-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
03-Feb-2021
ବଲାଙ୍ଗୀର (ପ୍ରେରଣା ଖାବର) : ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ 5t ସଚିବ ଭି କେ ପଣ୍ଡିଆନ, ଜଳସମ୍ପଦ ବିଭାଗର ପ୍ରିନ୍ସିପାଳ ସଚିବ ଅନୁ ଗର୍ଗଙ୍କ ସମେତ ରାଜ୍ୟ ସ୍ତରୀୟ ଅନେକ ବରିଷ୍ଠ ଅଧିକାରୀ । ବରଗଡ ଜିଲ୍ଲା ନୃସିଂହ ନାଥ ମନ୍ଦିର ବଲାଂଗୀର ଜିଲ୍ଲା ପ୍ରସିଦ୍ଧ ହରିଶଙ୍କର ପୀଠ ବୁଲିବା କାର୍ଯ୍ୟକ୍ରମ ରହିଛି । ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର ତଦାରଖ କରିବେ ।