-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
21-Mar-2026
(ରଂଜିତ ମହାନ୍ତି )
ବିଶ୍ୱ ପଖାଳ ଦିବସ ଅବସର ରେ ବରୀ ବ୍ଲକ ବlଇଁଶୀରିଆ ସ୍ଥିତ ଗୀତାବାଣୀ ପ୍ରଚାର ସମିତି ପରିସର ରେ ଆୟେଜିତ ହେlଇଯାଇଛି l କୃଷକ ନେତା ତଥା ସାହିତ୍ୟ ସଂଗଠକ ନିମାଇଁ ରାୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବରିଷ୍ଠ ନାଟ୍ୟକାର ଅଭୟ ଶତପଥୀ,କବି ଗୋମତୀ ପଣ୍ଡା,କବି ସରୋଜ ସାମଲ ପ୍ରମୁଖ ପଖାଳ ଦିବସ ଉପରେ କବିତା ପାଠ କରିଥିଲେ l କବି 'ଗୋମତୀ ପଣ୍ଡା ଙ୍କ ଦ୍ୱରା ଲିଖିତଭଜନ ପୁସ୍ତି କା 'ମା ଜାଗୁଳାଇପୁରୁଣା'କୁ କୃଷକ ନେତା ଦୁର୍ଗା ପ୍ରସାଦ ଦାଶ, ମାଧବା ନନ୍ଦ ଶାନ୍ତି, ସମ୍ପାଦକ ଅପୂର୍ଵ ରଞ୍ଜନ ସାହୁ,ସାମ୍ବାଦିକ ବିଶ୍ୱ ଭୂଷଣ ଜେନା ପ୍ରମୁଖ ଉନ୍ମୋଚନ କରିଥିଲେ l ପ୍ରକାଶ ଥାଉ କିଓଡ଼ିଆ ମାନଙ୍କ'ପଖାଳ କୁ ବିଶ୍ୱ ସ୍ତର ର ରେ ପହଁଚା ଇବା ଓ ସିକୃତିସେବାକୁ ଏହି ଦିବସ ପାଳନ ହେଇ ଆସୁଛି ସାମୁଖିକ ପଖାଳ ଦିବସ ଆୟେନ ରେ ପ୍ରିୟ ନାଥ,ନାୟକ, ନିକୁଞ୍ଜ ଦାସ,ଶ୍ରୀ ଧର, ଶ୍ରୀ ଧର ମହଲପ୍ରମୁଖ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ କୁ ମାଧବା ନନ୍ଦ ଶାନ୍ତି ଧନ୍ୟବାଦ ଦେlଇଥିଲେ l