-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||     

HOME   ଜିଲ୍ଲା

ବଲାଙ୍ଗୀର: ସ୍ୱାମୀଙ୍କ ମଙ୍ଗଳ କାମନା କରି ସାବିତ୍ରୀ ବ୍ରତ ପାଳନ କଲେ ମହିଳା

16-May-2026



ବଲାଙ୍ଗୀର (ପ୍ରେରଣା ଖବର):  ହିନ୍ଦୁ ଧର୍ମ ଓ ପରମ୍ପରାରେ ପତି ଙ୍କୁ  ପରମେଶ୍ୱର କୁହାଯାଇଥାଏ । ଏହି ପତି ପରମେଶ୍ୱର ଙ୍କ ଦୀର୍ଘ ଓ ନିରାମୟ ଜୀବନ  କାମନା କରି ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ ।

 ପୂରାଣ ଉପାଖ୍ୟାନ ଅନୁସାରେ ସାବିତ୍ରୀ ଓ ସତ୍ୟବାନଙ୍କ ଅନାବିଳ ନିସର୍ତ୍ତ ପ୍ରେମ ଓ ନିଷ୍ଠାର ପ୍ରତୀକ ହେଉଛି ସାବିତ୍ରୀ ଅମାବାସ୍ୟା । ପ୍ରତିବର୍ଷ ଜୈଷ୍ଠ ମାସ ଅମାବାସ୍ୟା ତିଥିରେ ଅମ ରାଜ୍ୟର ପୁରପଲ୍ଲୀରେ ମହିଳା ମାନେ ନିଜ ସ୍ୱାମୀଙ୍କ ମଙ୍ଗଳ ମନାସୀ ଏହି ବ୍ରତକୁ ସଂପୂଣ୍ଣ ପାରମ୍ପରିକ ରୀତିନୀତିରେ ପାଳନ କରିଥାନ୍ତି । କେଉଁ ଆବହମାନ କାଳରୁ ଏହି ବ୍ରତକୁ ପାଳନ କରାଯାଉଛି।

  ଜଣେ ସାଧାରଣ ରାଜକନ୍ୟା ନିଜର ନିଷ୍କାମ ପ୍ରେମ ବଳରେ କିପରି ସ୍ୱୟଂ ମୃତ୍ୟୁର ଦେବତା ଯମ ଙ୍କୁ ପରାଜିତ କରି ତାଙ୍କର ଆଶିଷ ଲାଭ କରିପାରିଛନ୍ତି ଏବଂ ପରିିଶେଷରେ ସ୍ୱାମୀ ସତ୍ୟବାନଙ୍କ ଜୀବନ ତାଙ୍କ ଠାରୁ ଫେରାଇ ଆଣିପାରିଛନ୍ତି, ତାହାର ମାର୍ମିକ ଉପାଖ୍ୟାନ ହେଉଛି ସାବିତ୍ରୀ ସତ୍ୟବାନଙ୍କ ଉପାଖ୍ୟାନ । ଏହି ଓଷା ସେହି ଉପାଖ୍ୟାନ ଉପରେ ଆଧାରିତ । ଆଜି ବଲାଙ୍ଗୀର ସହର ଟିକ୍ରପଡା ସ୍ଥିତ ମାଁଁ ରାଜେଶ୍ୱରୀ ଭବନ ଠାରେ  ପ୍ରତିବର୍ଷ ପରି ଏହି ବ୍ରତକୁ ପଡାର ମହିଳା ମାନେ ନିଷ୍ଠାର ସହ ପାଳନ କରିଛନ୍ତି। ମହିଳା ମାନେ ଉପବାସ ରହି ଲକ୍ଷ୍ମୀ ନାରାୟଣ ତଥା ସାବିତ୍ରୀ ସତ୍ୟବାନଙ୍କ ନିକଟରେ ଚୁଡି, ସିନ୍ଦୁର, ନୂଆବସ୍ତ୍ର ଅର୍ପଣ କରିବା ସହ ୨୧ପ୍ରକାର ନୈବେଦ୍ୟ ଦେଇ ନିଜ ନିଜ ପତିଦେବଙ୍କ ଦୀର୍ଘାୟୁ କାମନା କରିଥାନ୍ତି । ଏହି ଦିନ ପ୍ରତ୍ୟେକ ପତିବ୍ରତା ମହିଳା ବଟବୃକ୍ଷକୁ ପୂଜା କରିଥାନ୍ତି । ବଟବୃକ୍ଷରେ ପ୍ରେମର ପ୍ରତୀକ ଲାଲ ରଙ୍ଗର କପଡା ଦେଇ ନିଜର ବ୍ରତ ପାଳନ କରାଥାନ୍ତି। ଏହି ବ୍ରତ ଓଡ଼ିଶା ସମେତ ବିହାର, ଉତ୍ତରପ୍ରଦେଶ ଏପରିକି ନେପାଳରେ ମଧ୍ୟ ଭିନ୍ନଭିନ୍ନ ରୀତିନୀତି ପାଳନ କରା ଯାଉଥିବା ଜଣାଯାଏ । ପତିପତ୍ନୀଙ୍କ ନୈସର୍ଗିକ ସଂପର୍କ ଓ ପ୍ରେମର ବାର୍ତ୍ତା ବହନ କରୁଥିବା ଏହି ସାବିତ୍ରୀ ବ୍ରତ ହିନ୍ଦୁ ଧର୍ମର ଅନନ୍ୟ ପର୍ବ କହିଳେ ଅତ୍ୟୁକ୍ତି ହେବ ନାହିଁ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   15-Aug-2026
  ଜିଲ୍ଲା  
ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ   15-Aug-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   15-Aug-2026
  ଜିଲ୍ଲା  
ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   15-Aug-2026
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026

You Might Also Like