-+91-9937148622 |

prerana_bgr@rediffmail.com |

  Monday 10th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||      ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||     

HOME   ଜିଲ୍ଲା

*ନିଆରା ବିବାହ ବାର୍ଷିକୀ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ*-

12-Mar-2026



ସୋନପୁର (ମନୋରଞ୍ଜନ ତ୍ରିପାଠୀ )
 ଆନ୍ତର୍ଜାତୀୟ ମହିଳା ଦିବସ ରେ ସୋନପୁର ଠାରେ ଜଣେ ଅବସର ପ୍ରାପ୍ତ ସମବାୟ ବ୍ୟାଙ୍କ ମ୍ୟାନେଜର ତାଙ୍କ ୫୦ ତମ ବିବାହ ବାର୍ଷିକୀ ଉତ୍ସବ (ସୁବର୍ଣ୍ଣ ଜୟନ୍ତୀ) କୁ ନିଆରା ଭାବେ ପାଳନ କରିଛନ୍ତି l ନାତି ନାତୁଣୀ ପୁଅ ଝିଅ ଆତ୍ମୀୟ ସ୍ୱଜନ ସାଙ୍ଗ ସାଥୀ ବରିଷ୍ଠ ନାଗରିକ,  ଅନେକ ବୁଦ୍ଧିଜିବୀ ଓ ଶୁଭେଛୁ ଙ୍କ ଗହଣ ରେ ଧୁମ୍ ଧାମରେ ପାଳି ଥିଲେ ଉତ୍ସବ l ସ୍ଵାମୀ ମାଗୁଣୀ ସାହୁ ଓ ଧର୍ମ ପତ୍ନୀ ଯମୁନା ସାହୁ ଉଭୟେ ଉଭୟ ଙ୍କୁ ମିଠା ଖୁଆଇ ଫୁଲ ମାଳା ପିନ୍ଧାଇ ଥିଲେ l ଓ ସମସ୍ତ ଅତିଥି ଙ୍କ ପାଇଁ ମିଠା ଭୋଜି ଭାତ ର ମଧ୍ଯ ବ୍ୟବସ୍ଥା କରିଥିଲେ l ଆମେ ବାହା ଘର ମଣ୍ଡପ ରେ ପ୍ରତ୍ୟେକ ପତି ପତ୍ନୀ ସାରା ଜୀବନ ର ଦୁଃଖ ସୁଖ ସାଥୀ ଭାବେ ସଂକଳ୍ପ ବା ଶପଥ ନେଇ ଅଗ୍ନି ଦେବତା ଙ୍କୁ କୋଟି ଦେବତା ଙ୍କୁ ସାକ୍ଷୀ ରଖୁଛୁ l କିନ୍ତୁ ଏବେ ଏବେ ଆଧୁନିକ ଯୁଗରେ ବିବାହ ର କିଛି ଦିନ କିଛି ମାସ ପରେ ପ୍ରାୟତଃ ଦେଖିବାକୁ ମିଳୁଛି ଯେ, କେତେବେଳେ ପୁଅ ଝିଅ କୁ ତ କେବେ ଝିଅ ପୁଅ କୁ ଡିଭର୍ସ କରିବା ସହ ନାନା ଝମେଲା ରେ ଛନ୍ଦି ହୋଇ ଯାଉଛନ୍ତି l ୫୦ ବର୍ଷ ତ ଦୂର କଥା  ୫୦ ମାସ ୫୦ ଦିନ ବି ଘର ସଂସାର ସମ୍ଭାଳିବା କଷ୍ଟ ହୋଇ ପଡୁଛି l କଥା ରେ ଅଛି ଦୁହିତା ଦୁହି କୁଳର ହିତା l ଜଣେ ନୂଆ ବୋହୂଟିଏ କେତେ ଉତ୍ସର୍ଗ କରି ସୂ ସଂପର୍କ ଗଢ଼ି ପରିବାର ରେ ସଂସ୍କାର ର ମହା ଦ୍ରୁମ ସୃଷ୍ଟି କରିଥାଏ l ଏହା ସହିତ ଶାଶୁ ଶ୍ୱଶୁର ଙ୍କ ସାରା ପରିବାର ର ସାରା ଜୀବନ ଯତ୍ନ ନେଇଥାଏ l ଏଠି ଆମ ସମାଜ ରେ କିନ୍ତୁ ସବୁଠି ବେଶୀ ପ୍ରଶଂସା ହୁଏ ଏଇ ନୂଆଁ ବୋହୂ ର ବାପା ମାଆ ,ଶାଶୁ ଶ୍ୱଶୁର ଙ୍କ ଓ ପୁରା ପରିବାର ର l ଲୋକେ କହନ୍ତି ବୋହୂ ର ବାପା ମାଆ କେତେ ଭଲ ଶାଶୁ ଶ୍ୱଶୁର କେତେ ଭଲ l କିନ୍ତୁ ଏବେ ଏହାର ଖୁବ୍ ବ୍ୟତିକ୍ରମ ଦେଖିବାକୁ ମିଳୁଛି ସମାଜ ରେ l ଆଉ ସେ ପ୍ରସଂଶା କ୍ଵଚିତ ଶୁଣିବାକୁ ମିଳୁଛି l ସେ ସୋସିଆଲ ମିଡ଼ିଆ ର ପ୍ରଭାବ ହେଉ କି ଶିକ୍ଷା ର ଅଭାବ ହେଉ ଏହାର ଜବାବ ଦେବା ଏବେ କଷ୍ଟ ହୋଇ ପଡ଼ିଛି l  ସବୁ ସୀମା ଟପି ଗଲାଣି l ବଧୂ ହତ୍ୟା ବଧୂ ନିର୍ଯାତନା ସଂଖ୍ୟା ବଢ଼ି ବଢ଼ି ଚାଲିଛି l  ଶ୍ରୀ ସାହୁ ଦମ୍ପତ୍ତି କିନ୍ତୁ ଏହି ୫୦ ତମ ବିବାହ ବାର୍ଷିକୀ ପାଳନ ମାଧ୍ୟମ ରେ ସମାଜ କୁ ଯୁବ ପୀଢ଼ି ଙ୍କୁ ବାର୍ତ୍ତା ଦେଇଛନ୍ତି ଯେ ଶୃଙ୍କଳିତ ହୁଅ ସଂସ୍କାରିତ ହୁଅ, ପତ୍ନୀ କେବଳ ସାଥୀ ନୁହେଁ ଜୀବନ ସାଥୀ ବୋଲି ଭୁଲି ନ ଯାଅ l ହିନ୍ଦୁ ସନାତନ ଧର୍ମ ର ମର୍ଯ୍ୟାଦା କ୍ଷୁର୍ଣ୍ଣ ନ କର l ଯେଉଁ ବୋହୂ ଟିକୁ ଆମେ ନିର୍ଯାତନା ଦେଉଛୁ ମାରି ଦେଉଛୁ କାଲି ଆମ ଝିଅ ଭଉଣୀ ପୁଣି ବୋହୂ ହୋଇ ଯିବେ ପର ଘରକୁ, ସୁନ୍ଦର ଘର ସଂସାର କରିବା ର ସ୍ବପ୍ନ ଦେଖିବେ ,ତାହା ଆମେ ଭୁଲି ନ ଯିବା କଥା l ଏହି ବିବାହ ବାର୍ଷିକୀ ଆତଙ୍କ ନୁହେଁ ବରଂ ଆଶ୍ଵାସନା ର ବାର୍ତ୍ତା ଦିଏ l ଆଜିର ଚୁକ୍ତି ବିବାହ ଯୁଗରେ ୫୦ ବର୍ଷ ର ଅନାବିଳ ପ୍ରେମ ଭରା ସୁବର୍ଣ୍ଣ ଜୟନ୍ତୀ କେତେ ପ୍ରେରଣା ଦାୟୀ ତାହା ଯୁବ ପୀଢ଼ି ଙ୍କୁ ବିଚାର କରିବା ସମୟ ଆସିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ   10-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   09-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   09-Aug-2026
  ଜିଲ୍ଲା  
ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   09-Aug-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   09-Aug-2026
  ଜିଲ୍ଲା  
ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     09-Aug-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ   09-Aug-2026

You Might Also Like