-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
11-Oct-2020
ବାଲେଶ୍ୱର, 11/10- ବାଲେଶ୍ୱର ସଦର ଓ ତିର୍ତ୍ତୋଲ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା । ମାନସ କୁମାର ଦତ୍ତ ବାଲେଶ୍ୱର ସଦର ପାଇଁ ବିଜେପି ପ୍ରାର୍ଥୀ । ରାଜକିଶୋର ବେହେରାଙ୍କୁ ତିର୍ତ୍ତୋଲରୁ ପ୍ରାର୍ଥୀ କଲା ଭାରତୀୟ ଜନତା ପାର୍ଟି*