ରେଙ୍ଗାଲିକ୍ୟାମ୍ପ(ଆକାଶ ମିଶ୍ର): ଅତାବିରା ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ,ୱାର୍ଡ ନଂ ୮ ପେଟ୍ରୋଲ ପମ୍ପ ସମ୍ମୁଖରେ ଆଜି ଅପରାହ୍ନ ପ୍ରାୟ ୪ ଟା ୩୦ ମିନିଟ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କର ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ବାବେବିରା ଗ୍ରାମର ରାହୁଲ ସ୍ୱାଇଁ (୩୬)।
ସୂଚନା ଅନୁସାରେ, ରାହୁଲ   ଗାଡ଼ି ନଂ  ଓ ଆର୍ ଏଚ୪୧୦୩  ରେ ପେଟ୍ରୋଲ ପମ୍ପରୁ ତେଲ ଭରି ବାହାରୁଥିବା ସମୟରେ ବିପରୀତ ଦିଗରୁ ଦ୍ରୁତ ବେଗରେ ଆସୁଥିବା ଏକ ନମ୍ବର ବିହୀନ ବାଇକ୍ ତାଙ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଦେଇଥିବା ବାଇକ ଚାଳକ  ଅତାବିରା ମିନାର ବନ୍ଧ ପଡ଼ା ର  ଗଙ୍ଗା ବାଗ (୨୭)   ଦୁର୍ଘଟଣା ପରେ  ରାହୁଲ ଙ୍କ ମୃତ୍ୟୁ ହୋଇଥିବା ଜାଣି   ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଉପସ୍ଥିତ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉକ୍ତ ଯୁବକଙ୍କୁ ପୋଲିସ ଜିମା ଦିଆଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଛି।
ରାହୁଲଙ୍କ ଅକାଳ ବିୟୋଗରେ ସାରା ବାବେବିରା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜଣେ ଭଲ ମଣିଷ ଓ ମେଳାପୀ ଯୁବକ ଭାବେ ପରିଚିତ ରାହୁଲ ସବୁବେଳେ ଗ୍ରାମର ପ୍ରତ୍ୟେକ କାର୍ଯ୍ୟରେ ଆଗଭର ହେଉଥିଲେ। ତାଙ୍କର ଏକ ୭ ବର୍ଷର ଝିଅ ଏବଂ ମାତ୍ର ୧ ବର୍ଷର ପୁଅ ଅଛନ୍ତି। ସେ ଘାସିରାମ ସ୍ୱାଇଁ ଙ୍କ ଏକ ମାତ୍ର ପୁଅ । ପରିବାରର ରୋଜଗାରିଆ ପୁଅକୁ ହରାଇ  ପିତାମାତା,     ସ୍ତ୍ରୀ ଓ ପିଲାମାନେ ଅସହାୟ ହୋଇପଡ଼ିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଦୁଃଖ ପ୍ରକାଶ କରିଛି। "/>

-+91-9937148622 |

prerana_bgr@rediffmail.com |

  Sunday 5th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତାବିରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ   (04-Apr-2026)       ||      *ଖଡିଛୁଆଁ ଉତ୍ସଵ ପାଳନ ପ୍ରହସନ- ମିଡିଆ ବୁମ୍ ଆଗରେ ଜିଲ୍ଲା ଶିକ୍ଷାଧିକାରୀ ଗୁମ୍*   (04-Apr-2026)       ||      ବଲାଙ୍ଗୀର: ମେହେଫିଲ ର ନିଆରା କାର୍ଯ୍ୟକ୍ରମ ♦️ ରେଷ୍ଟେ।ରେଣ୍ଟରେ ରକ୍ତଦାନ ଶିବିର    (04-Apr-2026)       ||      ଓଡ଼ିଆ ପକ୍ଷ ଅବସରରେ ସୋନପୁରରେ ଓଡ଼ିଆ ନାମଫଳକ ସଚେତନତା ପଦଯାତ୍ରା   (04-Apr-2026)       ||      ଡାବୁଗାଁ ଠାରେ ଜନଗଣନା କ୍ଷେତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଦର୍ଶନ କଲେ ଜିଲ୍ଲା ପାଳ   (04-Apr-2026)       ||      ବଲାଙ୍ଗୀରରେ ମଡେଲ ଜଳ ଛତ୍ର ଉଦ୍ଘାଟନ   (04-Apr-2026)       ||      ସିମେଣ୍ଟ ବୋଝେଇ ୧୬ଚକିଆ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଚାଳକଙ୍କ ମୃତ୍ୟୁ, ହେଲପର ଗୁରୁତର   (04-Apr-2026)       ||      ଡାବୁଗାଁ ଅଞ୍ଚଳରେ ଗ୍ୟାସ ସମସ୍ୟା ଜଳଖିଆ ଦୋକାନୀଙ୍କ କାଠଚୁଲା ଭରସା   (04-Apr-2026)       ||      ସିମେଣ୍ଟ ବୋଝେଇ ୧୬ଚକିଆ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଚାଳକଙ୍କ ମୃତ୍ୟୁ, ହେଲପର ଗୁରୁତର    (04-Apr-2026)       ||      କେସିଙ୍ଗା ରେଲୱେ ଷ୍ଟେସନରୁ ୪୦ ଲକ୍ଷ ଟଙ୍କା ଜବତ କଲା ଟିଟିଲାଗଡ ରେଲୱେ ପୋଲିସ   (04-Apr-2026)       ||      ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ପ୍ରଦର୍ଶନ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ   (04-Apr-2026)       ||      ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ    (04-Apr-2026)       ||      ସ୍ୱଚ୍ଛତା କୁ ଗୁରୁତ୍ୱ ଦିଅନ୍ତି ଗୁଣ୍ଠିଆ   (04-Apr-2026)       ||      ସୀମା ଲଂଘନ କରିଛି ମନରେଗା ଦୁର୍ନୀତି ♦️ ଗ୍ରାମସାଥୀଙ୍କ ହେରାଫେରି ପ୍ରତି ଦୃଷ୍ଟି ପଡୁ !    (03-Apr-2026)       ||      ମଁl ସମଲେଇ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ କଳସଯାତ୍ରା   (03-Apr-2026)       ||      ବଲାଙ୍ଗୀର ଜିଲ୍ଲାରେ ସୀମା ଲଂଘନ କରିଛି ମନରେଗାରେ ଦୁର୍ନୀତି ♦️ ଗ୍ରାମସାଥୀଙ୍କ ହେରାଫେରି ପ୍ରତି ଦୃଷ୍ଟି ପଡୁ  !    (03-Apr-2026)       ||      ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ   (03-Apr-2026)       ||      ଶିକ୍ଷାକ୍ଷେତ୍ରରେ ପ୍ରତିମା ରାଉତଙ୍କ ଅବଦାନ ଅତୁଳନୀୟ   (03-Apr-2026)       ||      ଇକୋ କ୍ଲବ ଆନୁକୂଲ୍ୟରେ ହାତୀ ସୁରକ୍ଷା ସଚେତନତା ଅଭିଯାନ   (03-Apr-2026)       ||      ଐତିହାସିକ ପ୍ରସିଦ୍ଧ ଘୋରଡ଼ିଆ ଦୟଣାଚୋରି କୁଞ୍ଜ ମେଳଣ ଯାତ୍ରା   (03-Apr-2026)       ||     

