-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
15-Oct-2020
ଟିଟିଲାଗଡ଼ (ସନ୍ତୋଷ କୁମାର ଠାକୁର) : ମିନାପାଲି ଗ୍ରାମର ଜଣେ ବ୍ୟକ୍ତି ଜମି ବିବାଦ କୁ ନେଇ ଟିଟିଲାଗଡ ଥାନାରେ ଅଭିଯୋଗ କରିଥିଲେ ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନକରିବାରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଉଦ୍ୟମ କଲା ବେଳେ ଟାଉନ ପୋଲିସ ଉଦ୍ଧାର କରିଛି।