-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ଲାଦେରପାଲିରେ ସମାପନ ହେଲା ଚୋବିଶ ପ୍ରହରୀ ନାମଯଜ୍ଞ ର ରୈ।ପ୍ୟ ଜୟନ୍ତୀ ମହୋତ୍ସବ

05-May-2026



ବରପାଲି -(ସୁଦାମ ଦୀପ)
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ।
ହରେ ରାମ ହରେ ରାମ ରାମ ରାମ ହରେ ହରେ  ।।
       ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏ ସି ଅଧିନସ୍ଥ ଲାଦେରପାଲି ଗ୍ରାମର ବୀର ହନୁମାନ ମନ୍ଦିରର ପ୍ରାଙ୍ଗଣରେ ମହା ଆଡ଼ମ୍ବରରେ ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ଅଖଣ୍ଡ ଚୋବିଶ ପ୍ରହରୀ ନାମଜଜ୍ଞ ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୈ।ପ୍ୟ ଜୟନ୍ତୀ ମହୋତ୍ସବ ଗତ ସୋମବାର ଦିନ ପୂର୍ଣ୍ଣାହୁତି ସହ ସମାପନ ହୋଇଯାଇଛି।ଲାଦେରପାଲି ଗ୍ରାମବାସୀଙ୍କ ଆନୂକୂଲ୍ୟରେ ଶ୍ରୀ ଶ୍ରୀ ବୀର ବଜରଙ୍ଗ ବଲି ସଂକୀର୍ତ୍ତନ ମଣ୍ଡଳୀ ଲାଦେରପାଲି ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ରୈ।ପ୍ୟ ଜୟନ୍ତୀ ମହୋତ୍ସବ ଗତ ୩୦ ତାରିଖ ଗୁରୁବାର ଦିନ  ଆରମ୍ଭ ହୋଇ ରବିବାର  ଦିନ ସମାପନ ହୋଇଥିଲା। ଗୁରୁବାର ମଧ୍ୟାହ୍ନ ୧୨ ଟା ସମୟରେ ଏକ ଭବ୍ୟ କଳସ ଶୋଭାଯାତ୍ରାରେ ଗ୍ରାମର ଆବାଳବୃଦ୍ଧବନିତା  ବାହାରି ଘଣ୍ଟ ,ଶଂଖ , ହୁଳହୁଳି, ଗିନି ,ମୃଦୁଙ୍ଗ ର ତାଳେ ତାଳେ ଗାଁର ମାଁ ମାଉସୀଙ୍କ ଦ୍ୱାରା ଗ୍ରାମର ତଲିବନ୍ଧ ପୋଖରୀରୁ ଜଳପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିବା ପରେ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ପରେ ମହାମନ୍ତ୍ର " ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ କୃଷ୍ଣ। ହରେ ରାମ ହରେ ରାମ ହରେ ରାମ ହରେ ରାମ " ନାମାରମ୍ଭ କରାଯାଇଥିଲା ।ଏଥିରେ ପୂଜାକାର୍ଯ୍ୟ ପାଇଁ ବ୍ରହ୍ମାବରଣ ହୋଇଥିଲେ ପଣ୍ଡିତ ଶ୍ରୀ ଭଗବତ ପ୍ରସାଦ ଦାଶ ଏବଂ ପଣ୍ଡିତ ଅଜିତ ଦାଶ ଏବଂ କର୍ତ୍ତା ଭାବରେ ବସିଥିଲେ ସୁବାଷ ପ୍ରଧାନ ସପତ୍ନିକ କଳ୍ପନା ପ୍ରଧାନ।ଆଖ ପାଖ ଗ୍ରାମରୁ ୨୫ ଟି ସଂକୀର୍ତ୍ତନ ଦଳ ନିମନ୍ତ୍ରିତ ହୋଇ ନାମ ଧରିବା ପାଇଁ ଆସିଥିଲେ। ଏହି ତିନି ଦିନ ଭକ୍ତି ମୟ ପରିବେଶରେ ଗ୍ରାମଟି ଉଛୁଳି ପଡୁଥିଲା।