-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
28-Feb-2021
ଭଞ୍ଜନଗର (ଭଗବାନ ପାଢୀ) ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ୮ଗୋଟି ତହସିଲ କର୍ମଚାରୀ ମାନଙ୍କୁ ନେଇ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଖେଳ ପଡିଆ ଠାରେ ରେଭେନ୍ୟୁ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଂଣ୍ଟ ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ଜଙ୍ଗଲ ଓ ପରିବେଶ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଭୟ ଦଳର ଖେଳାଳି ମାନଙ୍କୁ ପୁରସ୍କୃତ କରିଛନ୍ତି।ଭଞ୍ଜନଗର ଉପଜିଲ୍ଲାପାଳ, ଡି ଏଫ୍ ଓ . ଭଞ୍ଜନଗର, ଏସ୍ ଡି ପି ଓ ଭଞ୍ଜନଗର ଓ ଆଠଗୋଟି ତହସିଲ ଉପଖଣ୍ଡ ର ତହସିଲଦାର ମାନେ ଉପସ୍ଥିତ ଥିଲେ।