-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
10-May-2026
କଟକ(ତପନ ମହାନ୍ତି): ବାଲିଅନ୍ତା ଘଟଣା ପରେ ଆକ୍ସନ ମୋଡ୍ରେ ଡିଜି । ପୋଲିସ ଭବନରେ କମିସେରେଟ୍ ପୋଲିସର ସମସ୍ତ ଥାନା ଅଧିକାରୀ ମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ବୈଠକରେ ପୋଲିସ ଡିଜିଙ୍କ ସମେତ ସିପି , ଡିସିପି ଓ ଆଡିସନାଲ ସିପି ଉପସ୍ଥିତ । ବାଲିଅନ୍ତା ଘଟଣା ପରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା । ଅନଲାଇନରେ ମଧ୍ୟ ଯୋଡ଼ି ହୋଇଛନ୍ତି ବିଭିନ୍ନ ଥାନାର ଆଇଆଇସି । ଆଉ ତ୍ରାହି ନାହିଁ କ୍ରାଇମ ଘଟାଉଥିବା ଅପରାଧୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।ବାଲିଅନ୍ତା ଘଟଣା ପରେ ଆକ୍ସନ ମୋଡରେ ଡିଜି । ବାଲିଅନ୍ତା ଘଟଣା ପରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା। ଅନଲାଇନରେ ମଧ୍ୟ ଯୋଡ଼ି ହୋଇଛନ୍ତି ବିଭିନ୍ନ ଥାନାର ଆଇଆଇସି ।