-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
12-Apr-2026
(ରଂଜିତ ମହାନ୍ତି )
ବୋଦୁଅ ପଞ୍ଚାୟତର ପାଳସାହି ଗ୍ରାମ ର ମହିଳା, ପୁରୁଷ, ଯୁବକ, ପିଲାମାନେ ଗାଁ କୁ ସ୍ୱଚ୍ଛତା କେମିତି ରହିବ ପ୍ରତ୍ୟେକ ରବିବାର ଦିନ ମୁଖ୍ୟ ରାସ୍ତା ଦେବାଦେବୀ ଙ୍କ ପୀଠ ସଫାକରିବା ସହିତ ବ୍ଲିଚିଙ୍ଗ ପକାଇବା ଆଗକୁ ଗ୍ରାମ ରେ ସ୍ୱାସ୍ଥ୍ୟ ଶିବିର କରିବା ପାଇଁ ଯୋଜନା ମଧ୍ୟ୍ୟ କରିଛନ୍ତି l ଗାଁ ବୋହୁ ଅଭିନେତ୍ରୀ ମମତା ପଣ୍ଡା ମଧ୍ୟ୍ୟ ସ୍ୱଚ୍ଛତା କାର୍ଯ୍ୟକ୍ରମ ରେ ମଧ୍ୟ୍ୟ ସାମିଲ ହୋଇଥିଲେ