-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ସହରରେ ବନ୍ଧକଟା ପୁନଃରୁଦ୍ଧାର ପ୍ରସଙ୍ଗ.. ବିକାଶରେ ବିରୋଧି ବିଚଳିତ ନହୋଇ ସହଯୋଗ କରନ୍ତୁ-ପୌରାଧ୍ୟକ୍ଷା ଲିକା ସାହୁ

06-Jun-2026



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ସହରରେ ଚଳିତବର୍ଷ ୧୧ଟି ବନ୍ଧକଟାର ପୁନଃରୁଦ୍ଧାର କାମ ଚାଲୁରହିଛି । ନିର୍ବାଚନ ସମୟରେ ବିଧାୟକ କଳିକେଶ ନାରାୟଣ ସିଂଦେଓ ସହରର ବନ୍ଧକଟାର ପୁନଃରୁଦ୍ଧାର ପାଇଁ ପ୍ରତିଶୃତି ଦେଇଥିଲେ ଯାହାକି ଆଜି ପୂରଣ ହେବାକୁ ଯାଉଛି । ପ୍ରାୟ ୧୪କୋଟି ଟଙ୍କାର ଅନୁଦାନରେ ମାଟିଉନ୍ନତିକରଣ କାମ ଚାଲୁଛି । ଯୁଦ୍ଧକାଳିନ ଭିତ୍ତିରେ ଏହି କାମଗୁଡିକ ଚାଲିଛି । ମାଟିକାମ ପରେ ପାରିପାଶ୍ୱିର୍କ ସୌନ୍ଦର୍ଯ୍ୟକରଣ ହେବ । ସହରକୁ ଭିନ୍ନରୂପ ଦେବାକୁ ପ୍ରଚେଷ୍ଟା ଚାଲିଛି । ପୌରପାଳିକାର ଅଧିକାରୀ,କର୍ମଚାରୀଗଣ ଓ କାଉନସିଲର ଗଣ ପୂର୍ଣ୍ଣପ୍ରାଣରେ ଏହାକୁ ସଫଳ କରିବାକୁ ପରିଶ୍ରମ କରୁଛନ୍ତି ।  ତେବେ ବଲାଙ୍ଗୀର ସହରର ବିକାଶ ଦେଖି ବିରୋଧି ବିଚଳିତ ହୋଇପଡିଛନ୍ତି । ବିକାଶରେ ବିରୋଧି ବିଚଳିତ ନହୋଇ ସହଯୋଗ କରନ୍ତୁ ବୋଲି ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ କହିଛନ୍ତି । ସହରବାସୀଙ୍କୁ ବିଭ୍ରାନ୍ତ ନକରି ବିରୋଧି ସତ୍ୟକୁ ସ୍ୱୀକାର କରନ୍ତୁ । ରାଜୁଡା ଅମଳରୁ ଥିବା ବନ୍ଧକଟାଗୁଡିକର ପୁନଃରୁଦ୍ଧାର ପାଇଁ ପୌରପାଳିକା ଏକ ଐତିହାସିକ ପଦକ୍ଷେପ ନେଇଛି । ଜୁନ ୧୫ ପର୍ଯ୍ୟନ୍ତ ମାଟିଉନ୍ନତିକରଣ କରାଯିବ । ମାଟିକାମକୁ ସ୍ୱଚ୍ଛତା ପୂର୍ବକ କରି ପୂର୍ଣ୍ଣଭାବରେ ସାରିବାକୁ ଚେଷ୍ଟା କରାଯାଉଛି । ଅନେକବନ୍ଧର କାମ ବହୁତ ଆଗକୁ ଯାଇସାରିଛି । ତେଣୁ ପୌରପାଳିକାର ସଫଳତାକୁ ବିରୋଧି ସହିପାରୁ ନାହାଁନ୍ତି । ବିରୋଧି କଂଗ୍ରେସର ଦଶବର୍ଷ ଶାସନରେ ବଲାଙ୍ଗୀରର ଗୋଟିଏ ମଧ୍ୟ ବନ୍ଧର ଉନ୍ନତିକରଣ କରାଇପାରିଲେ ନାହିଁ । ମହାରାଣୀସାଗର ଉନ୍ନତିକରଣ ବେଳେ ମଧ୍ୟ ବିରୋଧି ବିରୋଧ କରିଥିଲେ । ଯଦି ମହାରାଣୀସାଗରରେ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରୁଛନ୍ତି ତାହେଲେ ଭିଜିଲାନ୍ସକୁ ଲେଖି ତଦନ୍ତ କରାନ୍ତୁ ବୋଲି ପୌରାଧ୍ୟକ୍ଷା କହିଛନ୍ତି । କଂଗ୍ରେସର ନରସିଂହ ମିଶ୍ର ବିଧାୟକ ଥିବା ବେଳେ ଲକ୍ଷ୍ମୀଯୋର କାମ କରାଇଥିଲେ । ୨୦ କୋଟି ଟଙ୍କାର ଖର୍ଚ୍ଚରେ ନିର୍ମାଣ ହୋଇ ଥିବା ଲକ୍ଷ୍ମୀ ଯୋର ପ୍ରକଲ୍ପ ବଲାଙ୍ଗୀରବାସୀଙ୍କର କେଉଁ କାମରେ  ଆସୁଛି ତାହା ଲୋକଙ୍କୁ କଂଗ୍ରେସଦଳ ଉତ୍ତର ଦେବାର ଆବଶ୍ୟକତା ରହିଛି । ଲକ୍ଷ୍ମୀ ଯୋର ମହାଦୁର୍ନିତୀର ତଦନ୍ତ ପାଇଁ କଂଗ୍ରେସଦଳ ଦାବି କରିବ କି ବୋଲି ଓଲଟା ପ୍ରଶ୍ନ କରିଛନ୍ତି । କରୋନା ସମୟରେ ନରସିଂହ ମିଶ୍ର ବ୍ରାହ୍ମଣପଡା ଓ ସୂର୍ଯ୍ୟନଗର ଅଞ୍ଚଳରେ

ଗରୀବଙ୍କ ଘର ଭଙ୍ଗାଇଥିଲେ । ସେହି ଜମିରେ କଣସବୁ ଉନ୍ନତିକରଣ କରାଇଲେ କଂଗ୍ରେସଦଳ ଦଳ ବଲାଙ୍ଗୀରବାସୀ ଙ୍କୁ ଉତ୍ତର ରଖୁ ବୋଲି କୁହାଯାଇଛି । ଆଜି କଂଗ୍ରେସଦଳ ଦୁର୍ନିତୀ ଅଭିଯୋଗ ଆଣି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛି । ସେଥିପାଇଁ ବଲାଙ୍ଗୀରର ଶହଶହ ମହିଳା ଆସି ସେମାନଙ୍କୁ ଉଚିତ ଜବାବ ଦେଇଛନ୍ତି । ବଲାଙ୍ଗୀର ପୌରପାଳିକାର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, କାଉନସିଲର ଶମ୍ଭୁ ନାଗ, ଇରସାଦ ଆରାଖାନ, ଶତୃଘ୍ନ ନାଗ, ନନ୍ଦନୀ ପୋଢ, ଲଲାଟେନ୍ଦୁ ପଟ୍ଟନାୟକ,ଗଙ୍ଗାଧର ଚାନ୍ଦ, ପିଂକି କବାଟ, ମୁନା ଖାଁ, ସନ୍ତୋଷ ଦନ୍ତା, ସତ୍ୟ ନାୟକ,ସଚିନ ନନ୍ଦ, ବିଭୂତି ଭୂଷଣ ମିଶ୍ର ପ୍ରମୁଖଙ୍କ ସହିତ ବହୁସଂଖ୍ୟାରେ ବିଜେଡି କର୍ମୀ ଆଜି ସାମିଲ ହୋଇଥିଲେ । 


News Comment




Photo in News

Advertisment
Lastest News
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026

You Might Also Like