-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||      ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ    (10-Sep-2026)       ||      ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   (10-Sep-2026)       ||      ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   (10-Sep-2026)       ||      ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   (10-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   (10-Sep-2026)       ||      ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   (10-Sep-2026)       ||      *ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିରରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ଜାତୀୟ ଖାଉଟି ଦିବସ ପାଳନ. ଡିଜିଟାଲ୍ ନ୍ୟାୟ ମାଧ୍ୟମରେ ଦକ୍ଷ ଏବଂ ଦ୍ରୁତ ନିଷ୍କାସନ ଉପରେ ଗ୍ରାହକ ଙ୍କୁ ସଚେତନତା

25-Dec-2025



ବଲାଙ୍ଗିର(ପ୍ରେରଣା ଖବର); ଜାତୀୟ ଖାଉଟି ଦିବସ ୨୦୨୫ ଉପଲକ୍ଷେ ବୈଧ ମାପ ବିଜ୍ଞାନ ବିଭାଗର ସହଯୋଗରେ ଅଖିଳ ଭାରତୀୟ ଗ୍ରାହାକ ପଞ୍ଚାୟତ ବଲାଙ୍ଗିର ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ସ୍ତାନୀୟ ପତିତପାବନ ଏକାଡେମୀ ସଭାଗୃହରେ  ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରପାଳିକା ଅଧ୍ୟକ୍ଷ ଶ୍ରୀମତୀ ଲିକା ସାହୁ ଯୋଗ ଦେଇ ବୈଦିକ ମନ୍ତ୍ର ସହିତ ପ୍ରଦୀପ ପ୍ରଜ୍ଜ୍ଵଳନ ପୂଜାକାର୍ଯ୍ୟ ଅନୁଷ୍ଠାନ କରିଥିଲେ । ମୁଖ୍ୟ ବକ୍ତା ରୂପେ ଅଧିବକ୍ତା ଜୟକୃଷ୍ଣ ସାହୁ କହିଲେ ଖାଉଟି ମାନେ ସେମାନଙ୍କ ବିବାଦ ସମାଧାନ ପାଇଁ ଆଜିକାଲି ସୁବିଧାରେ ଡିଜିଟାଲ ମାଧମରେ କୋଣସି ସ୍ଥାନରେ ରହି ଅଭିଯୋଗ ଦାଖଲ କରି ପାରିବେ ବିନା କୌଣସି ଓକିଲ ସହାୟତାରେ ସମାଧାନ ମଧ୍ଯ ଶୀଘ୍ର ଫଳପ୍ରଦ ହୋଇ ପାରୁଛି । ଡିଜିଟାଲ୍ ନ୍ୟାୟ ମାଧ୍ୟମରେ ଦକ୍ଷ ଏବଂ ଦ୍ରୁତ ନିଷ୍କାସନ 

