-+91-9937148622 |

prerana_bgr@rediffmail.com |

  Saturday 18th April 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟର ୪ଟି ପ୍ରସ୍ତାବିତ କୃଷି ଭିତ୍ତିକ କଲେଜ ପାଇଁ ୫୦ କୋଟି ବଲାଙ୍ଗିର କୃଷି ବିଜ୍ଞାନ କଲେଜ ପାଇଁ ୧୦ କୋଟି ମଞୁର   (18-Apr-2026)       ||      କଣ୍ଟାମାଳରେ ବିଜୁବାବୁଙ୍କ ୨୯ତମ ତିରୋଧାନ ଦିବସ ପାଳିତ    (18-Apr-2026)       ||      ବାଲିଗୁଡା ରେ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ   (18-Apr-2026)       ||      ହନୁମାନଜୀଉ ଙ୍କ ବାର୍ଷିକ ଉତ୍ସବ   (18-Apr-2026)       ||      ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହନ୍ତ, ଅଂଚଳ ରେ ଶୋକ ର ଛାୟା    (17-Apr-2026)       ||      ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହନ୍ତ, ଅଂଚଳ ରେ ଶୋକ ର ଛାୟା    (17-Apr-2026)       ||      ଗଦ୍ୟ ଶିଳ୍ପୀ ଭୁବନେଶ୍ୱର ବେହେରା ଙ୍କ ସ୍ମୃତି ରେ ରାଜ୍ୟ ସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ*- *ଯୋଗ ଦେଲେ ଜିଲ୍ଲାପାଳ ଓ ବିଶିଷ୍ଟ ବ୍ୟକ୍ତି*-   (17-Apr-2026)       ||      ଶୋଚନୀୟ ହେଲାଣି ବରୀ ରାସ୍ତା   (17-Apr-2026)       ||      *ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ*   (17-Apr-2026)       ||      ବଲାଙ୍ଗିରରେ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ   (17-Apr-2026)       ||      ୪୨ ମୌଜାରେ"ଦୟାନିଧି ସାମ୍ବାଦିକ ରତ୍ନ ସମ୍ମାନ - ୨୦୨୬ " ପ୍ରଦାନ ଉତ୍ସବ    (17-Apr-2026)       ||      ଏପିଏସ କ୍ଲାସେସର ସିବିଏସଇ ଦଶମ ପରୀକ୍ଷା ବିଦ୍ୟାର୍ଥୀଙ୍କ ମହା ସଫଳତା   (17-Apr-2026)       ||      ନୂଆପଡାରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ପ୍ରଦର୍ଶନ: ୧୦ ଟପ୍ପର ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ସମ୍ବର୍ଦ୍ଧନା   (17-Apr-2026)       ||      ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (17-Apr-2026)       ||      ଡାବୁଗାଁ ରେ ବିଜୁ ବାବୁଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ*   (17-Apr-2026)       ||      ଯୁବୋଦୟ ସ୍କୁଲ: ବଲାଙ୍ଗିର ଶିକ୍ଷା ଆକାଶରେ ସୂର୍ଯ୍ୟୋଦୟ   (17-Apr-2026)       ||      ସେବା ଫର ଡିଜାବ୍ଲିଟି" ସଂଘ ତରଫରୁ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଚପଳ ବଣ୍ଟନ   (16-Apr-2026)       ||      *ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀ କଲେ ଅଭିଭାବକ*   (16-Apr-2026)       ||      ସୁବର୍ଣ୍ଣପୁରରେ ଦ୍ୱିତୀୟ ତାଇକୋଣ୍ଡୋ କଲର୍ ବେଲ୍ଟ ପରୀକ୍ଷା ଅନୁଷ୍ଠିତ   (16-Apr-2026)       ||      ବୈଶାଖ ମେଳା ଅବସରରେ ୧୫ଟି ସ୍ୱତନ୍ତ୍ର ବସ ଚଳାଇବାକୁ ଜିଲ୍ଲାପାଳ ଙ୍କ ନିକଟରେ ଦାବି    (16-Apr-2026)       ||     

