-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||     

HOME   ଜିଲ୍ଲା

କାଷ୍ଠା, ନିଷ୍ଠା ଓ ପରମ୍ପରା ର ପର୍ବ କଣ୍ଟାମାଳ ନାଗବାଚା ଯାତ୍ରା

25-Dec-2025



କଣ୍ଟାମାଳ(ଜୟ କୁମାର ମହାରଣା) ଆଜିବି କଣ୍ଟାମାଳ ରେ ପୁରାତନ ସଂସ୍କୃତି ତଥା ପରମ୍ପରା ବଜାୟ ରହିଛି । ଏଥି ମଧ୍ୟରୁ ନାଗ ବାଚା ଅନ୍ୟତମ । ଏହି ଯାତ୍ରା କୁ ପ୍ରାୟ ୩୦ ବର୍ଷ ହୋଇ ଗଲାଣି । ଏହି ଯାତ୍ରା ରେ ଭକ୍ତ ମାନେ ରୀତି ନୀତି ଅନୁଯାୟୀ ନିଷ୍ଠାର ସହ ରହିଥାନ୍ତି ।  ଏଥିରେ ସାରଥୀ ବଗର୍ତ୍ତି , ଭୁବନ ବାଘ , ତନୟ ପୋଢ଼, ମୁରଲୀ ମତାଲି, ସଂଗ୍ରାମ ବଗର୍ତ୍ତି , ଜୟ ନାରାୟଣ ବାଘ , ସଲମାନ୍ ବାଘ , ଦୁର୍ଯ୍ୟୋଧନ ରଣା , କାହ୍ନା ରଥ , ମାଣିକ ଚୌଧୁରୀ ଏବଂ ଅନ୍ୟ ବରୁଆ ଙ୍କ ଦେହ ରେ ମାଁ

ବିରାଜ ମାନ କରି ସୋମବାର ଦିନ ନାଗ ବରଣ କରି ନଗର ଭ୍ରମଣ କରି ଭକ୍ତ ଙ୍କ ଗୁହାରି ଶୁଣି ଥାଆନ୍ତି । ମାନସିକ ଧାରି ମାନେ ମଙ୍ଗଳବାର ଦିନ ମାଁ ଙ୍କ ମହା ଖଳା କୁ ଯେ ଯାହା ଭାବି ଥାଆନ୍ତି ତାହା ଧରି କରି ଯାଇ ଥାଆନ୍ତି । ଏହାପରେ ପୂଜକ ଶ୍ରୀ କେଶବ ବଗର୍ତ୍ତି ପୂଜାର୍ଚନା କରିବା ପରେ ଗୁରୁ - କୁଞ୍ଜ ବିହାରୀ ରଣା ଅସ୍ତ୍ର ଧରି ମାଁ ଙ୍କ ଆଦେଶ ରେ ପଶୁ ବଳୀ ଦେଇ ଥାନ୍ତି । ଏହି ଯାତ୍ରା ରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ର ବିଧାୟକ ଶ୍ରୀ କହ୍ନେଇ ଚରଣ ଡ଼ାଙ୍ଗ ଏବଂ ସମ୍ମାନିତ ଅତିଥି ଭାବରେ ରାଜୁ ମିଶ୍ର , କୃଷ୍ଣ ଚନ୍ଦ୍ର କହଁର , ଶମ୍ଭୁ ସାହୁ, ପ୍ରଶାନ୍ତ ସାହୁ ଏବଂ ଅନ୍ୟ ମାନେ ଉପସ୍ଥିତ ରହି ମାଁ ଙ୍କ କୃପାଲାଭ କରିଥିଲେ । ଆସନ୍ତା ବର୍ଷ ମାଁ ଙ୍କ ମହା ଖଳା କୁ ପ୍ରତିଷ୍ଠା କରାଯିବା ସହ ଏହି ଯାତ୍ରା ର ଉନ୍ନତି ମୂଳକ କାର୍ଯ୍ୟ ହେବ । ଏବଂ ଏହି ପରମ୍ପରା କୁ କିପରି ବଜାୟ ରହିବ ସେ ନିମନ୍ତେ ଚେଷ୍ଟା କରାଯିବା ନେଇ ବିଧାୟକ ଶ୍ରୀ ଡାଙ୍ଗ ଜନସାଧାରଣ ଙ୍କୁ ପ୍ରତିଶୃତି ଦେଇଥିଲେ ।   ମ୍ୟାନେଜର - ସୁବ୍ରତ ନାଗ , ସୁଦାମ ବାଘ ଉତ୍ସବକୁ ପରିଚାଳନା କରିଥିବା ବେଳେ ପବିତ୍ର ନାଗ , ଶିବ ରଥ , ପ୍ରକାଶ ବଗର୍ତ୍ତି , ଲାଲୁ ବାଘ , ସଂଗ୍ରାମ ବଗର୍ତ୍ତି,ସନ୍ତୋଷ ରଥ ଆଦି ସହଯୋଗ କରିଥିଲେ  l  ନାଗବାଚା କମିଟିର ଗରିବ ନାଗ , ନରେନ୍ ନାଗ , ଲାଲ ମୋହନ ମତାଲି, ବିଷ ବାଘ , ରୀଙ୍କୁ ମନହିରା , ସଞ୍ଜୟ ନାଗ , ଶୁଭମ୍ ନାଗ , ଧୁବା ବାଘ , ଲଳିତ ବାଘ , ଦଶରଥ ବାଘ , ସଂଜିପ ସେଠୀ ସମେତ ଅନ୍ୟ ସଦସ୍ୟମାନେ ଏହି ଯାତ୍ରାରେ ଉପସ୍ଥିତ ରହି ସହଯୋଗ କରିଥିଲେ  l


News Comment




Photo in News

Advertisment
Lastest News
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026

You Might Also Like