-+91-9937148622 |
prerana_bgr@rediffmail.com |
Tuesday 14th July 2026 |
R.N.I. Regd No. ODIODI/2010/46693
Breaking News
04-Feb-2026
(ଡୋଲେଶ୍ୱର ବାଗ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଡ଼ମଝର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସର ମଧ୍ୟରେ ସମ୍ପୂର୍ଣ୍ଣତା ଅଭିଯାନ - ୨୦୨୬ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ କୃଷ୍ଠ ରୋଗର ସମ୍ପୂର୍ଣ୍ଣ ବିଲୋପ ଘଟାଇବା ସହ ସଚେତନ ରେଳୀ ମାଧ୍ୟମରେ ଅଞ୍ଚଳ ରେ ଜନ ଜାଗରଣ ସୃଷ୍ଟି କରିଛନ୍ତି। ଆରୋଗ୍ୟ ପାଇଁ ଯୋଗ ନିତାନ୍ତ ଆବଶ୍ୟକ ଅଟେ। ନିଜ ସ୍ୱାସ୍ଥ୍ୟ କୁ ନିଜେ ରକ୍ଷକ ଭାବରେ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଡଃ.ବିସ୍ମୟ ସାମଲ, ଅଧ୍ୟକ୍ଷତା କରିଥିବା ବେଳେ ବିପିମ୍ ଅକ୍ଷୟ କୁମାର ମିଶ୍ର, ବିଡି ଏମ ପ୍ରଫୁଲ୍ଲ ନାଏକ ଏବଂ ଗଗନ୍ କୁମାର ପତି ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ ଆଶା ଅଙ୍ଗନୱାଡି କର୍ମୀ ମାନେ ସାମିଲ ହୋଇ ସଚେତନ ରେଲୀ ରେ ଗ୍ରାମ ପରିକ୍ରମା କରିଥିଲେ। ଯୋଗ ଗୁରୁ ଅରବିନ୍ଦ ବେହେରା ମଧ୍ୟ ସାମିଲ ହୋଇ ଆରୋଗ୍ୟ ପାଇଁ ଯୋଗ ଜରୁରୀ ଅଟେ।