-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
28-Feb-2021
ବଲାଙ୍ଗିର (ପ୍ରେରଣା ଖବର) :ବଲାଙ୍ଗିର ଜିଲ୍ଲା ଓଡ଼ିଶା ମୋ ପରିବାର ସଂଯୋଜକ ସାଗର ସଂଗମ ଶତପଥୀଙ୍କ ନେତୃତ୍ବ ରେ ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ଙ୍କ ଆହ୍ବାନ କ୍ରମେ ଗ୍ରୀଷ୍ମ ଋତୁ ସମୟରେ ରକ୍ତ ର ଅଭାବ ଯେଭଳି ନହେବ ତାକୁ ଦୃଷ୍ଟି ରେ ରଖି ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ଏହି ରକ୍ତଦାନ ଶିବିର ଆୟୋଜନ କରିଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଶତପଥୀ । ଏହି ଶିବିର ରେ ବିଜେଡିର ବରିଷ୍ଠ କର୍ମକର୍ତ୍ତା ଶିବ ପ୍ରସାଦ ବେହେରା ନରସିଂହ ବାଗ ମୁନା ଖାନ ରାମ ନାଏକ ନିହାର ରଂଜନ ସ୍ବାଇଁ ସନ୍ତୋଷ ଦନ୍ତା ନିତେଶ ଅଗ୍ରୱାଲ ଗୋବିନ୍ଦ ଶତପଥି ଶତୃଘନ ବାଗ ଅରୁଣ ମହାକୁର ଫନି ଶତପଥି ଦିପକ ପଣ୍ଡା ବଣ୍ଟି ଚାନ୍ଦ ବେଞ୍ଜାମିନ କିରୋ ବିଭୂତି ଭୂଷଣ ମିଶ୍ର ସହଯୋଗ କରିଥିବା ବେଳେ ସଇଁତଳା ରେ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ଟୁକୁନି ସାହୁ ଙ୍କ ନେତୃତ୍ବ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।