଠ ଗ୍ରାମର ବୁଦ୍ଧଦେବ ଗହିରଙ୍କ ବଡ ଭାଇ ଏକ୍ସପାରୀ ତାରିଖ ସରିଥିବା ଓଆରଏସ ପାଉଡର ପିଇବାକୁ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ଏଠାରେ ସ୍ପଷ୍ଟ ଅନୁମେୟ କରାଯାଇ ପାରେ ଯେ ସମ୍ବଲପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ରେ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ମୁଖ୍ଯ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଜ୍ଞାତ ସାରରେ ଏଠାରେ ଏକ୍ସପାରୀ ତାରିଖ ସରିଯାଇଥିବା ଔଷଧ ଗୁଡିକର ଏକ ରାକେଟ କାମ କରୁଛି I ଏଥିରୁ ଅଫିସର ମାନେ ମାଲେମାଲ ହେଉଛନ୍ତି। ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଏଠାରେ ଚାଲିଥିବା ଔଷଧ ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରନ୍ତା ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି। ଖୋଦ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଜନ୍ମ ମାଟି ଜିଲ୍ଲାରେ ଏଭଲି ଘଟଣା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପାରିବା ପଣିଆଁ ଉପରେ ଅଙ୍ଗୁଲି ନିଦ୍ଦେର୍ଶ କରୁଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି ଘଟଣାର  ତଦନ୍ତ କରି ଦୋଷୀ  ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଓଡିଆ ସାମ୍ବାଦିକ ସଂଘ ପଶ୍ଚିମ ପ୍ରାନ୍ତୀୟ ସଂପାଦକ ରମାକାନ୍ତ ବିଶ୍ୱାଳ,  ସମ୍ବଲପୁର ପ୍ରେସ କ୍ଲବ ସଭାତି ତ୍ରିବିକ୍ରମ ପ୍ରଧାନ, ଓଜେୟୁ ସମ୍ବଲପୁର ଜିଲ୍ଲା ଶାଖା ସଭାପତି ହିମାଂଶୁ ଶେଖର ମିଶ୍ର, ଓଡିଶା ସାମ୍ବାଦିକ ୟୁନିଅନ ସାଧାରଣ ସଂପାଦକ ରାଜେଶ ବିଭାର ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେର,ସୁକାନ୍ତ କର,ରତ୍ନାକର ଭୋଇ, ସୁଶାନ୍ତ ମହାପାତ୍ର  ପ୍ରମୁଖ  ଦାବି କରିଛନ୍ତି I


News Comment




Photo in News

Advertisment
Lastest News
ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   08-Oct-2026
  ଜିଲ୍ଲା  
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   08-Oct-2026
  ଜିଲ୍ଲା  
ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   08-Oct-2026
  ଜିଲ୍ଲା  
ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ   08-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   08-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   08-Oct-2026
  ଜିଲ୍ଲା  
ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   07-Oct-2026
  ଜିଲ୍ଲା  
ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   07-Oct-2026
  ଜିଲ୍ଲା  
ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   07-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   07-Oct-2026

You Might Also Like