-+91-9937148622 |
prerana_bgr@rediffmail.com |
Tuesday 23rd June 2026 |
R.N.I. Regd No. ODIODI/2010/46693
Breaking News
01-May-2026
ବରପାଲି (ସୁଦାମ ଦୀପ) ଓଡ଼ିଶା ଭିନ୍ନକ୍ଷମ କ୍ରିକେଟ ଦଳରେ ବରଗଡ ଜିଲ୍ଲା ପାଇଁ ଏକ ଖୁସି ଖବର ବରଗଡ ଜିଲ୍ଲାରୁ ଏକମାତ୍ର ଯେ ,କି ବରପାଲି ଅଞ୍ଚଳର ଧୀରେନ୍ଦ୍ର ମେହେର ଆଲ ରାଉଣ୍ଡର ଭାବରେ ସାମିଲ୍ ହୋଇଛନ୍ତି l ଆସନ୍ତା ମେ ୧୫ ରୁ ୨୪ ତାରିଖ ଯାଏ ଜାତୀୟ ସ୍ତରରେ କ୍ରିକେଟ ପ୍ରତିଯୋଗିତା ବାଙ୍ଗାଲୋର ଠାରେ ଅନୁଷ୍ଠିତ ହେବ ଧୀରେନ୍ଦ୍ର ମେହେର ସାମିଲ ହେବେ ଧୀରେନ୍ଦ୍ର ମେହେର ବରପାଲି ବ୍ଲକ ଅନ୍ତର୍ଗତ ବାଗବାଡି ଗ୍ରାମର ଶ୍ରୀମତୀ ପ୍ରେମଶିଲା ମେହେର ଓ ବାପା ଶ୍ରୀଯୁକ୍ତ ନେହେରୁ ମେହେର ଙ୍କ ସୁପୁତ୍ର l ତାଙ୍କ ଏହି ସଫଳତା ପାଇଁ ବରପାଲିର ବହୁ ଅନୁଷ୍ଠାନ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି l