-+91-9937148622 |

prerana_bgr@rediffmail.com |

  Friday 27th March 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ରେ ଧୁମ ଧାମରେ ପାଳିତ ହେଲା ରାମନବମୀ, ଭକ୍ତଙ୍କ ପାଇଁ ଡାବୁଗାଁ ବଣିକ ସଂଘ ତରଫରୁ ଅର୍ଣ୍ଣ ପ୍ରାସାଦ ବଣ୍ଟନ*   (27-Mar-2026)       ||      ଡ଼. ବୈରାଗୀ ଚରଣ ଜେନାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ,   (27-Mar-2026)       ||      ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   (27-Mar-2026)       ||      ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   (27-Mar-2026)       ||      "ଭକ୍ତିର ମହୋତ୍ସବରେ ମଗ୍ନ ନୀଳଜି: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମ ଜନ୍ମୋତ୍ସବ ପାଳିତ"   (27-Mar-2026)       ||      ବ୍ଲକ୍‌ସ୍ତରୀୟ ଆଇନ ସଚେତନତା ଶିବିର   (27-Mar-2026)       ||      ବରପାଲି ସାଇ ମନ୍ଦିରରେ ଶ୍ରୀରାମ ନବମୀ ପାଳିତ   (26-Mar-2026)       ||      ୧୦୦ବର୍ଷ ପୂରୁଣା ଡାବୁଗାଁ ମାଁ ଠାକୁରାଣୀଙ୍କ ଘଟ ଯାତ୍ରାର ଇତିହାସ   (26-Mar-2026)       ||      ଅସହାୟକୁ ସହାୟତା ଯୋଗାଇଲେ ଲର୍କା ସରପଂଚ ଜୟ ଶ୍ରୀ ପଟେଲ ,,,,, ଜିଲ୍ଲାପାଳଙ୍କ ସହଯୋଗ ଲୋଡୁଛନ୍ତି ନିରୀହ ଦୁଇ ଭଉଣୀ,,,,,, ଭିନ୍ନକ୍ଷମ ଭଉଣୀର ବୋଝ ସମ୍ଭାଲୁଛି ଛୋଟ ଭଉଣୀ   (26-Mar-2026)       ||      ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ପିଲାଙ୍କ ଅଭିଭାବକ ଓ ଅତିଥିଙ୍କୁ ପ୍ରଦାନ   (26-Mar-2026)       ||      ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ    (26-Mar-2026)       ||      ଛାତ୍ର ଓ ଛାତ୍ରୀ ମାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା   (26-Mar-2026)       ||      ସୁଜିଆ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ   (26-Mar-2026)       ||      ସିକିର୍ଡି ଗ୍ରାମରେ ଶ୍ରୀ ରାମ ନବମୀ ଉପଲକ୍ଷେ ୨୪ ପ୍ରହରୀ ନାମଯଜ୍ଞ   (26-Mar-2026)       ||      ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ କଳିକେଶ କଲ୍ୟାଣମଣ୍ଡପ ଓ ବନ୍ଧପୁନଃରୁଦ୍ଧାର କାମ ଭେଟିଦେଲେ   (26-Mar-2026)       ||      ଆନ୍ତଃରାଜ୍ୟ ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ    (26-Mar-2026)       ||      *ଶିଶୁ ସାହିତ୍ୟିକ, ସଂଗଠନ ପ୍ରେମୀ,ହୋମିଓପ୍ୟାଥିକ ଚିକିତ୍ସକ ଗୁରୁଚରଣ ସାହୁ ଙ୍କ ପରଲୋକ*   (26-Mar-2026)       ||      ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା    (25-Mar-2026)       ||      ଟ୍ରେନ୍‌ରେ କଟି ଯୁବକର ମୃତ୍ୟୁ   (25-Mar-2026)       ||      ଓଡିଶାରେ ଆଦିବାସୀ ସୁରକ୍ଷା  ପେସା ଆଇନ କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଙ୍କୁ ସାଂସଦ ନିରଞ୍ଜନ ଙ୍କ  ପ୍ରଶ୍ନ” ♦️ “ପେସା ଆଇନ କାର୍ଯ୍ୟକାରିତା ରେ ବିଳମ୍ବ: ରାଜ୍ୟସଭାରେ କେନ୍ଦ୍ରକୁ ସିଧା ପ୍ରଶ୍ନ କଲେ  ସାଂସଦ ନିରଞ୍ଜନ ବିଶି   (25-Mar-2026)       ||     

