-+91-9937148622 |
prerana_bgr@rediffmail.com |
Monday 27th July 2026 |
R.N.I. Regd No. ODIODI/2010/46693
Breaking News
26-Jul-2026
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକ ଅଧିନସ୍ଥ ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ଲୋଇସିଂହା ବନ ବିଭାଗ ରେଞ୍ଜେର ଆନନ୍ଦ ବିଶି, ରାମମନ୍ଦିର କମିଟି ର ସଭାପତି ଯୁଧିଷ୍ଠିର ପଧାନ ଯୋଗ ଦେଇଥିବା ବେଳେ ଶେଷଦେବ ପଧାନ, ତ୍ରିଲୋଚନ ନାଏକ, ସୀତାରାମ ପଧାନ, ବେଦପତି ପଧାନ, ରମାକାନ୍ତ ବନଛୋର, ଗଣେଶ ପଧାନ ସମେତ ରାମମନ୍ଦିର କମିଟି ର ମେମ୍ବର ରହି ଵୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଗଲା l