-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||     

HOME   ଜିଲ୍ଲା

ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ତରଫରୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସମାରୋହ

04-Jan-2026



ବଲାଙ୍ଗୀର, ଆଜି ସ୍ଥାନୀୟ ସରୋଜିନୀ ରେସିଡେନ୍ସି ଠାରେ ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ତରଫରୁ ଏକ ସାଧାରଣ ସଭା ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉତ୍ସବର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇ ଅନ୍ୟ ମାନଙ୍କ ପାଇଁ ବଞ୍ଚୁଥିବା ରାଜବୈଦ୍ୟ ଚିନ୍ତାମଣି ପ୍ରକୃତରେ ମଣିଷ ପରି ମଣିଷ ଟିଏ ଥିଲେ ଏବଂ ସେ ଆଜିର ସ୍ୱାର୍ଥବାଦୀ ମଣିଷଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ ବୋଲି କହିଥିଲେ । ଅଧ୍ୟାପକ ଡ. ଲକ୍ଷ୍ମଣ ମେହେରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠିତ ବ୍ୟବସାୟୀ କିଶୋର କୁମାର ରଥ ଓ ପରିଷଦର ମହିଳା ସଭାନେତ୍ରୀ ଶ୍ୱେତା ମିଶ୍ର ମଂଚାସୀନ ରହି ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସ୍ମୃତି ପରିଷଦର ସଭାପତି ଡ. ନବକିଶୋର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସାମ୍ବାଦିକ ରଘୁ ନନ୍ଦନ ସିଂହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ବେହେରା ଓ ମୁଖ୍ୟ ବକ୍ତା ଭାବରେ ସାଇଁନ୍ତଲା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ରାଜମଣି ସାହୁ ଯୋଗ ଦେଇ ପୂଣ୍ୟାତ୍ମା ରାଜବୈଦ୍ୟ ଚିନ୍ତାମଣି ବେହେରା ଙ୍କ ସେବା ପ୍ରତି ସମର୍ପଣ ମନୋଭାବ ଓ ମାନବିକତା ସଂପର୍କରେ ଆଲୋକପାତ କରିଥିଲେ । ପ୍ରଫେସର ତରୁଣ କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ଏହି ଅବସରରେ ଲେଖକ ଯୋଗେଶ୍ୱର ସାହୁଙ୍କ ଉପନ୍ୟାସ ପୁସ୍ତକ ଆଶ୍ରା ଉନ୍ମୋଚନ ହୋଇଥିଲା । 
ସଭାକୁ ଶିକ୍ଷକ ହେମନ୍ତ ଦାଶ ସଂଯୋଜନା କରିଥିବା ବେଳେ ରବୀନ୍ଦ୍ର କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବୈଦ୍ୟ ଝସକେତନ ଗୁରୁଙ୍କୁ ବୈଦ୍ୟରାଜ ଉପାଧି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବାରେ ସ୍ମୃତି ପରିଷଦର ସଭ୍ୟ ଡ. କବିରାଜ ଭୋଇ, ମଧୁସୂଦନ ଦଶ, ଡ. ଭବନୀ ଶଙ୍କର ପଟେଲ,ଭାଗିରଥୀ ମିଶ୍ର, ରାଜୀବ ପ୍ରସାଦ ଭୋଇ, ଆଶୁତୋଷ ଠାକୁର ପ୍ରମୁଖ ସହଯୋଗ କରିଥିଲେ । ରାଜେବୌଦ୍ୟ ଚିନ୍ତାମଣି େବେହରା ସ୍ମୃତି ପରିଷଦ ତରଫରୁ ରାଜ୍ୟସ୍ତରୀୟ ସମ୍ବଦ୍ଧର୍ନା ସମୋରାହ
ବଲାଙ୍ଗୀର, ଆଜି ସ୍ଥାନୀୟ ସେରାଜିନୀ ରେସେିଡନ୍ସି ଠୋର ରାଜେବୌଦ୍ୟ ଚିନ୍ତାମଣି େବେହରା ସ୍ମୃତି ପରିଷଦ ତରଫରୁ ଏକ ସାଧାରଣ ସଭା ଓ ସମ୍ବଦ୍ଧର୍ନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉତ୍ସବର ପ୍ରଥମ ଅଧେିବଶନେର ମୁଖ୍ୟ ଅତିଥି ଭାବେର ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇ ଅନ୍ୟ ମାନଙ୍କ ପାଇଁ ବଞ୍ଚୁଥିବା ରାଜେବୌଦ୍ୟ ଚିନ୍ତାମଣି ପ୍ରକୃତେର ମଣିଷ ପରି ମଣିଷ ଟିଏ ଥେିଲ ଏବଂ ସେ ଆଜିର ସ୍ୱାଥର୍ବାଦୀ ମଣିଷଙ୍କ ପାଇଁ ପ୍ରେରଣାର ଉତ୍ସ ଥେିଲ ବୋଲି କହିଥେିଲ । ଅଧ୍ୟାପକ ଡ. ଲକ୍ଷ୍ମଣ େମେହରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବେର ସମ୍ମାନିତ ଅତିଥି ଭାବେର ରାଜେବୌଦ୍ୟ ଚିନ୍ତାମଣି େବେହରା ସ୍ମୃତି ପରିଷଦ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠିତ ବ୍ୟବସାୟୀ କେିଶାର କୁମାର ରଥ ଓ ପରିଷଦର ମହିଳା ସଭୋନତ୍ରୀ ଶ୍ୱେତା ମିଶ୍ର ମଂଚାସୀନ ରହି ନିଜର ଅଭିଭାଷଣ ପ୍ରଦାନ କରିଥେିଲ । ସ୍ମୃତି ପରିଷଦର ସଭାପତି ଡ. ନବକେିଶାର େବେହରାଙ୍କ ସେଂଯାଜନୋର ଅନୁଷ୍ଠିତ ଏହି ଉତ୍ସବେର ସାମ୍ବାଦିକ ରଘୁ ନନ୍ଦନ ସିଂହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥେିଲ । ଦ୍ୱିତୀୟ ଅଧେିବଶନେର ମୁଖ୍ୟ ଅତିଥି ଭାବେର ରୋଜନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରେଫସର ପ୍ରଦୀପ୍ତ କୁମାର େବେହରା ଓ ମୁଖ୍ୟ ବକ୍ତା ଭାବେର ସାଇଁନ୍ତଲା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ରାଜମଣି ସାହୁ ଯୋଗ ଦେଇ ପୂଣ୍ୟାତ୍ମା ରାଜେବୌଦ୍ୟ ଚିନ୍ତାମଣି େବେହରା ଙ୍କ ସେବା ପ୍ରତି ସମପର୍ଣ ମେନାଭାବ ଓ ମାନବିକତା ସଂପକର୍ରେ ଅୋଲାକପାତ କରିଥେିଲ । ପ୍ରେଫସର ତରୁଣ କୁମାର ମିଶ୍ର ସଭାପତିତ୍ୱ କରିଥେିଲ । ଏହି ଅବସରେର ଲେଖକ ଯେୋଗଶ୍ୱର ସାହୁଙ୍କ ଉପନ୍ୟାସ ପୁସ୍ତକ ଆଶ୍ରା ଉନ୍ମାଚନ ହୋଇଥିଲା । 
ସଭାକୁ ଶିକ୍ଷକ ହେମନ୍ତ ଦାଶ ସେଂଯାଜନା କରିଥିବା େବେଳ ରବୀନ୍ଦ୍ର କୁମାର ମିଶ୍ର ଧନ୍ୟବାଦ ଅପର୍ଣ କରିଥେିଲ । ଏହି ଅବସରେର ବୈଦ୍ୟ ଝସେକତନ ଗୁରୁଙ୍କୁ ବୈଦ୍ୟରାଜ ଉପାଧି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବୋର ସ୍ମୃତି ପରିଷଦର ସଭ୍ୟ ଡ. କବିରାଜ ଭୋଇ, ମଧୁସୂଦନ ଦଶ, ଡ. ଭବନୀ ଶଙ୍କର ପେଟଲ,ଭାଗିରଥୀ ମିଶ୍ର, ରାଜୀବ ପ୍ରସାଦ ଭୋଇ, ଆଶେୁତାଷ ଠାକୁର ପ୍ରମୁଖ ସହେଯାଗ କରିଥେିଲ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026

You Might Also Like