-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ଆଇନଜୀବୀ ମାନେ ଏକ୍‌ଜୁଟ୍ ହୋଇ ଯଦି ସ୍ୱତନ୍ତ୍ର କୋଶଳ ରାଜ୍ୟ ପାଇଁ ଲଢ଼େଇ ନ କରନ୍ତି ତେବେ ହାଇକୋର୍ଟ ବେଂଚର ଦାବୀ ସମ୍ଭବ ପର ନୁହେଁ

15-Oct-2020



ବଲାଙ୍ଗୀର, ୧୫/୧୦- ଇତି ମଧ୍ୟରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ମାନ୍ୟବର ରାଜ୍ୟସଭା ସଂସଦ ପ୍ରଶନ୍ନ ଆଚାର୍ଯ୍ୟଙ୍କୁ ଦେଇଥିବା ପତ୍ରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଧରିଛି । ବାସ୍ତବରେ ନା କେନ୍ଦ୍ର ସରକାର, ନା ରାଜ୍ୟ ସରକାର କେହି ବି କୋଶଳାଞ୍ଚଳରେ ହାଇକୋର୍ଟ ବେଂଚ ସ୍ଥାପନ ଦାବୀ ପ୍ରତି ଆବଶ୍ୟକୀୟ ଗୁରୁତ୍ୱ ଦେଇ ନାହାଁନ୍ତି । ହାଇକୋର୍ଟ ବେଂଚର ଦାବୀ ଗଲା ୬ ଦଶନ୍ଧି ଧରି ଉପସ୍ଥାପିତ ହୋଇ ଆସୁଥିବା ବେଳେ ବିଗତ ୩ ଦଶନ୍ଧି ଧରି ଏହା ଯୋରଦାର ହୋଇଛି ଏବଂ ବିଶେଷ କରି ଗଲା ୧୫ ବର୍ଷ ମଧ୍ୟରେ ଏହି ଆନ୍ଦୋଳନ ଏକ ଜନ ଆନ୍ଦୋଳନରେ ପରିଗଣିତ ହୋଇ ଥିଲା । କିନ୍ତୁ ଦୁର୍ଭାଗ୍ୟ ଓ ଆଶ୍ଚର୍ଯ୍ୟର କଥା ଏହି ଯେ ରାଜନୈତିକ କାରଣରୁ ବିଭିନ୍ନ ରାଜନୈତିକ ଦଳର ସ୍ଥାନୀୟ କର୍ମକର୍ତ୍ତା ମାନେ ଏହି ଆନ୍ଦୋଳନରେ ସାମିଲ ହେଉଥିଲା ବେଳେ ଦଳଗତ ଭାବରେ କୌଣସି ରାଜନୈତିକ ଦଳ ଏହି ଦାବୀ ସପକ୍ଷରେ ନୀତିଗତ ନିଷ୍ପତ୍ତି ନେଇ ନାହାଁନ୍ତି କିମ୍ବା ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାଁନ୍ତି । କାରଣ ଓଡ଼ିଶା ହାଇକୋର୍ଟ ଓ ଉପକୂଳ ଓଡ଼ିଶାର ଆଇନଜୀବୀ ମାନଙ୍କୁ ଅସନ୍ତୁଷ୍ଟ କରିବାର ସତ୍‌ସାହସ କୌଣସି ରାଜନୈତିକ ଦଳ ରଖିନାହାଁନ୍ତି । ଏହାଛଡ଼ା ଓଡ଼ିଶା ସହ ଦୁଇଟି ପର୍ଯ୍ୟାୟରେ ମିଶିଲା ପରେ କୋଶଳାଞ୍ଚଳକୁ କ୍ରମାଗତ ଭାବରେ ଉଗ୍ର ଆଞ୍ଚଳିକ ବୈଷମ୍ୟର ଶିକାର କରାଯାଇଛି । ଏକଥାକୁ ବାରମ୍ବାର ମାନ୍ୟବର ସୁପ୍ରିମକୋର୍ଟ, ମାନ୍ୟବର କେନ୍ଦ୍ର ମାନବାଧିକାର କମିଶନ, ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମ ତଥା ଆଞ୍ଚଳିକ ବୈଷମ୍ୟ ନିରୁପଣ ପାଇଁ ଗଠିତ ବିଭିନ୍ନ କମିଟି ଓ କମିଶନ ବିଭିନ୍ନ ସମୟରେ ସ୍ୱିକାର କରିଥିଲେ ମଧ୍ୟ ତାର ନିରାକରଣ ପାଇଁ ବିଭିନ୍ନ ସମୟରେ ରାଜ୍ୟ କିମ୍ବା କେନ୍ଦ୍ରର ଶାସନ ଗାଦିରେ ବସିଥିବା ସରକାର ମାନେ କିଛି କରିନାହାଁନ୍ତି । ହାଇକୋର୍ଟ ବେଂଚ ଦାବୀ ଉପସ୍ଥାପିତ ହେବା ଭିତରେ ରାଜ୍ୟ ତଥା ଦେଶର ସବୁ ମୁଖ୍ୟ ରାଜ୍ୟନୈତକ ଦଳ ଓଡ଼ିଶାର ଶାସନ ଗାଦିରେ ବସି ସାରିଛନ୍ତି । କିନ୍ତୁ କେହି ହେଲେ ଏହି ଦାବୀ ପୂରଣ ପାଇଁ ଆନ୍ତରିକତାର ସହିତ ପଦକ୍ଷେପ ନେଇ ନାହାଁନ୍ତି । କେବଳ ଫୁଟବଲ ଖେଳିବା ଭଳି ଜଣେ ଅନ୍ୟ ଜଣଙ୍କ ପାଖକୁ ବଲ ପଠେଇବାରେ ବ୍ୟସ୍ତ ରହିଛନ୍ତି । ଏହି ଦାବୀର ବୈଧତା ଓ ସ୍ଥାନ ନିରୂପଣ ପାଇଁ ଓଡ଼ିଶା ସରକାର ଜଷ୍ଟିସ୍ ପାଲଙ୍କ ଅଧ୍ୟକ୍ଷତାରେ ଏକ କମିଶନ ମଧ୍ୟ ଗଠନ କରିଥିଲେ । ଏହି କମିଶନ ତାଙ୍କର ରିପୋର୍ଟ ଦେବା ପାଇଁ ଦୀର୍ଘ ସମୟ ନେଲା ପରେ ଦୀର୍ଘ ଦିନ ହେଲା ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ତାକୁ ଉଦେଶ୍ୟ ମୂଳକ ଭାବରେ ରାଜ୍ୟ ବିଧାନ ସଭାରେ ଉପସ୍ଥାପିତ କରାଯାଇ ନାହିଁ । ଏଥିରୁ ଉକ୍ତ ପ୍ରସଙ୍ଗ ପ୍ରତି ସରକାର ଓ ଦଳ ମାନଙ୍କର ଆନ୍ତରିକତା ସ୍ପଷ୍ଟ ରୂପେ ଅନୁମେୟ । ବିଭିନ୍ନ ସମୟରେ କୋଶଳାଞ୍ଚଳର ସଂଘର୍ଷ ରତ ଆଇନଜୀବୀମାନେ ଜସବନ୍ତ ସିଂ କମିଶନଙ୍କ ସୁପାରିଶକୁ ଭିତ୍ତି କରି ହାଇକୋର୍ଟର ବେଂଚ କୋଶଳାଞ୍ଚଳ (ପଶ୍ଚିମ ଓଡ଼ିଶା) ଯେ କୌଣସି ସ୍ଥାନରେ ସ୍ଥାପନ କରିବାକୁ କହିଥିବା ବେଳେ ରାଜ୍ୟ ସରକାର, ମାନ୍ୟବର ହାଇକୋର୍ଟ ଓ କେନ୍ଦ୍ର ସରକାର କାହିଁକି ତାଙ୍କର ଭୂମିକା ନିର୍ବାହ କରୁନାହାଁନ୍ତି, ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବାସ୍ତବରେ କୋଶଳାଞ୍ଚଳରେ କୌଣସି ପ୍ରକାର ବିକାଶ କରିବା ପାଇଁ ଉପକୂଳ ଓଡ଼ିଶା ଦ୍ୱାରା ପରିଚାଳିତ ରାଜନୈତିକ ଦଳ ମାନଙ୍କର କିମ୍ବା ସରକାରଙ୍କର ଆଗ୍ରହ ନାହିଁ । କାରଣ ଆଞ୍ଚଳିକ ବୈଷମ୍ୟ ଅନୁଧ୍ୟାନ ପାଇଁ ଗଠିତ ଜଷ୍ଟିସ ମହାନ୍ତି କମିଶନଙ୍କ ରିପୋର୍ଟ ମଧ୍ୟ ଆଜିଯାଏ ବିଧାନ ସଭାରେ ଉପସ୍ଥାପିତ ହୋଇ ପାରିଲା ନାହିଁ । ଆମେ ବିଭିନ୍ନ ସମୟରେ ସଂଘର୍ଷ ରତ ଆଇନଜୀବୀ ବନ୍ଧୁ ମାନଙ୍କୁ ଆବେଦନ କରି ସିଧା ସଳଖ ଭାବରେ କୋଶଳ ରାଜ୍ୟ ଆନ୍ଦୋଳନର ନେତୃତ୍ୱ ନେବାକୁ ଆହ୍ୱାନ ଦେଇ ଆସୁଛୁ । କିନ୍ତୁ ଦୁର୍ଭାଗ୍ୟର କଥା ଏହା କରିବା ପରିବର୍ତ୍ତେ ହାଇକୋର୍ଟ ବେଂଚର ସ୍ଥାନକୁ ନେଇ ଆଇନଜୀବୀ ବନ୍ଧୁମାନେ ନିଜ ନିଜ ମଧ୍ୟରେ ବିଭାଜିତ ହୋଇ ଯିବାରୁ ଦାବୀର ଗୁରୁତ୍ୱ କମିଗଲା । ଏହାଛଡ଼ା ୨୦୧୬ ମସିହାରେ କୋଶଳ ମହାବନ୍ଦ ସମୟରେ ଏକ ନିର୍ଦ୍ଧିଷ୍ଟ ଜିଲ୍ଲାରେ ଏକ ଭ୍ରମାମ୍‌ôକ ତଥ୍ୟର ଅନୁଗାମୀ ହୋଇ କିଛି ଆଇନଜୀବୀ ବନ୍ଧୁଙ୍କ ତରଫରୁ କୋଶଳ ଆନ୍ଦୋଳନକୁ ବିରୋଧ କରାଯିବା ଘଟଣା ଓଡ଼ିଶା ସରକାର ଓ ବିଭିନ୍ନ ରାଜନୈତିକ ଦଳ ମାନଙ୍କୁ ତଥା ଉପକୂଳ ଓଡ଼ିଶାର ପୂଜାପଣ୍ଡା ମାନଙ୍କୁ ଆଇନଜୀବୀ ଆନ୍ଦୋଳନକୁ ଦମନ କରିବା ପାଇଁ ଉସ୍‌ôାହିତ କରିଥିଲା । ଆମକୁ ସ୍ୱିକାର କରିବାକୁ ହେବ ଯେ ଆଞ୍ଚଳିକ ବୈଷମ୍ୟର ଶିକାର ହେବା ପାଇଁ ଆମେ ମଧ୍ୟ ବହୁ ପରିମାଣରେ ଦାୟୀ । କାରଣ ଭାଷାର ନାମ କରଣ, ହାଇକୋର୍ଟ ବେଂଚର ସ୍ଥାନ ନିରୁପଣ ତଥା ଅନ୍ୟାନ୍ୟ ଛୋଟ ଛୋଟ ପ୍ରସଙ୍ଗରେ ଆମେ ଅଳ୍ପକେ ବିଭାଜିତ ହୋଇ ଉପକୂଳ ଓଡ଼ିଶାବାସୀଙ୍କୁ ଆମର ବିଭାଜନର ବିକୃତ ଚେହେରା ଅନେକ ସମୟରେ ଦେଖାଇ ଆସିଛୁ । ଏଣୁ ଏବେ ଆମ୍‌ôମନ୍ଥନର ସମୟ ଆସିଛି । କୋଶଳାଞ୍ଚଳର ସବୁ ବାର୍ ଏସୋସିଏସନ୍‌, ରାଜନୈତିକ ନେତା ତଥା ସାମାଜିକ ସଂଗଠନମାନେ ଏକତ୍ରିତ ହୋଇ ଯଦି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଆନ୍ଦୋଳନକୁ ମଜଭୁତ କରିବେ ତା ହେଲେ ରାଜ୍ୟ ଗଠନ ହେବା ସାଙ୍ଗେ ସାଙ୍ଗେ ଆମେ ହାଇକୋର୍ଟ ସ୍ଥାପନରେ ମଧ୍ୟ ସୁଯୋଗ ପାଇବା ଏହି ବାସ୍ତବିକତାକୁ ଏବେ ବୁଝିଯାଇ କୋଶଳ ଅନ୍ଦୋଳନ ପାଇଁ ଏକଜୁଟ ହେବା ର ଆବଶ୍ୟକତା ରହିଛି ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରିୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ମତ ପ୍ରକାଶ କରିବା ସହ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।   


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like