HOME   ଜିଲ୍ଲା

ବାଲିଗୁଡା ରେ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ

18-Apr-2026



ବାଲିଗୁଡା(ସୁଶୀଳ କୁମାର ପାଣିଗ୍ରାହୀ କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ବାଲିଗୁଡ଼ା ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ତଥା ଶ୍ରାଦ୍ଧ ଦିବସ ମହାସମାରୋହ ରେ ପାଳିତ ହୋଇ ଯାଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ବିଜେଡ଼ି ଉପ ସଭାପତି ତଥା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ୪ ଟି ବ୍ଲକ ଓ ବାଲିଗୁଡ଼ା ଏନ୍ଏସିର ସମସ୍ତ ଜନ ପ୍ରତିନିଧିଙ୍କ ସମେତ ଶତାଧିକ ବିଜୁ ପ୍ରେମୀ ଏକତ୍ରିତ ହୋଇ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ସମଗ୍ର ସହର ପରିକ୍ରମା କରିବା ସହ ସ୍ଥାନୀୟ ବିଜୁ ଫୁଡ୍ କୋର୍ଟ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେପରେ  ସ୍ଥାନୀୟ ବିଜେଡ଼ି କାର୍ଯ୍ୟାଳୟରେ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିବା ସହ ବିଜୁ ବାବୁଙ୍କ ଆଦର୍ଶକୁ ଆପଣାଇ ଓଡ଼ିଶା ବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବା ସହ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ଏବଂ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରି ଆଗାମୀ ଦିନରେ ପୁଣି ଆମେ କ୍ଷମତାକୁ ଆସିବୁ ଏବଂ ପୁଣି ଓଡ଼ିଶାର ବିକାଶ ଧାରାକୁ ଆଗେଇ ନେବୁ ବୋଲି ଟୁନା ଦାସ ନିଜ ବକ୍ତବ୍ୟ ରେ ଉପସ୍ଥିତ କର୍ମୀ ମାନଙ୍କୁ ଉଦବୋଧନ ଦେଇଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ରାଜ୍ୟର ୪ଟି ପ୍ରସ୍ତାବିତ କୃଷି ଭିତ୍ତିକ କଲେଜ ପାଇଁ ୫୦ କୋଟି ବଲାଙ୍ଗିର କୃଷି ବିଜ୍ଞାନ କଲେଜ ପାଇଁ ୧୦ କୋଟି ମଞୁର   18-Apr-2026
  ଜିଲ୍ଲା  
କଣ୍ଟାମାଳରେ ବିଜୁବାବୁଙ୍କ ୨୯ତମ ତିରୋଧାନ ଦିବସ ପାଳିତ   18-Apr-2026
  ଜିଲ୍ଲା  
ବାଲିଗୁଡା ରେ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ   18-Apr-2026
  ଜିଲ୍ଲା  
ହନୁମାନଜୀଉ ଙ୍କ ବାର୍ଷିକ ଉତ୍ସବ   18-Apr-2026
  ଜିଲ୍ଲା  
ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହନ୍ତ, ଅଂଚଳ ରେ ଶୋକ ର ଛାୟା   17-Apr-2026
  ଜିଲ୍ଲା  
ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହନ୍ତ, ଅଂଚଳ ରେ ଶୋକ ର ଛାୟା   17-Apr-2026
  ଜିଲ୍ଲା  
ଗଦ୍ୟ ଶିଳ୍ପୀ ଭୁବନେଶ୍ୱର ବେହେରା ଙ୍କ ସ୍ମୃତି ରେ ରାଜ୍ୟ ସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ*- *ଯୋଗ ଦେଲେ ଜିଲ୍ଲାପାଳ ଓ ବିଶିଷ୍ଟ ବ୍ୟକ୍ତି*-   17-Apr-2026
  ଜିଲ୍ଲା  
ଶୋଚନୀୟ ହେଲାଣି ବରୀ ରାସ୍ତା   17-Apr-2026
  ଜିଲ୍ଲା  
*ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ*   17-Apr-2026
  ଜିଲ୍ଲା  
ବଲାଙ୍ଗିରରେ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ   17-Apr-2026
  ଜିଲ୍ଲା  
୪୨ ମୌଜାରେ"ଦୟାନିଧି ସାମ୍ବାଦିକ ରତ୍ନ ସମ୍ମାନ - ୨୦୨୬ " ପ୍ରଦାନ ଉତ୍ସବ   17-Apr-2026
  ଜିଲ୍ଲା  
ଏପିଏସ କ୍ଲାସେସର ସିବିଏସଇ ଦଶମ ପରୀକ୍ଷା ବିଦ୍ୟାର୍ଥୀଙ୍କ ମହା ସଫଳତା   17-Apr-2026

You Might Also Like