-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
27-Feb-2021
ଆଗଲପୁର(ଦେବାଶିଷ ପଧାନ):ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଙ୍ଘା ବାଏଫ ଗୋବିକାଶ କେନ୍ଦ୍ରଠାରେ ଏକ ଗୋପାଳନ ଓ ଦୁଗ୍ଧ ଉଦପାଦନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ବଲାଙ୍ଗୀର ଜିଲ୍ଲାର କ୍ଷେତ୍ରାଧିକାରୀ ବିବେକ କୁମାର ସିଂ,ଆଗଲପୁର ବ୍ଲକ ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ.ହିମାଂଶୁ ନାଏକ ଯୋଗଦେଇ ସଭାରେ ଉପସ୍ଥିତ ଥିବା ଚାଷୀ ମାନେ କିପରି ଭାବରେ କୃତିମ ପ୍ରୟନନ ଦ୍ଵାରା ମାଈ ବାଛୁରୀ ପାଇପାରିବେ ଓ ଅଧିକ ମାତ୍ରାରେ ଦୁଗ୍ଧ ଉଦପାଦନ କରିପାରିବେ ସେ ବିଷୟରେ ସମ୍ୟକ ଭାବରେ ଉପସ୍ଥିତ ଥିବା ୫୫ ଜଣ ଚାଷୀ ଙ୍କୁ ବୁଝାଇଥିଲେ l ଏହି ସଭାକୁ କୁଟାସିଙ୍ଘା ଅଧିକାରୀ ସୌମେନ୍ଦ୍ର ସାହୁ ଆୟୋଜନ କରିବା ସହିତ ବିଶେଷ ସହଯୋଗ କରିଥିଲେ