HOME   ଜିଲ୍ଲା

ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର

27-Mar-2026



ବରଗଡ଼ :(ସୁଦାମ ଦୀପ)  ବରଗଡ଼ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ପରିସରରେ ଜଗନ୍ନାଥ ସଂସ୍କୃତି ଉପରେ ଏକ ପାଠ ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଅଧ୍ୟକ୍ଷ ଡ଼. ସରୋଜ କୁମାର ଦେବତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପାଠ ଚକ୍ର ରେ ଉତ୍ତର ଓଡ଼ିଶାର ବିଶ୍ୱ ବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ବବୃବାହନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣାତ୍ମକ ସୂଚନା ପ୍ରଦାନ କରିଥିଲେ । ଛାତ୍ରୀ ସୁଶ୍ରୀ ଅଞ୍ଜଳି ଦାଶ ପ୍ରାରମ୍ଭିକ ସୂଚନା ଦେଇ ସଭାକାର୍ଯ୍ୟ ଆରମ୍ଭ କରିଥିବା ବେଳେ ଅଧ୍ୟାପିକା ସୁଷମା ପଣ୍ଡା ଜଗନ୍ନାଥ ସ୍ତୋତ୍ର ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ କେତନ ମିଶ୍ର, ଅଞ୍ଜଳି ଦାଶ, ବିଦ୍ୟୁତପ୍ରଭା ଷଡ଼ଙ୍ଗୀ,ଲୀନା ତାଣ୍ଡି,,ରୀଙ୍କି, ସଙ୍ଗୀତା, ରୂବି,ଲିପି ପ୍ରମୁଖ ଛାତ୍ରୀ ମାନେ ପ୍ରବନ୍ଧ ପାଠ କରିଥିଲେ । ଶେଷରେ ସୁଷମା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ରେ ଧୁମ ଧାମରେ ପାଳିତ ହେଲା ରାମନବମୀ, ଭକ୍ତଙ୍କ ପାଇଁ ଡାବୁଗାଁ ବଣିକ ସଂଘ ତରଫରୁ ଅର୍ଣ୍ଣ ପ୍ରାସାଦ ବଣ୍ଟନ*   27-Mar-2026
  ଜିଲ୍ଲା  
ଡ଼. ବୈରାଗୀ ଚରଣ ଜେନାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ,   27-Mar-2026
  ଜିଲ୍ଲା  
ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   27-Mar-2026
  ଜିଲ୍ଲା  
ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   27-Mar-2026
  ଜିଲ୍ଲା  
"ଭକ୍ତିର ମହୋତ୍ସବରେ ମଗ୍ନ ନୀଳଜି: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମ ଜନ୍ମୋତ୍ସବ ପାଳିତ"   27-Mar-2026
  ଜିଲ୍ଲା  
ବ୍ଲକ୍‌ସ୍ତରୀୟ ଆଇନ ସଚେତନତା ଶିବିର   27-Mar-2026
  ଜିଲ୍ଲା  
ବରପାଲି ସାଇ ମନ୍ଦିରରେ ଶ୍ରୀରାମ ନବମୀ ପାଳିତ   26-Mar-2026
  ଜିଲ୍ଲା  
୧୦୦ବର୍ଷ ପୂରୁଣା ଡାବୁଗାଁ ମାଁ ଠାକୁରାଣୀଙ୍କ ଘଟ ଯାତ୍ରାର ଇତିହାସ   26-Mar-2026
  ଜିଲ୍ଲା  
ଅସହାୟକୁ ସହାୟତା ଯୋଗାଇଲେ ଲର୍କା ସରପଂଚ ଜୟ ଶ୍ରୀ ପଟେଲ ,,,,, ଜିଲ୍ଲାପାଳଙ୍କ ସହଯୋଗ ଲୋଡୁଛନ୍ତି ନିରୀହ ଦୁଇ ଭଉଣୀ,,,,,, ଭିନ୍ନକ୍ଷମ ଭଉଣୀର ବୋଝ ସମ୍ଭାଲୁଛି ଛୋଟ ଭଉଣୀ   26-Mar-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ପିଲାଙ୍କ ଅଭିଭାବକ ଓ ଅତିଥିଙ୍କୁ ପ୍ରଦାନ   26-Mar-2026
  ଜିଲ୍ଲା  
ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ   26-Mar-2026
  ଜିଲ୍ଲା  
ଛାତ୍ର ଓ ଛାତ୍ରୀ ମାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା   26-Mar-2026

You Might Also Like