-+91-9937148622 |
prerana_bgr@rediffmail.com |
Thursday 2nd July 2026 |
R.N.I. Regd No. ODIODI/2010/46693
Breaking News
07-May-2026
ଭବାନୀପାଟଣା (ପ୍ରେରଣା ଖବର )
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ରହୁଥିବା ଶ୍ରୀମତୀ ଆଶା ଅଗ୍ରୱାଲ ଓ କମଲ ଅଗ୍ରୱାଲ ଙ୍କ ଝିଅ କଶିସ ଅଗ୍ରୱାଲ ବୟସ ମାତ୍ର ଦୁଇ ବର୍ଷ ନଅ ମାସ କିନ୍ତୁ ବୟସ ସାନ କାର୍ଯ୍ୟ ନାଁ ରଖିଲେ ଭାରତ ରେ ସେ ତାଙ୍କ ସୁ ତୁଣ୍ଡରୁ 7ଟି ଜାତୀୟ ପ୍ରତୀକ, 8ଟି ପଶୁ ଛୁଆ ଓ ସପ୍ତାହ ର ଦିନଗୁଡିକ ମନେ ପକାଇବା ଓ ଗାୟତ୍ରୀ ମନ୍ତ ପାଠ କରିବା, 2ଟି ଗୀତ ଗାଇବା, ଭଗବାନ ହନୁମାନ ଙ୍କ ଉପରେ 7ଟି ପ୍ରଶ୍ନ ର ଉତ୍ତର ଦେବା, ଇତ୍ୟାଦି କାର୍ଯ୍ୟକଳାପ କୁ ନେଇ ନିଜର ନାମ ବୁକ ଅଫ ରେକର୍ଡରେ ଭାରତ ରେ ନାମ ରଖିଥିବାରୁ ଓ ଏହାର ଶ୍ରେୟ ପିତାମାତା ଓ ଗୁରୁଜନ ତଥା ତାଙ୍କ ସ୍କୁଲ ର ନାମ କୁ ଭବାନୀପାଟଣା, କଳାହାଣ୍ଡି ରେ ଗୌରବ ଆଣିଛନ୍ତି ତାଙ୍କୁ ଓଡିଶା ତଥା କଳାହାଣ୍ଡି ଜିଲ୍ଲାରୁ ଶୁଭେଚ୍ଛା ର ଛୁଅ ଛୁଟି ଆସୁଛି ତାଙ୍କ ଚଲାପଥ ଆହୁରି କୁସୁମିତ ହେଉ.