-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
07-Jun-2026
ଭୁବନେଶ୍ୱର (ପ୍ରେରଣା ଖବର): ଭୁବନେଶ୍ୱର ର କାବୟିତ୍ରୀ, ସମ୍ବାଦ ପାଠିକା ତଥା ସୁଲେଖିକା ଶାନ୍ତିଲତା ସାହୁ (ସୋନମ)ଙ୍କୁ ସାହିତ୍ୟ ସର୍ଜନା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଜାତୀୟ କବି ଲେଖକ ସଂଗଠନ ଭଦ୍ରକର ୬ଷ୍ଠ ବାର୍ଷିକ ଉତ୍ସବ ପାଳନ ଅବସରରେ ଜାତୀୟ କବି ସାରସ୍ବତ ସମ୍ମାନ ୨୦୨୬ ରେ ସମ୍ମାନୀତ କରାଯାଇଛି । ଭୁବନେଶ୍ବର ସ୍ଥିତ ଗୀତ ଗୋବିନ୍ଦ ସଦନରେ ଏକ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଓଡିଶା ଭାଷା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ବକ୍ତା ବିଶିଷ୍ଟ କବି ଓ ପ୍ରଶାସକ ରକ୍ଷକ ନାୟକ, ସମ୍ମାନୀତ ଅତିଥି ନାଟ୍ୟକାର ବିଜୟ ଦାଶ, ବିଶିଷ୍ଟ ସମ୍ମାନୀତ ଅତିଥି ସିନେ ଅଭିନେତା ଅଶୃମୋଚନ ମହାନ୍ତି, ଅନୁଷ୍ଠାନର ପ୍ରତିଷ୍ଠାତା ଦୀନବନ୍ଧୁ ବେଜ କବୟିତ୍ରୀ ଶାନ୍ତିଲତା ସାହୁଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସାରସ୍ବତ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ ।