-+91-9937148622 |

prerana_bgr@rediffmail.com |

  Wednesday 19th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   (19-Aug-2026)       ||      ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   (19-Aug-2026)       ||      ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||     

HOME   ଜିଲ୍ଲା

ହାପି ମୋମେଣ୍ଟସ ଇଣ୍ଡିଆ ର ୧୪ତମ ପ୍ରତିଷ୍ଠା ଦିବସ...... ଶ୍ରୀକ୍ଷେତ୍ର ପ୍ରତିଭା ସମାରୋହ ଏଂବ ବସନ୍ତ ଉତ୍ସବ – ୨୦୨୬

25-Feb-2026



ଭାରତ ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ର ୧୪ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ଜାତୀୟ ସ୍ତରୀୟ ବନ୍ଧୁ ମିଳନ ଜଗନ୍ନାଥ ଧାମ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ “ଶ୍ରୀକ୍ଷେତ୍ର ପ୍ରତିଭା  ସମାରୋହ – ୨୦୨୬” ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ପ୍ରଶାନ୍ତ କୁମାର ଶତପଥି ଙ୍କ ମଙ୍ଗଳାଚରଣ ଓ ସ୍ୱାଗତ ଭାଷଣ ପରେ ଅଧ୍ୟକ୍ଷ ଡ ପଣ୍ଡା ଅନୁଷ୍ଠାନର  ୧୪ ବର୍ଷର ଯାତ୍ରା, ସାମାଜିକ ସେବା, ସାଂସ୍କୃତିକ ଓ ମାନବିକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥି ଭାବେ ପୁରୀ ର ଶିଶୁ ମଙ୍ଗଳ ଅଧିକାରୀ ଡ ଅଜିତ କୁମାର ମହାପାତ୍ର, ଆଧ୍ୟାତ୍ମିକ ସଂସ୍କାରକ ଆଦିମାତା କଳ୍ପନା , , ଆନ୍ତର୍ଜାତୀୟ ନିର୍ଦ୍ଦେଶକ  ଲୋକନାଥ ମିଶ୍ର, ଓଲିଉଡ ଅଭିନେତା  ଜୟପୁର ରୁ ଜୟନ୍ତ ସନ୍ତ୍ରା,ରାଜ୍ୟ ପ୍ରତିନିଧି ପୁରୀ ରୁ କାନନଵାଳା ନାୟକ , ନୟାଗଡ଼ର ବିଶିଷ୍ଟ ସାହିତ୍ୟିକା ଡ଼ ରୋଜାଲିନ ସେନାପତି, କୋଲକାତା ର ସାମାଜିଜ ସାଂସ୍କୃତିକ କର୍ମୀ  ସରୋଜ ମହାନ୍ତି ,ଜଗତସିଂହପୁର ଶିକ୍ଷାବିତ ଡ଼ ବସୁମତୀ ଶତପଥି , କଟକ ର ସାମାଜିକ କର୍ମୀ ରଶ୍ମି କାନୁନଗୋ , ଭୁବନେଶ୍ୱର ର ଶିକ୍ଷାବିତ ରବି ମହାରଣା , ବରଗଡ ରୁ ଶିକ୍ଷାବିତ ଦୋଳମଣି ଶତପଥି 
ସମସ୍ତ ଅତିଥିମାନେ ସଂସ୍ଥାର ସାମାଜିକ କାର୍ଯ୍ୟକଳାପକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ନିଜ ମତାମତ ପ୍ରକାଶ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଓଡିଶା ଦେବାଦାସୀ ବେଜେତା  ରାଉରକେଲା ର ସାଇନୀ ସିଲକି, ବାଲ୍ସଙ୍ଗୀର ର ଆଧୁନିକ 
କବି କୃଷ୍ଣେନ୍ଦୁ ହୋତା ,   ପୁରୀ ର Viral ଗୀତିକାର ସନ୍ତୋଷ ଦଳେଇ ,  ରାଉରକେଲା ରୁ ସାଇ ଶ୍ରୁତି ଙ୍କ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ସମସ୍ତ କଳାକାରଙ୍କୁ ଏହି ଅବସରରେ  ସମ୍ମାନିତ କରାଯାଇଥିଲା ।
ବିଶେଷ ଆକର୍ଷଣ ଗୁରୁ ଭାରତ ଓ ତାଙ୍କ ସାଥୀଙ୍କଙ୍କ ରଣପା ନୃତ୍ୟ ପ୍ରଦର୍ଶନ  |
ଭାରତର ବିଭିନ୍ନ ସ୍ଥାନରୁ ୧୫୦ରୁ ଅଧିକ ପ୍ରତିନିଧି ଏହି ଅବସରରେ ଯୋଗଦେଇ ବସନ୍ତ ଉତ୍ସବକୁ ଗୀତ, ନୃତ୍ୟ ଓ କବିତା ମାଧ୍ୟମରେ ଉତ୍ସବମୟ କରିଥିଲେ। ଶିବାନନ୍ଦ ବାରିକ ମଞ୍ଚ ସଂଯୋଜନା କରିଥିବା ବେଳେ ଡ ମନୋଜ  ଛୋଟରାୟ, ଡ ଦିଲ୍ଲୀପ ପଟ୍ଟନାୟକ, ଶଶିଭୂଷଣ ପାତ୍ର,ଯାଦୁଗର ଉଦ୍ଧବ ପଧାନ,ପ୍ରମୋଦ ନାୟକ, ଦୁଷ୍ମନ୍ତ ରାଉତରାୟ, ଗଗନ ଆଚାର୍ଯ୍ୟ, ଉର୍ମିଳା ମହୋତ, ସଂଜୁକ୍ତା ସାହୁ, ମଞ୍ଜୁଳା ତ୍ରିପାଠୀ,ସସ୍ମିତା ପ୍ରଧାନ,ବିଭାଷିନୀ ପଟ୍ଟନାୟକ ,ଡ ଜ୍ୟୋତ୍ସ୍ନା ପଣ୍ଡା , ଉପେନ୍ଦ୍ର ବିଶ୍ୱାଳ , ବିଜୟ ମହାପାତ୍ର ,ବେବି

