-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ଜିଲ୍ଲା

କିପରି ଚାଲିଛି ପୂର୍ତ ବିଭାଗ-୧ ଅଧୀନରେ ଥିବା ବୋଷ, ବିଡାନାସି ସେକ୍ସନ-୧ସେକ୍ସନ -୨, ତୁଳସୀପୁର , ମେଡିକାଲ ଜିଡି ସେକ୍ସନ ଯନ୍ତ୍ରୀଙ୍କୁ ପଚୁର ମାତ୍ରାରେ ମହୁ ଚଟେଇ ଘୋଷାଡ଼ି ନେଲେ ଏଫ -୨

04-Jun-2026



କଟକ (ତପନ ମହାନ୍ତି)କଟକ ପୂର୍ତ୍ତ ବିଭାଗ ୧ ରେ ଦୀର୍ଘ ବର୍ଷ ଧରି ଇଂଜିନିୟର ମାନେ ଆଧିପତି ଭଳି ମାଡି ବସି ରହି ସାଙ୍ଘାତିକ ଦୁର୍ନୀତି ଚଳାଇଛନ୍ତି । ବିଶେଷ କରି ପୂର୍ତ୍ତ ବିଭାଗ ଡିଭିଜନ -୧ ଅଧୀନରେ ଥିବା ବୋଷ ସେକ୍ସନ, ବିଡାନାସୀ ସେକ୍ସନ-୧ ସେକ୍ସନ-୨, ତୁଳସୀପୁର ସେକ୍ସନରେ ସାଙ୍ଘାତିକ ଦୁର୍ନୀତି ଚାଲିଛି । ଇଲେକ୍ଟ୍ରିକାଲ ବିଭାଗ କଥା ନ କହିବା ଭଲ । ଜିଡି ସେକ୍ସନ-୧ରେ ଇଂଜିନିୟରଙ୍କ ବାରମ୍ବାର ବଦଳି ଆଦେଶ ବାହାରି ଥିଲେ ମଧ୍ୟ ଏପଟେ ନେତା ମନ୍ତ୍ରୀକୁ ଧରି କ୍ୟାନସେଲ କରିବାରେ ବ୍ୟସ୍ତ । ଇଲେକ୍ତି କାଲ ଇଂଜିନିୟରଙ୍କୁ ବାରମ୍ବାର ବଦଳି ହୋଇଥିଲେ ବି କାହାରିକୁ ଖାତିର କରୁନାହାନ୍ତି । ବଦଳି ଆଦେଶକୁ ବାରମ୍ବାର କ୍ୟାନ୍ ସେଲ କରି ପୁନର୍ବାର ସେହି ସ୍ଥାନରେ ରହୁଛନ୍ତି । ତୁଳସୀପୁର ସେକ୍ସନରେ କୋଟି କୋଟି ଟଙ୍କାର ଟେଣ୍ଡର କାମକୁ ଭଙ୍ଗାଯାଇ ନିର୍ଦ୍ଦିଷ୍ଟ କିଛି ଠିକାଦାରଙ୍କୁ ଏଫ୍ -୨ କାଗଜ କରାଯାଇଥିବାର ଦେଖୁବାକୁ ମିଳିଛି । ଜଣକା ୭୦ । ୮୦ ଲକ୍ଷ ଟଙ୍କାର ଏଫ୍ -୨ କାମ କରି ପେମେଣ୍ଟ କରାଯାଇଥିଲେ ମଧ୍ୟ ଉପରୁ ତଳ ପର୍ଯ୍ୟନ୍ତ ସମସ୍ତେ ମୁହଁ ବନ୍ଦ କରି ବସିଛନ୍ତି । ସୂଚନା ଅଧିକାରରେ ତଥ୍ୟ ମାଗିଲେ ତଥ୍ୟ ମିଳୁନାହିଁ । ଠିକାଦାର ମାନେ କାକୁତି ମିନତି ନେହୁରା ହୋଇ ଗୋଡ଼ହାତ ଧରିଲେ ଲକ୍ଷ ଟଙ୍କାର ସ୍ପିଟପ୍ କାମ ପାଉନଥିଲା ବେଳେ କିଛି ଠିକାଦାର ଯନ୍ତ୍ରୀକୁ ପଚୁର ମାତ୍ରାରେ ମହୁଚେଟେଇ ଜଣକା ୭୦/୮୦ ଲକ୍ଷ ଟଙ୍କାର ସ୍ପିଟପ୍ କାମ କରୁଥିବା ଜାଣିବାକୁ ମିଳେ । ବିଜେପି ଡବଲ ଇଞ୍ଜିନ ସରକାର ଥାଇ ତୁଳସୀପୁର, ବିଡାନାସୀ ସେକ୍ସନ ୧, ଏବଂ ୨ ସେକ୍ସନରେ ଦୁର୍ନୀତି କିପରି ଚାଲିଛି ବୋଲି ଅନ୍ୟ ଠିକାଦାର ମାନେ ପ୍ରଶ୍ନ କରୁଛନ୍ତି । ବୋଷ ସେକ୍ସନ ଦାଇତ୍ବରେ ଥିବା ଇଂଜିନିୟର ୪ଥର ଟ୍ରାନ୍ସଫର ହେଲେଣି ଇଆଇସିକୁ ମୋଟା ଅଙ୍କର ଅର୍ଥ ଦେଇ କ୍ୟାନସେଲ କରି ମାଡିବସି ରହିଛନ୍ତି ଏଠି ଅଭିଯୋଗ କରିବା କାହାକୁ ଶୁଣିବ ବା କିଏ? ଜନୈକ ଇଂଜିନିୟର କେଉଁ କେଉଁ ଠିକାଦାର ମାନଙ୍କୁ କେତେ କେତେ ଟଙ୍କାର ଏଫ୍-୨ କାମ ବାଣ୍ଟିଛନ୍ତି । ପ୍ରତେକ କାମ ହୋଇଛି ନା ନାହିଁ ସର୍ବୋଚ୍ଚ ଯନ୍ତ୍ରୀ, ଭିଜିଲାନ୍ସ ଦ୍ୱାରା ତଦନ୍ତ ହେବାକୁ ବୋଷ କଲେଜର କିଛି କର୍ମ ଚାରୀ ନିଜ ନାମକୁ କୁ ଗୋପନୀୟ ରଖି ଏହା କହିଛନ୍ତି । ସେହିପରି ତୁଳସୀପୁର, ବିଡାନାସୀ ସେକ୍ସନ ୧ଏବଂ୨ ଏସସିବି ମେଡିକାଲ ଜିଡି ସେକ୍ସନ ଅଧୀନରେ ହୋଇଥିବା ପ୍ରତେକଟି କାମକୁ ଭିଜିଲାନ୍ସ ଦ୍ବାରା ତଦନ୍ତ ହେବାକୁ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like