-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
03-Feb-2021
ଯାଜପୁର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଝରାଫୁଲଙ୍କ ବୟଫ୍ରେଣ୍ଡ୍ ରାକେଶ ସ୍ୱାଇଁଙ୍କ ରିମାଣ୍ଡ ଅବଧିର ଆଜି ଦ୍ୱିତୀୟ ଦିନ। ଗତକାଲି ପୋଲିସ୍ ରାକେଶଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରିଥିଲା। ଝରାଫୁଲଙ୍କ ମୃତଦେହକୁ କିପରି ନେଇଥିଲେ ଓ କେମିତି ଫିଙ୍ଗିଥିଲେ ତା’ର ଡେମୋ କରି ଦେଖାଇଥିଲେ ରାକେଶ। ଏହାପରେ ତାଙ୍କୁ ପୁଣି କୁଆଖିଆ ଥାନାକୁ ଅଣାଯାଇଥିଲା।
ରିମାଣ୍ଡର ପ୍ରଥମ ଦିନରେ ରାକେଶଙ୍କୁ ପୋଲିସ୍ ଥାନାରେ ପଚରାଉଚରା କରିଥିଲା। ଏହାପରେ ତାଙ୍କୁ ଭୁବନେଶ୍ୱର ଅଣାଯିବ ବୋଲି ଯାଜପୁର ଏସ୍ଡିପିଓ ଚିନ୍ମୟ ନାୟକ କହିଛନ୍ତି