-+91-9937148622 |

prerana_bgr@rediffmail.com |

  Monday 24th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   (24-Aug-2026)       ||      ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    (24-Aug-2026)       ||      ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   (24-Aug-2026)       ||      କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   (23-Aug-2026)       ||      ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର    (23-Aug-2026)       ||      ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   (23-Aug-2026)       ||      ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   (23-Aug-2026)       ||      ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   (23-Aug-2026)       ||      ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ    (23-Aug-2026)       ||      କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ    (23-Aug-2026)       ||      ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   (23-Aug-2026)       ||      ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   (23-Aug-2026)       ||      *ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   (23-Aug-2026)       ||      ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   (23-Aug-2026)       ||      ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   (23-Aug-2026)       ||      *ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*-   (23-Aug-2026)       ||      ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||      ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||     

HOME   ଜିଲ୍ଲା

ସିନାପାଲି ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ତ୍ରୟୋଦଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଖଣ୍ଡ ନାମଯଜ୍ଞ

14-Feb-2026



ନୂଆପଡା(ପରମେଶ୍ୱର ମେହେର ) ଧନ ଅର୍ଜିଣ ଧର୍ମ କରି, ଧର୍ମେ ପ୍ରାପତ ନରହରି। ଲୋକମାନଙ୍କ ବିଶ୍ବାସ ଅଛି ଯେ କଳିଯୁଗରେ ପାପତାପ ରୁ ମୁକ୍ତି ପାଇବା ପାଇଁ ଏକ ସୁଗମ ରାସ୍ତା ହେଉଛି ଭଗବତ ଚିନ୍ହନ ଏବଂ ନାମ ସଂକୀର୍ତ୍ତନ। ଭଗବତ ଚିନ୍ହନ, ନାମ ସଂକୀର୍ତନ କୁ କଲେ ସାଥ୍‌, ଦିନେ ପ୍ରାପତ ହେବ ପ୍ରଭୁକତି। ପ୍ରଭୁପାଦରେ ଦେଲେ ଲୟ, ମନରେ ନଥୁବ ଯମଦଣ୍ଡ ଭୟ । ଧର୍ମ ପଥରେ ଯିଏ ସହେ ସବୁକଷ୍ଟ, ସିଏ ହୋଇଯାଏ ସର୍ବଶ୍ରେଷ୍ଠ । ଏହି ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବର୍ଷ ତମାମ୍ ସିନାପାଲି ଗ୍ରାମରେ ଭକ୍ତମାନେ ଏକତ୍ରିତ ହୋଇ କିଛି ନା କିଛି ଧର୍ମକର୍ମ କରିଆସୁଛନ୍ତି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ଯ ନୂଆପଡା ଜିଲ୍ଲା, ସିନାପାଲି ଗ୍ରାମରେ ଅବସ୍ଥିତ ମହାପ୍ରଭୁ ଶ୍ରୀଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିବସ, ବାର୍ଷିକ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ହେଉଛି ୨୪ ପ୍ରହର ନାମଯଜ୍ଞ । ଏହି ନାମଯଜ୍ଞ ତା: ୧୪- ୦୨- ୨୦୨୬ ତାରିଖ ଦିନ ଠାରୁ ୧୩ତମ ଅଖଣ୍ଡଆରମ୍ଭ ହୋଇ ତା:୧୮-୦୨-୨୦୨୬ତାରିଖଦିନପର୍ଯ୍ୟନ୍ତବିଧୂବିଧାନ ସହିତ ଆଗେଇ ଚାଲିବ। ପ୍ରଥମ ଦିନ ଶନିବାର ପୂର୍ବାହ୍ନ ଘ: ୧୧.୦୦ ମି. ସମୟରେ ଭବ୍ୟ ଦିବ୍ୟକଳସ ଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ,ତା:୧୫-୦୨-୨୦୨୬ ରିଖ ରବିବାର ଦିନ ପୂର୍ବାହ୍ନ ଘ ୭.୫୫ ମି. ରୁ ଅଖଣ୍ଡ ନାମଯଜ୍ଞ ଆରମ୍ଭ ହେବ ଏବଂ ପ୍ରତ୍ୟହ ପୂର୍ବାହ୍ନ ଘ. ୮. ୩୦ ମି. ରୁ ଏକ କୁଣ୍ଡୀୟ ଘୃତଯଜ୍ଞ ଅନୁଷ୍ଠିତହେବଲତା:୧୮-୦୨-୨୦୨୬ ରିଖ ବୁଧବାର ଦିନ ପୂର୍ବାହ୍ନ ଘ: ୭. ୫୫ ମି. ରେ ପୂର୍ଣ୍ଣାହୁତୀ, ଦଧୂଭାଣ୍ଡ ଯାତ୍ରା ଓ ନଗର ସଂକୀର୍ତ୍ତନ ଅନୁଷ୍ଠିତ ହେବ ଏବଂ ପୂର୍ବାହ୍ନ ଘ: ୯.୦୦ ମି. ରେ ଆଜୀବନ ସଦସ୍ୟ ଓ ଦୈନିକ ଭୋଗଦାତା ମାନଙ୍କ ବାର୍ଷିକ ବୈଠକ ଅନୁଷ୍ଠିତ ହେବ। ନାମଯଜ୍ଞ ପାଇଁ ତିନିଯୋଡି କର୍ତ୍ତା ଶ୍ରୀଯୁକ୍ତ ଡ. ହରେକୃଷ୍ଣ ମେହେର ଏବଂ ତାଙ୍କ ଧର୍ମପନ୍ଥୀ ଶ୍ରୀମତୀ କୁନ୍ତଳା ମେହେର, ଶ୍ରୀଯୁକ୍ତ ରସିକ ମେହେର ଏବଂ ତାଙ୍କ ଧର୍ମପନ୍ଥୀ ଶ୍ରୀମତୀ ଗୟାନ୍ଧୀ ମେହେର ଶ୍ରୀଯୁକ୍ତ ଜୟାନନ୍ଦ ମେହେର ଏବଂ ତାଙ୍କ ଧର୍ମପନ୍ଥୀ ଶ୍ରୀମତୀ ଜାନକୀ ମେହେର ଗ୍ରାମର ପ୍ରତିନିଧୂତ୍ବ କରୁଥିବାବେଳେ,ଏହିକାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଧବଳେଶ୍ବରପୁରୋହିତ ଏବଂ ତାଙ୍କ ସାଥ୍‌ମାନେ କାର୍ଯ୍ୟସୂଚୀ ଅନୁସାରେ ପୂଜାକାର୍ଯ୍ୟ ବିଧୂବିଧାନ ସହ ଆଗେଇ ନେଉଛନ୍ତି ଏବଂ ଜଗନ୍ନାଥ ମନ୍ଦିର ତ୍ରୟୋଦଶ ପ୍ରତିଷ୍ଠା ଦିବସ ତଥା ବାର୍ଷିକ ଉତ୍ସବର ପୂଜକ ରୁପେ ପଣ୍ଡିତ ପ୍ରମୋଦ କୁମାର ଯୋଷୀ ଏବଂ ତାଙ୍କ ସାଥ୍‌ମାନେ ପୂଜାପାଠ ସୁଚାରୁ ରୁପରେ ଆଗେଇ ନେଉଛନ୍ତି । ଏହି ମହତ କାର୍ଯ୍ୟ ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ବୈଷମ୍ପାୟନ ମେହେରଙ୍କ ତତ୍ତ୍ବାବଧାନରେ ନାମଯଜ୍ଞ କମିଟିର ସଭାପତି ଶ୍ରୀଯୁକ୍ତ ନରହରି ମେହେର, ସମ୍ପାଦକ ଶ୍ରୀଯୁକ୍ତ ନୀଳାଞ୍ଚଳ ମେହେର ଏବଂ ସମସ୍ତ ସଦସ୍ୟ,ସଦସ୍ୟା ଓ ତାଙ୍କ ପରିବାର ବନ୍ଧୁବର୍ଗ ସାଙ୍ଗକୁ ଅଞ୍ଚଳର