HOME   ଜିଲ୍ଲା

ଅତାବିରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

04-Apr-2026

ରେଙ୍ଗାଲିକ୍ୟାମ୍ପ(ଆକାଶ ମିଶ୍ର): ଅତାବିରା ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ,ୱାର୍ଡ ନଂ ୮ ପେଟ୍ରୋଲ ପମ୍ପ ସମ୍ମୁଖରେ ଆଜି ଅପରାହ୍ନ ପ୍ରାୟ ୪ ଟା ୩୦ ମିନିଟ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କର ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ବାବେବିରା ଗ୍ରାମର ରାହୁଲ ସ୍ୱାଇଁ (୩୬)।
ସୂଚନା ଅନୁସାରେ, ରାହୁଲ   ଗାଡ଼ି ନଂ  ଓ ଆର୍ ଏଚ୪୧୦୩  ରେ ପେଟ୍ରୋଲ ପମ୍ପରୁ ତେଲ ଭରି ବାହାରୁଥିବା ସମୟରେ ବିପରୀତ ଦିଗରୁ ଦ୍ରୁତ ବେଗରେ ଆସୁଥିବା ଏକ ନମ୍ବର ବିହୀନ ବାଇକ୍ ତାଙ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଦେଇଥିବା ବାଇକ ଚାଳକ  ଅତାବିରା ମିନାର ବନ୍ଧ ପଡ଼ା ର  ଗଙ୍ଗା ବାଗ (୨୭)   ଦୁର୍ଘଟଣା ପରେ  ରାହୁଲ ଙ୍କ ମୃତ୍ୟୁ ହୋଇଥିବା ଜାଣି   ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଉପସ୍ଥିତ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉକ୍ତ ଯୁବକଙ୍କୁ ପୋଲିସ ଜିମା ଦିଆଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଛି।
ରାହୁଲଙ୍କ ଅକାଳ ବିୟୋଗରେ ସାରା ବାବେବିରା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜଣେ ଭଲ ମଣିଷ ଓ ମେଳାପୀ ଯୁବକ ଭାବେ ପରିଚିତ ରାହୁଲ ସବୁବେଳେ ଗ୍ରାମର ପ୍ରତ୍ୟେକ କାର୍ଯ୍ୟରେ ଆଗଭର ହେଉଥିଲେ। ତାଙ୍କର ଏକ ୭ ବର୍ଷର ଝିଅ ଏବଂ ମାତ୍ର ୧ ବର୍ଷର ପୁଅ ଅଛନ୍ତି। ସେ ଘାସିରାମ ସ୍ୱାଇଁ ଙ୍କ ଏକ ମାତ୍ର ପୁଅ । ପରିବାରର ରୋଜଗାରିଆ ପୁଅକୁ ହରାଇ  ପିତାମାତା,     ସ୍ତ୍ରୀ ଓ ପିଲାମାନେ ଅସହାୟ ହୋଇପଡ଼ିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଦୁଃଖ ପ୍ରକାଶ କରିଛି।

News Comment

Photo in News

Advertisment
Lastest News
  ଜିଲ୍ଲା  
ଅତାବିରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ   04-Apr-2026
  ଜିଲ୍ଲା  
*ଖଡିଛୁଆଁ ଉତ୍ସଵ ପାଳନ ପ୍ରହସନ- ମିଡିଆ ବୁମ୍ ଆଗରେ ଜିଲ୍ଲା ଶିକ୍ଷାଧିକାରୀ ଗୁମ୍*   04-Apr-2026
  ଜିଲ୍ଲା  
ବଲାଙ୍ଗୀର: ମେହେଫିଲ ର ନିଆରା କାର୍ଯ୍ୟକ୍ରମ ♦️ ରେଷ୍ଟେ।ରେଣ୍ଟରେ ରକ୍ତଦାନ ଶିବିର    04-Apr-2026
  ଜିଲ୍ଲା  
ଓଡ଼ିଆ ପକ୍ଷ ଅବସରରେ ସୋନପୁରରେ ଓଡ଼ିଆ ନାମଫଳକ ସଚେତନତା ପଦଯାତ୍ରା   04-Apr-2026
  ଜିଲ୍ଲା  
ଡାବୁଗାଁ ଠାରେ ଜନଗଣନା କ୍ଷେତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଦର୍ଶନ କଲେ ଜିଲ୍ଲା ପାଳ   04-Apr-2026
  ରାଜ୍ୟ  
ବଲାଙ୍ଗୀରରେ ମଡେଲ ଜଳ ଛତ୍ର ଉଦ୍ଘାଟନ   04-Apr-2026
  ଜିଲ୍ଲା  
ସିମେଣ୍ଟ ବୋଝେଇ ୧୬ଚକିଆ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଚାଳକଙ୍କ ମୃତ୍ୟୁ, ହେଲପର ଗୁରୁତର   04-Apr-2026
  ଜିଲ୍ଲା  
ଡାବୁଗାଁ ଅଞ୍ଚଳରେ ଗ୍ୟାସ ସମସ୍ୟା ଜଳଖିଆ ଦୋକାନୀଙ୍କ କାଠଚୁଲା ଭରସା   04-Apr-2026
  ଜିଲ୍ଲା  
ସିମେଣ୍ଟ ବୋଝେଇ ୧୬ଚକିଆ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଚାଳକଙ୍କ ମୃତ୍ୟୁ, ହେଲପର ଗୁରୁତର   04-Apr-2026
  ଜିଲ୍ଲା  
କେସିଙ୍ଗା ରେଲୱେ ଷ୍ଟେସନରୁ ୪୦ ଲକ୍ଷ ଟଙ୍କା ଜବତ କଲା ଟିଟିଲାଗଡ ରେଲୱେ ପୋଲିସ   04-Apr-2026
  ଜିଲ୍ଲା  
ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ପ୍ରଦର୍ଶନ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ   04-Apr-2026
  ଜିଲ୍ଲା  
ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ   04-Apr-2026

You Might Also Like