-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ଅଭିଯୁକ୍ତକୁ ଅଟକରଖି ପୋଲିସକୁ ଦେଇଥିଲେ ଜିମା, ମୋଟୁ ପୋଲିସ ର ଅଧିକ ତଦନ୍ତ ଜାରି

11-May-2026



କାଲିମେଳା:(ସନ୍ତୋଷ କୁମାର ପଣ୍ଡା): ପ୍ରେମିକାକୁ ପାଇବା ପାଇଁ ଅଭିଯୁକ୍ତ କରିଥିଲା ପିଲା ଚୋରୀ l ଅଭିଯୁକ୍ତକୁ ଅଟକ ରଖି ପୋଲିସକୁ ଦେଇଥିଲେ ଗ୍ରାମବାସୀ ଜିମା l ମୋଟୁ ପୋଲିସର ଅଧିକ ତଦନ୍ତ ଜାରି ଲା ଏମ୍. ଭି-୧୧୪ ଗ୍ରାମରେ ଜଣେ ଅଭିଯୁକ୍ତ ପିଲା ଚୋରି କରି ଖସି ଯାଉଥିବା ବେଳେ ଅଟକ ରଖିଛନ୍ତି ଗ୍ରାମବାସୀ lସୂଚନା ଅନୁଯାୟୀ ଆଜି ଭୋର ୩ଟା ସମୟରେ।  ଏମ୍.ଭି -୬୦ଗ୍ରାମର ଅଭିଯୁକ୍ତ ସୁବ୍ରତ ମଣ୍ଡଳ ଏମ୍. ଭି-୧୧୪ ଗ୍ରାମର  ବୀଣା ନାମକ ଜଣେ ମହିଳା ସହ ପ୍ରେମ ସମ୍ପର୍କ ଥିଲା।

ସେ ଆନ୍ଧ୍ରପ୍ରଦେଶରେ ରହୁଥିବା ବେଳେ ତାଙ୍କ ସହ ପ୍ରେମ ସମ୍ପର୍କ ଗାଢ଼ିଉଠିଥିଲା l କିଛି ଦିନ ପରେ ସେ ତାଙ୍କ ନିଜ ଘର ଏମ୍. ଭି-୧୧୪ କୁ ଚାଲି ଆସିଥିଲେ l କିନ୍ତୁ ତା ପରଠାରୁ ସେହି ଅଭିଯୁକ୍ତ ସହ ଯୋଗାଯୋଗ ହୋଇପାରି ନଥିଲା l ଅଭିଯୁକ୍ତ ସେହି ମହିଳାର ଠିକଣା ନେଇ ଆସି ଯୋଜନା କରିଥିଲା ତାଙ୍କ ଛୋଟ ୫ଛୁଆ କୁ ନେଇ ଗଲେ ଆପେଆପେ ତାର ମା ଆସିଯିବ।  ଏଭଳି ଚିନ୍ତା କରି ଆଜି ଭୋରରୁ ସେ ଶିଶୁ ଛୁଆକୁ ଚୋରି କରିବା ପାଇଁ ଆସିଥିଲା l ସେ ଅନ୍ୟ ଜଣଙ୍କ ଘରେ ପଶି ଛୁଆକୁ ଚୋରି କରି ନେଇ ଯାଉଥିବା ବେଳେ ଗ୍ରାମବାସୀ ମାନେ ତାକୁ ଧରି ଅଟକ ରଖି ପୋଲିସକୁ ଖବର ଦେଇଥିଲେ l କିଛି ସମୟ ପରେ ମୋଟୁ ପୋଲିସ ପହଞ୍ଚି ସେହି ଚୋରକୁ ସେହି ଗ୍ରାମବାସୀଙ୍କ ସମ୍ମୁଖରେ  ଚୋରକୁ ଧରି ପଚାରାଉଚାରା କରିବା ପରେ ସେହି ଅଭିଯୁକ୍ତ ସବୁ ସତ ଓଗାଳିବା ଥିଲା ଏବଂ ସେ କହିଥିଲା ଯେ ସେ ଏମ୍. ଭି-୧୧୪ ଗ୍ରାମର ବୀଣା ନାମକ ଜଣେ ମହିଳାକୁ ଆନ୍ଧ୍ରପ୍ରଦେଶରେ ଭଲ ପାଇ ବସିଥିଲେ ଏବଂ ତାଙ୍କୁ ପଇସା ମଧ୍ୟ ଦେଇ ଥିଲେ ବୋଲି ଅଭିଯୁକ୍ତ କହିଥିଲେ l କିନ୍ତୁ କିଛି ଦିନ ପରେ ସେ ଘରକୁ ଆସିବା ପରେ ଯୋଗାଯୋଗ ହୋଇ ପାରି ନ ଥିଲା l ତେଣୁ ସେ ଚିନ୍ତା କରିଲା ତାଙ୍କ ପୁଅକୁ ଉଠାଇ ନେଲେ ତାଙ୍କ ମା ଆପେ ଆପେ ଆସିବ l ସେ ଗତ

କାଲି ସେହି ଚିନ୍ତା କରି ସେ ପିଲାକୁ ଚୋରି କରିବା ପାଇଁଏମ୍. ଭି-୧୧୪ରେ ପହଞ୍ଚି  ଅନ୍ୟ ଏକ ଘରର ୫ବର୍ଷର ପୁଅ କୁ ଉଠେଇ ନେଇ ଏମ. ପି. ଭି-୮୧ ମଶାଣି ଠାରେ ନେଇ ଯାଇ ତାକୁ ରଖି ଗାଡି ନେବା ପାଇଁ ଆସିଥିବା ବେଳେ ତାକୁ ଏମ୍. ଭି-୧୧୪ ଗାଁ ଲୋକେ ଧରି କାବୁ କରିଥିଲେ l ସେହି ଅଭିଯୁକ୍ତ ଆଗରୁ ମଧ୍ୟ ଅନେକ ଚୋରି ଏବଂ ଡ଼କାୟତରେ ଜଡିତ ଥିବା ଗ୍ରାମବାସୀ କହିଛନ୍ତି lବର୍ତ୍ତମାନ ମୋଟୁ ପୋଲିସ ସେହି ଅଭିଯୁକ୍ତକୁ ନେଇ ଅଧିକ ପଚାର ଉଚାର ଜାରି ରଖିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like