ଭକ୍ତମାନେ ନିସ୍ବାର୍ଥ ଭାବେ ଜଡିତ ହୋଇ, ଭଗବତ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରୁଛନ୍ତି। ଅଞ୍ଚଳର ଶତାଧ‌ିକ ଭକ୍ତଗଣ ଏହି ମହାଯଜ୍ଞ ମହାଉତ୍ସବରେ ଯୋଗଦାନ କରି ବିଭୁକୃପା ଲାଭ କରୁଛନ୍ତି। ନାମଯଜ୍ଞ କମିଟିର ସୂଚନା ମୁତାବକ ଉକ୍ତ ୨୪ ପ୍ରହରୀ ଅଖଣ୍ଡ ନାମଯଜ୍ଞ ରେ ନାମୀଦାମୀ ୧୪ ଗୋଟି ପୁରୁଷ ଓ ମହିଳା ସଂକୀର୍ତନ ଦଳ ଯୋଗଦାନ କରୁଥିବା ବେଳେ, ଚର୍ଚ୍ଚାରେ ରହିଛନ୍ତି ଗୁରୁ ଶ୍ରୀ ସୁଧର୍ମା ଦାସ, ଗୁରୁ ଶ୍ରୀ ପ୍ରଭାତ ସାହୁ ଏବଂ ଗୁରୁ ଶ୍ରୀମତୀ ରଞ୍ଜିତା ପୋଡ I ଏନେଇ ଆୟୋଜକ କମିଟିର ସଦସ୍ୟ ମାନେ ଏହି ପବିତ୍ର ଦେବ ସୁଳିକୁ ଆସି ବିଭୂକୃପା ଲାଭ କରିବା ପାଇଁ ଅଞ୍ଚଳର ସମସ୍ତ ଭକ୍ତ ମାନଙ୍କୁ ସପ୍ରେମ ନିମନ୍ତ୍ରଣ ରଖୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   24-Aug-2026
  ଜିଲ୍ଲା  
ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    24-Aug-2026
  ଜିଲ୍ଲା  
ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   24-Aug-2026
  ଜିଲ୍ଲା  
କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   23-Aug-2026
  ଜିଲ୍ଲା  
ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର   23-Aug-2026
  ଜିଲ୍ଲା  
ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   23-Aug-2026
  ଜିଲ୍ଲା  
ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   23-Aug-2026
  ଜିଲ୍ଲା  
ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   23-Aug-2026
  ଜିଲ୍ଲା  
ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ   23-Aug-2026
  ଜିଲ୍ଲା  
କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ   23-Aug-2026
  ଜିଲ୍ଲା  
ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   23-Aug-2026
  ଜିଲ୍ଲା  
ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   23-Aug-2026

You Might Also Like