-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
13-Feb-2021
କଳାହାଣ୍ଡି (ସଂଜୀବ କୁମାର ଦାସ): କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୪ କୁ ପହଂଚିଲା। ଘୁଷୁରୀଗୁଡି ଅଂଚଳ ରୁ ଚତୁର୍ଥ ହାତୀ ମୃତ ଦେହ ଉଦ୍ଧାର। ଭୁତାଣୁ ସଂକ୍ରମଣ କାରଣରୁ ହାତୀ ମୃତ୍ୟୁ ହେଉଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସୁଚନା। ଭୁବନେଶ୍ୱରରୁ ବିଶେଷଜ୍ଞ ଟିମ୍ କର୍ଲାପାଟ ଅଭୟାରଣ୍ୟକୁ ଆସୁଥିବା ସୁଚନl ମିଳିଛି l