-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ଯୁବୋଦୟ ଲିଡ୍ ସ୍କୁଲର ପାଞ୍ଚ ଦିନିଆ ଗ୍ରୀଷ୍ମକାଳୀନ କର୍ମଶାଳା

11-May-2026



ବଲାଙ୍ଗୀର (ପ୍ରେରଣା ଖବର): ଯୁବୋଦୟ ଲିଡ୍ ସ୍କୁଲର ୨୦୨୬ ବର୍ଷର “ଯହାଁ କେ ହମ୍ ସିକନ୍ଦର” ନାମକ  ଗ୍ରୀଷ୍ମକାଳୀନ କର୍ମଶାଳା ସଫଳ ଭାବେ ସମାପ୍ତ ହୋଇଛି। ଏହି ଗ୍ରୀଷ୍ମକାଳୀନ କର୍ମଶାଳା ୫ ମେ ରୁ ୯ ମେ ପର୍ଯ୍ୟନ୍ତ ଚାଲିଥିଲା। ପାଞ୍ଚ ଦିନିଆ ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସହରର ଛାତ୍ରଛାତ୍ରୀ ମାନେ ନୂତନ ଶିକ୍ଷା ଓ ଅନୁଭବ ପାଇବାର ସୁଯୋଗ ପାଇଥିଲେ। କ୍ୟାମ୍ପକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ୧୦ ମେ ତାରିଖରେ ସମର କ୍ୟାମ୍ପର ଉଦଯାପନୀ କାର୍ଯ୍ୟକ୍ରମ ହୋଇଥିଲା । ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଅନୁଷ୍ଠାନର ନିର୍ଦ୍ଦେଶକ ଅମ୍ବରୀଶ ଦାଶ। ଏହି ଅବସରରେ ସମ୍ପାଦିକା ଶ୍ରୀମତୀ ମିତ୍ରବିନ୍ଦା ଦାଶ ଓ ସ୍କୁଲର ଉପଅଧ୍ୟକ୍ଷା ବିଶ୍ୱବରା ପୁରୋହିତ ମଧ୍ୟ ଉପସ୍ଥିତ ଥିଲେ। ଉଦଯାପନୀ ଅବସରରେ ମାଟି କଳା, ଚିତ୍ରକଳା, ବିଜ୍ଞାନ ଓ ଛାତ୍ରଛାତ୍ରୀଙ୍କୁ ଜୁନିୟର ବିଭାଗରେ ଓ ଷଷ୍ଠ ଶ୍ରେଣୀରୁ 

ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସିନିୟର ବିଭାଗରେ ରଖାଯାଇଥିଲା।
ଜୁନିୟର ବିଭାଗରେ ଛୋଟ ପିଲାମାନଙ୍କ ବୟସ ଓ ନୂତନ ଶିକ୍ଷାନୀତିକୁ ଧ୍ୟାନରେ ରଖି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ପିଲାମାନଙ୍କୁ ବିଭିନ୍ନ ନୃତ୍ୟ ଶିଖାଇଥିଲେ ପ୍ରସିଦ୍ଧ କୋରିଓଗ୍ରାଫର ମିନକେତନ ଥାପା। ଚିତ୍ରକଳା ଶିକ୍ଷା ଦେଇ ଥିଲେ ବିକାଶ ମାଝୀ। ଏହା ସହ ପିଲାମାନଙ୍କ ପାଇଁ ମାଟି କଳା କାର୍ଯ୍ୟଶାଳା ମଧ୍ୟ ହୋଇଥିଲା। ଏଥିରେ ପିଲାମାନେ ମାଟିରେ ବିଭିନ୍ନ ପ୍ରକାରର ହାଣ୍ଡି ଓ କଳାକୃତି ତିଆରି କରିଥିଲେ। ଏହି କାର୍ଯ୍ୟଶାଳାକୁ ପରିଚାଳନା କରିଥିଲେ ସଦାନନ୍ଦ ରଣା। ଜୁନିୟର ବିଭାଗରେ ବଲାଙ୍ଗୀର ର ବିଭିନ୍ନ ସ୍କୁଲରୁ ୪୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ।
ସିନିୟର ବିଭାଗରେ ଏହି ବର୍ଷର ବିଷୟ ଥିଲା ଷ୍ଟେମ (ଏସ୍‌ଟିଇଏମ୍‌) ଅର୍ଥାତ୍ ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଓ ଗଣିତ। ଏଥିରେ ବିଭିନ୍ନ ସ୍କୁଲର ୩୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଭୌତିକ ବିଜ୍ଞାନ ଶିକ୍ଷା ଦେଇଥିଲେ ସୁରେଶ ସାହୁ, ରସାୟନ ବିଜ୍ଞାନ ପାଠ ଦେଇଥିଲେ ଅବିନାଶ କର, ଜୀବବିଜ୍ଞାନ ଶିକ୍ଷା ଦେଇଥିଲେ ପ୍ରଜ୍ଞା ପରିମିତା ମିଶ୍ର, ଗଣିତ ପାଠ ଶିକ୍ଷା ଦେଇଥିଲେ ସାସ୍ୱତୀ ମିଶ୍ର ଓ ଇଞ୍ଜିନିୟରିଂ ଏବଂ ରୋବୋଟିକ୍ସ ବିଷୟରେ ଶିକ୍ଷା ଦେଇଥିଲେ ଡଃ ଜଗମୋହନ ପାଢ଼ୀ। ପ୍ରଥମ ଥର ପାଇଁ ବଲାଙ୍ଗୀର ରେ ବିଗଲ୍‌ ବୋର୍ଡ, ଆର୍ଡୁଇନୋ ୟୁନୋ ଓ ରାସ୍‌ପବେରି ପାଇ ଆଧାରିତ ରୋବୋଟିକ୍ସ କାର୍ଯ୍ୟଶାଳା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟଶାଳାରେ ପିଲାମାନେ ବିଭିନ୍ନ ରୋବୋଟିକ୍ସ ପରିଯୋଜନା ତିଆରି କରିବା  ସାଙ୍ଗେ ତାର ପ୍ରୟୋଗ ଶିଖିଥିଲେ। ବିଦ୍ୟାଳୟ ପରିଚାଳନା ପ୍ରମୁଖ ନାଗ୍ନଜୀତା ତ୍ରିପାଠୀ ସମସ୍ତ କାର୍ଯ୍ୟକ୍ରମର   ଆୟୋଜନ ଓ ସମ୍ପାଦନ କରିଥିଲେ।

ରୋବୋଟିକ୍ସର ପ୍ରୋଜେକ୍ଟ ମାନଙ୍କ ପ୍ରଦର୍ଶନୀ ହୋଇଥିଲା।

ପିଲା ମାନେ ସମର୍ କେମ୍ପ ରେ ଶିଖିଥିବା ବିଭିନ୍ନ ନୃତ୍ୟ ମଧ୍ୟ ପ୍ରଦର୍ଶନ କରିଥିଲେ ।କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଯାଦୁକର ଶ୍ୟାମଙ୍କ ଯାଦୁ ପ୍ରଦର୍ଶନ ମୁଖ୍ୟ ଆକର୍ଷଣ ଥିଲା।
ପ୍ରତିବର୍ଷ ସ୍କୁଲ ପକ୍ଷରୁ ନୂତନ ଓ ନବୀନ ଚିନ୍ତାଧାରା ସହ  ଗ୍ରୀଷ୍ମକାଳୀନ କର୍ମଶାଳା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି  ଗ୍ରୀଷ୍ମକାଳୀନ କର୍ମଶାଳା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ  ବହୁତ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ଆଗାମୀ ଦିନରେ ସ୍କୁଲରେ ଏସ୍‌ଟିଇଏମ୍‌ ଲେବେରେଟରୀ ଓ ସ୍ୱତନ୍ତ୍ର ରୋବୋଟିକ୍ସ ଲେବେରେଟରୀ ସ୍ଥାପନ କରାଯିବ ବୋଲି ନିର୍ଦ୍ଦେଶକ ଶ୍ରୀ ଦାଶ କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like