-+91-9937148622 |

prerana_bgr@rediffmail.com |

  Saturday 18th April 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଜିଲା ଖବର ପଡିଲା ପ୍ରଭାବ♦️ ଖବର ପ୍ରସାରଣ ପରେ ପୁନଃନିର୍ମାଣହେଲାଏମ.ପି.ଭି-୫୫,ଏମ୍ ଭି-୧୨୮ ଠାରୁ ମାଲାଭରମ ଛକ ପର୍ଯ୍ୟନ୍ତ ଦେଇ ଯାଇଥିବା ପିଚୁ ରାସ୍ତା    (18-Apr-2026)       ||      ପାଳସାହି ରେ ମାଗଣl ସ୍ୱାସ୍ଥ୍ୟ ସେବା ଶିବିର   (18-Apr-2026)       ||      ରେଟାମୁଣ୍ଡାରେ ଚୋବିଶ ପ୍ରହର ନାମଯଜ୍ଞ,   (18-Apr-2026)       ||      ଜେ ଏସ ଏମ କଲେଜ ଅଫ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ ଫେରୱେଲ ସେରିମୋନୀ   (18-Apr-2026)       ||      ରାଜ୍ୟର ୪ଟି ପ୍ରସ୍ତାବିତ କୃଷି ଭିତ୍ତିକ କଲେଜ ପାଇଁ ୫୦ କୋଟି ବଲାଙ୍ଗିର କୃଷି ବିଜ୍ଞାନ କଲେଜ ପାଇଁ ୧୦ କୋଟି ମଞୁର   (18-Apr-2026)       ||      କଣ୍ଟାମାଳରେ ବିଜୁବାବୁଙ୍କ ୨୯ତମ ତିରୋଧାନ ଦିବସ ପାଳିତ    (18-Apr-2026)       ||      ବାଲିଗୁଡା ରେ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ   (18-Apr-2026)       ||      ହନୁମାନଜୀଉ ଙ୍କ ବାର୍ଷିକ ଉତ୍ସବ   (18-Apr-2026)       ||      ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହନ୍ତ, ଅଂଚଳ ରେ ଶୋକ ର ଛାୟା    (17-Apr-2026)       ||      ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହନ୍ତ, ଅଂଚଳ ରେ ଶୋକ ର ଛାୟା    (17-Apr-2026)       ||      ଗଦ୍ୟ ଶିଳ୍ପୀ ଭୁବନେଶ୍ୱର ବେହେରା ଙ୍କ ସ୍ମୃତି ରେ ରାଜ୍ୟ ସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ*- *ଯୋଗ ଦେଲେ ଜିଲ୍ଲାପାଳ ଓ ବିଶିଷ୍ଟ ବ୍ୟକ୍ତି*-   (17-Apr-2026)       ||      ଶୋଚନୀୟ ହେଲାଣି ବରୀ ରାସ୍ତା   (17-Apr-2026)       ||      *ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ*   (17-Apr-2026)       ||      ବଲାଙ୍ଗିରରେ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ   (17-Apr-2026)       ||      ୪୨ ମୌଜାରେ"ଦୟାନିଧି ସାମ୍ବାଦିକ ରତ୍ନ ସମ୍ମାନ - ୨୦୨୬ " ପ୍ରଦାନ ଉତ୍ସବ    (17-Apr-2026)       ||      ଏପିଏସ କ୍ଲାସେସର ସିବିଏସଇ ଦଶମ ପରୀକ୍ଷା ବିଦ୍ୟାର୍ଥୀଙ୍କ ମହା ସଫଳତା   (17-Apr-2026)       ||      ନୂଆପଡାରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ପ୍ରଦର୍ଶନ: ୧୦ ଟପ୍ପର ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ସମ୍ବର୍ଦ୍ଧନା   (17-Apr-2026)       ||      ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (17-Apr-2026)       ||      ଡାବୁଗାଁ ରେ ବିଜୁ ବାବୁଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ*   (17-Apr-2026)       ||      ଯୁବୋଦୟ ସ୍କୁଲ: ବଲାଙ୍ଗିର ଶିକ୍ଷା ଆକାଶରେ ସୂର୍ଯ୍ୟୋଦୟ   (17-Apr-2026)       ||     

HOME   ଜିଲ୍ଲା

*ସ୍ବଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ପଣା ବଣ୍ଟନ କାର୍ଯ୍ୟକ୍ରମ*-

14-Apr-2026



(ମନୋରଞ୍ଜନ ତ୍ରିପାଠୀ )
ପବିତ୍ର ହନୁମାନ ଜୟନ୍ତୀ, ପଣା ସଂକ୍ରାନ୍ତି ଓ ଓଡିଆ ନବ ବର୍ଷ ଅବସର ରେ ସ୍ବଚ୍ଛ ଭାରତ ସଙ୍ଗଠନ ସୋନପୁର -ମନ ମୁଣ୍ଡା ପକ୍ଷରୁ ସ୍ଥାନୀୟ ଥାନା ସମ୍ବୁଖ ପ୍ରଭାସ ଲଜ୍ ଠାରେ ପଣା ଭୋଗ ବଣ୍ଟନ କରା ଯାଇଥିଲା l ଏହି କାର୍ଯ୍ଯ କ୍ରମ କୁ ସୋନପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଯାଦବ ବାଗ ଓ ଅତିରିକ୍ତ ଅଗ୍ନିଶମ ବିଭାଗ ଅଧିକାରୀ ଶ୍ରୀ ଧୀରେନ୍ଦ୍ର ନାଥ ଦେ, ସ୍ଵଚ୍ଛ ଭାରତ ସଙ୍ଗଠନ ପ୍ରତିଷ୍ଠାତା ସଭ୍ୟା ପଦ୍ମାବତୀ ମେହେର, ସାମ୍ୱାଦିକ ପୀତାମ୍ବର ମହାପାତ୍ର , ସନ୍ତୋଷ ମିଶ୍ର, ମହାଦେବ ମଲ୍ଲିକ ଶୁଭ ଉଦ୍ଘାଟନ କରି ହନୁମାନ ଜୟନ୍ତୀ ଶୋଭାଯାତ୍ରା ର ଭକ୍ତ ଶ୍ରଦ୍ଧାଳୁ ତଥା ସଧାରଣ ଜନତା ଙ୍କୁ ପଣା ବଣ୍ଟନ କରି ସ୍ଵେଚ୍ଛାସେବୀ ଙ୍କୁ ଉତ୍ସାହିତ କରିଥିଲେ l କାର୍ଯ୍ଯ କ୍ରମ କୁ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିଲେ l

ସଙ୍ଗଠନ ର ଉପ ସଭାନେତ୍ରୀ ଇନ୍ଦୁମତୀ ପୁରୋହିତ ଓ ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ସାହୁ, ପରେଶ ମେହେର, ରବୀନ୍ଦ୍ର ଜେନା,ଲଡ଼ୁ କିଶୋର ମଲ୍ଲିକ, ପ୍ରଫୁଲ୍ଲ ନାଏକ, ବୈକୁଣ୍ଠ ଶତପଥୀ ଙ୍କ ତତ୍ତ୍ଵl ବଧାନ ରେ ଅନୁଷ୍ଟିତ ଏହି କାର୍ଯ୍ଯ କ୍ରମ ରେ ତ୍ରିଲୋଚନ ତରିଆ, ପ୍ରତ୍ୟୁଷ ମେହେର, ଜୟ ନାରାୟଣ ସାହୁ, ବୀରବର ମେହେର,ଜୟନ୍ତ ବେହେରା, ରାଧା ଗୋବିନ୍ଦ ମେହେର, ସରୋଜ ପଟେଲ, ସୁଶାନ୍ତ ସାହୁ, କାହୁଁ ଚରଣ ସାହୁ, ନରେଶ ଅଗ୍ରୱାଲ, ମନୋଜ ଅଗ୍ରୱାଲ , ଦୁର୍ଯ୍ୟୋଧନ ସାହୁ, ଯଶବନ୍ତୀ ମେହେର, ସସ୍ମିତା ମେହେର ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଜିଲା ଖବର ପଡିଲା ପ୍ରଭାବ♦️ ଖବର ପ୍ରସାରଣ ପରେ ପୁନଃନିର୍ମାଣହେଲାଏମ.ପି.ଭି-୫୫,ଏମ୍ ଭି-୧୨୮ ଠାରୁ ମାଲାଭରମ ଛକ ପର୍ଯ୍ୟନ୍ତ ଦେଇ ଯାଇଥିବା ପିଚୁ ରାସ୍ତା   18-Apr-2026
  ଜିଲ୍ଲା  
ପାଳସାହି ରେ ମାଗଣl ସ୍ୱାସ୍ଥ୍ୟ ସେବା ଶିବିର   18-Apr-2026
  ଜିଲ୍ଲା  
ରେଟାମୁଣ୍ଡାରେ ଚୋବିଶ ପ୍ରହର ନାମଯଜ୍ଞ,   18-Apr-2026
  ଜିଲ୍ଲା  
ଜେ ଏସ ଏମ କଲେଜ ଅଫ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ ଫେରୱେଲ ସେରିମୋନୀ   18-Apr-2026
  ରାଜ୍ୟ  
ରାଜ୍ୟର ୪ଟି ପ୍ରସ୍ତାବିତ କୃଷି ଭିତ୍ତିକ କଲେଜ ପାଇଁ ୫୦ କୋଟି ବଲାଙ୍ଗିର କୃଷି ବିଜ୍ଞାନ କଲେଜ ପାଇଁ ୧୦ କୋଟି ମଞୁର   18-Apr-2026
  ଜିଲ୍ଲା  
କଣ୍ଟାମାଳରେ ବିଜୁବାବୁଙ୍କ ୨୯ତମ ତିରୋଧାନ ଦିବସ ପାଳିତ   18-Apr-2026
  ଜିଲ୍ଲା  
ବାଲିଗୁଡା ରେ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ   18-Apr-2026
  ଜିଲ୍ଲା  
ହନୁମାନଜୀଉ ଙ୍କ ବାର୍ଷିକ ଉତ୍ସବ   18-Apr-2026
  ଜିଲ୍ଲା  
ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହନ୍ତ, ଅଂଚଳ ରେ ଶୋକ ର ଛାୟା   17-Apr-2026
  ଜିଲ୍ଲା  
ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହନ୍ତ, ଅଂଚଳ ରେ ଶୋକ ର ଛାୟା   17-Apr-2026
  ଜିଲ୍ଲା  
ଗଦ୍ୟ ଶିଳ୍ପୀ ଭୁବନେଶ୍ୱର ବେହେରା ଙ୍କ ସ୍ମୃତି ରେ ରାଜ୍ୟ ସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ*- *ଯୋଗ ଦେଲେ ଜିଲ୍ଲାପାଳ ଓ ବିଶିଷ୍ଟ ବ୍ୟକ୍ତି*-   17-Apr-2026
  ଜିଲ୍ଲା  
ଶୋଚନୀୟ ହେଲାଣି ବରୀ ରାସ୍ତା   17-Apr-2026

You Might Also Like