-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
26-Sep-2020
ଆଦର୍ଶ ୟୁଥ କ୍ଳବ୍ ତରଫରୁ ଗାଁ ସଫେଇ କାଯ୍ୟ କ୍ରମ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ
ନାନ୍ଦୋଲ ଗ୍ରାମ ରେ ଆଦର୍ଶ ୟୁଥ୍ କ୍ଲବ୍ ତରଫରୁ ଗାଁ ସଫେଇ କାଯ୍ୟ ଅଭିଯାନ କରାଯାଇଥିଲା l ଗ୍ରାମକୁ କିପରି ସ୍ବଚ୍ଛ କରାଯାଇ ପାରିବ ସେଥି ପ୍ରତି ଧ୍ୟାନ ଦେଇ ଆଦର୍ଶ ୟୁଥ୍ କ୍ଲବ୍ ର ଯୁବକ ମାନେ. ଗ୍ରାମ ର ନଳକୂପ ଚାରିପର୍ଶ୍ୱ ଆଉ ରାସ୍ତା ଉପରେ ପଡି ରହିଥିବା ଅଳିଆ ଆବର୍ଜନା କୁ ସଫା କରିଥିଲେ ଏବଂ ବ୍ଲିଚିଂ ପାଉଡର ପକାଯାଇଥିଲl l
ଏହି କାର୍ଯ୍ୟରେ ଆଦର୍ଶ ୟୁଥ୍ କ୍ଲବ୍ ର ସଭାପତି ଶ୍ରୀଯୁକ୍ତ ଜୟନ୍ତ ମାଝୀ , ସମ୍ପାଦକ ଶ୍ରୀଯୁକ୍ତ ଧୀରେନ୍ଦ୍ର ସୁନାନୀ ,କୋଷାଧ୍ୟକ୍ଷ - ମୋନୋଜ ନା ଏକ ଏବଂ କ୍ଲବ୍ ର ଉପଦେଷ୍ଟା ଶ୍ରୀଯୁକ୍ତ ସିବରତୁ କୁମାର ଉପସ୍ଥିତ ରହି ଗାଁ ସଫେଇ କାର୍ଯ୍ୟ କ୍ରମ ଅନୁଷ୍ଠିତ କରାଯାଇଥିଲା l
ଏହି ସଫେଇ କାଯ୍ୟ କୁ ଗ୍ରାମର ଲୋକମାନେ ବହୁ ପ୍ରଶଂସା କରିଥିଲେ l
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରୁ ତ୍ରିନାଥ ବେଶ୍ରା ଙ୍କ ରିପୋ୍ଟ l