-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
27-Feb-2021
ବ୍ରହ୍ମପୁର, (ଭଗବାନ ପାଢୀ) : ବ୍ରହ୍ମପୁର ହରଡାଖଣ୍ଡି ତୃପ୍ତିନଗରରେ ଏକ ବେଆଇନ ମଦ ୟୁନିଟ ଉପରେ ଚଢାଉ । ୨୦୦ ଲିଟର ମଦ ଜବତ କରିଛି ବିଭାଗ। ଚଢ଼ାଉ ସମୟରେ ବିଭିନ୍ନ ବ୍ରାଣ୍ଡର ମଦ ଜବତ କରାଯାଇଛି ।
ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏବେବି ଚଢ଼ାଉ ଜାରି ରହିଛି। ବେଆଇନ ଭାବେ ବିଭିନ୍ନ ବ୍ରାଣ୍ଡ ଲେବଲ ଲଗାଇ ମାର୍କେଟକୁ ମଦ ଛଡ଼ାଯାଉଥିଲା । ଘଟଣାରେ 5 ଜଣ ଅଟକ ରଖିଛି ଅବକାରୀ ବିଭାଗ ।