ଆଖ ପାଖ ଗ୍ରାମରୁ ହଜାର ହଜାର ଦର୍ଶକ ଏହି ରୈ।ପ୍ୟ ଜୟନ୍ତୀ ମହୋତ୍ସବ ରେ ଯୋଗ ଦେଇଥିଲେ ଏବଂ ସମସ୍ତଙ୍କ ପାଇଁ କରାଯାଇଥିବା ମହା ପ୍ରସାଦ ଗ୍ରହଣ କରି ଆନନ୍ଦ ଉଲ୍ଲାସରେ ଘରକୁ ଫେରିଥିଲେ। ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ନିମନ୍ତେ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଜାମଡାଲ ଏବଂ ନଡିଆ ଡାଲରେ ମଣ୍ଡଳୀଟିକୁ ଆଚ୍ଛାଦିତ କରାଯାଇଥିଲା। ଯେଉଁଥିରେ ସହଯୋଗ କରିଥିଲେ ଗ୍ରାମର ଯୁବକମାନେ। ଶ୍ରୀ ଶ୍ରୀ ବୀର ହନୁମାନ ମହାପ୍ରଭୁଙ୍କ ଅପାର କରୁଣାରୁ ଏହି ଅଖଣ୍ଡ ଚୋବିଶ ପ୍ରହରୀ ନାମଜଜ୍ଞ ର ଭବ୍ୟ ରୈ।ପ୍ୟ ଜୟନ୍ତୀ ମହୋତ୍ସବ ଟି ଖୁବ୍ ଯାକଜମକରେ ପାଳିତ ହୋଇଥିଲା। ନିମନ୍ତ୍ରିତ ହୋଇ ଆସିଥିବା ସଂକୀର୍ତ୍ତନ ଦଳ ଗୁଡିକ ହେଲେ  ଅତାବିରା (୨ ଟି ଦଳ), ବରଗଡ଼,କାଣ୍ଡପାଲି,ଭୋଇପୁରା,ପରମାଣପୁର,ବାଞ୍ଜିପାଲି,ଭାଲୁପାଲି,ଲହଣ୍ଡା,ବୁର୍ଲା,ନିଲେଇପାଲି,ଝରେଇ ପାଲି,ଡୁଙ୍ଗୁରିପାଲି,ପଧାନଟିକ୍ରା,ବରାହାମୁଣ୍ଡା,ମୋହନଟିକ୍ରା,ଚକୁଲି,ଅମସ୍ତଲା , ଖଲିଆପାଲି (ଦିପ୍ ଟିକ୍ରା),ଇସ୍ତଲା, ତାଲଶ୍ରୀଗିଡା 
ଏବଂ ଶେଷ ଦିନ ନିମନ୍ତ୍ରିତ ହୋଇ ଆସିଥିବା ଦୁଇ ସଂକୀର୍ତ୍ତନ ଦଳ ହେଲେଖଇରଗୁଡି(ଛତିଶଗଡ଼),ଅରେଇଗୁଡି (ଭେଡେନ)  ଦଳ ଯୋଗଦେଇ ସଂକୀର୍ତ୍ତନ ପରିବେଷଣ ଥିଲେ। ଏହି ଅବସରରେ ପଣ୍ଡିତ ମାନଙ୍କ ସହିତ ସମସ୍ତ  ସଂକୀର୍ତ୍ତନ ଦଳ ର ଗାୟକ ଓ ବାଦକ ମାନଙ୍କୁ ଏବଂ ଗ୍ରାମର ବୟୋଜ୍ୟେଷ୍ଠ ବୃଦ୍ଧ ,ଜୟ ହନୁମାନ (ବଜରଙ୍ଗ ଦଳ), ଖୁଦୁରୁକୁଣୀ ଦଳର ଭଉଣି ଏବଂ ଅନ୍ନପ୍ରସାଦ ତିଆରି ରେ ସହଯୋଗ କରିଥିବା ଗ୍ରାମର ମାଁ ମାଉସୀ ମାନଙ୍କୁ ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଏହି ରୈ।ପ୍ୟ ଜୟନ୍ତୀ ମହୋତ୍ସବକୁ ସଫଲ କରାଇବାରେ ଲାଦେରପାଲି ଗ୍ରାମର ସମସ୍ତ ଗ୍ରାମବାସୀ , ବୀର ବଜରଙ୍ଗ ବଲି ସଂକୀର୍ତ୍ତନ ମଣ୍ଡଳୀ ଏବଂ ଯୁବସମାଜ ର ସକ୍ରିୟ ସହଯୋଗ ରହିଥିଲା। ଅଯୋଧ୍ୟା ପତି ପ୍ରଭୁ ଶ୍ରୀ ରାମ ଭକ୍ତଙ୍କ ମନସ୍କାମନା ପୁରଣ କରି ଜଗତର କଳ୍ୟାଣ କରନ୍ତୁ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like