ପଟ୍ଟନାୟକ,ରେଭେନ୍ଦ୍ର ସିଂ, ବିବେକ ତ୍ରିପାଠୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା।
ଅନୁଷ୍ଠାନ ର ସମସ୍ତ   କର୍ମକର୍ତା ମାନେ ମିଳିତ ଭାବେ କାର୍ୟକ୍ରମଟି ସଫଳ କରିବାରେ ସହଯୋଗ କରିଥିଲେ।
“ଶ୍ରୀକ୍ଷେତ୍ର ପ୍ରତିଭା ସମ୍ମାନ ସମାରୋହ – ୨୦୨୬” କେବଳ ପ୍ରତିଭାଙ୍କୁ ସମ୍ମାନ ଦେବାର ମଞ୍ଚ ନୁହେଁ, ବରଂ ସାମାଜିକ ସେବା, ସଂସ୍କୃତି ଓ ଜାତୀୟ ଏକତାର ଏକ ଅଦ୍ଭୁତ ଉତ୍ସବ ରୂପେ ପରିଣତ ହୋଇଥିଲା।ଶେଷରେ ସଂସ୍ଥାପକ ଓ ଅଧ୍ୟକ୍ଷ ଡ଼ା. ରାଜେନ୍ଦ୍ର ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଗୁଣ୍ଡା ସାହୁ ଅପହରଣ କାଣ୍ଡ ♦️ତଥାପି ଅପହରଣର କାରଣ ଅସ୍ପଷ୍ଟ !   19-Aug-2026
  ଜିଲ୍ଲା  
ଭୀମପାହାଡରେ ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି   19-Aug-2026
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା   18-Aug-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   18-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!   18-Aug-2026
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   18-Aug-2026
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026

You Might Also Like

                           
  ଜିଲ୍ଲା  

ବରୀ ରେ ବନ୍ୟା