-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
26-Feb-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା)- ଉଲୁଣ୍ଡା ସଦର ସ୍ଥିତ ଗଣ୍ଡାବାହାଲ ଗ୍ରାମର ମଛିନ୍ଦ୍ର କୁମ୍ଭାରଙ୍କ ପାଲ ଭାଡିରେ ନିଆଁ ଲାଗି ଛାରଖାର ହୋଇଯାଇଛି । ସୁଚନା ଅନୁସାରେ ଦିନ ପ୍ରାୟ ୧୧ଟା ସମୟରେ ପାଲ ଭାଡିରେ ଆକସ୍ମିକ ଭାବରେ ନିଆଁ ଲାଗିଯାଇଥିଲା । ଖବର ପାଇ ଦମକଲ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଅୟତ କରିଥିଲେ ମଧ୍ୟ ପାଲଭାଡି ସଂମ୍ପୁନ୍ନ ଜଲିଯାଇଥିଲା ।