(efficient and speedy disposal through digital justice) ଚଳିତ ବର୍ଷର ବିଷୟବସ୍ତୁ ଉପରେ ବକ୍ତା ମାନେ କହିଲେ ଗ୍ରାହକ ସଚେତନତା ନିତାନ୍ତ ଜରୁରୀ କେବଳ ଆଇନ ଯେତେ କଠିନ ହେଲେ ମଧ୍ୟ ଅଧିକାରୀ ତଥା ବିଭାଗୀୟ କାର୍ଯ୍ୟନୁଷ୍ଠାନ ହେଲେ ମଧ୍ୟ ନିଜେ ସଚେତନ ନହେଲେ ଠକାମି ରେ ପଡିବେ । ଗ୍ରାହକ ସଚେତନତା ଦିଗରେ ଗ୍ରାହକ ପଞ୍ଚାୟତ ଯେଉଭଳି ସଚେତନତା ଦିଗରେ ଉଦ୍ୟମରତ ସେଭଳି ଗ୍ରାମାଞ୍ଚଳରୁ ଆରମ୍ଭ କରି ସାଧାରଣ ଜନତା ଓ ଛାତ୍ରଛାତ୍ରୀମାନଙ୍କୁ ଆଜିକାଲିର ଡିଜିଟାଲ ଯୁଗରେ ସଚେତନତା ଜରୁରୀ ହୋଇପଡ଼ିଛି. ଜିଲ୍ଲା ଯୋଗାଣ ବିଭାଗ ନିରୀକ୍ଷକ ଜ୍ୟୋତି ପ୍ରକାଶ ଦାଶ, ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରେମଚାନ୍ଦ ମହାନ୍ତି ପ୍ରମୁଖ ବିଷୟବସ୍ତୁ ଉପରେ ମତ ରଖିଥିଲେ. ସହାୟକନିୟନ୍ତ୍ରକ ବୈଧ ମାପ ବିଜ୍ଞାନ ସାଗାରିକା ସାବତ ଖାଉଟି ମାନଙ୍କୁ ବିଭିନ୍ନ ମାପ ଉପକରଣ ପ୍ରଦର୍ଶନ କରିବା ସହିତ ବିଭିନ୍ନ ସମାଗ୍ରୀର ମାନ ଓ ପରିଚୟ ବୈଧାନିକ ସତର୍କତା ଉପରେ ଖାଉଟି ମାନେ ସତର୍କତା ଉପରେ ସୂଚେଇ ଥିଲେ. ରସରାଜ ଅଚ୍ୟୁତ ପୁରୋହିତ ବକ୍ତବ୍ୟ ଦେବା ସହିତ କବିତା ମାଧ୍ୟମରେ ସମସ୍ତଙ୍କୁ ହସେଇଥିଲେ । ଗ୍ରାହକ ପଞ୍ଚାୟତ ପ୍ରାନ୍ତ ସଭାପତି ଇଞ୍ଜିନିୟର କିଶୋର ମୋହନ ମିଶ୍ର ଗ୍ରାହକ ପଞ୍ଚାୟତ ର ପରିଚୟ ପ୍ରଦାନ କରିବା ସହିତ ଗ୍ରାହକ ପଞ୍ଚାୟତର ଯୋଗୁଁ ଖାଉଟି ମାନେ ୧୯୮୬ ଡିସେମ୍ବର ୨୪ରେ ପାର୍ଲିଆମେଣ୍ଟର ବିଲ ବଳରେ କେନ୍ଦ୍ର ସରକାର ଆଣିଥିବା ଆଇନ ବଳରେ ଆଜି ଖାଉଟି ବିଭିନ୍ନ ଆଇନଗତ ସୁବିଧା ପାଉଚି. ସଭାପତି ଶ୍ରୀ ସତପଥୀ ତାଙ୍କର ବକ୍ତବ୍ୟ ରେ ପଞ୍ଚାୟତ ନିରନ୍ତର ଭାବରେ କରୁଥିବା ସଚତେନତା କାର୍ଯ୍ୟ କରିଆସୁଛି. ସବୁ ଜିଲ୍ଲାରେ ଏକ ଗ୍ରାହକ ପରାମର୍ଶ କେନ୍ଦ୍ର ଖୋଲିବା ଦିଗରେ କେନ୍ଦ୍ର ସଂଗଠନ ନିର୍ଦ୍ଦେଶ ଦେଇଛନ୍ତି ଏହି ଦିଗରେ ଉଦ୍ୟମ ଜାରି ରହିଚି. ପୂର୍ବରୁ ସମ୍ପାଦକ ଅଶୋକ କୁମାର ମିଶ୍ର ସ୍ଵାଗତ ଅତିଥି ପରିଚୟ ପ୍ରଦାନ ସହିତ ସଭା କାର୍ଯ୍ୟ ସଂଯୋଜନା କରିଥିଲେ. ଜିଲ୍ଳା ସଭାପତି ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ପୂର୍ବ ପଶ୍ଚିମ ପ୍ରାନ୍ତ ର ସଂଯୋଜକ ମାଣିକ ଲାଲ ବର୍ମା, ବୈଧ ମାପ ବିଭାଗ ବଲାଂଗୀର ନିରୀକ୍ଷକ ମିଲନ ସହୁ, ଜିଲ୍ଲା ଉପସଭାପତି ମହେଶ୍ୱର ସାହୁ, କୋଷାଧ୍ୟକ୍ଷ ନବକିଶୋର ପଟେଲ, କାର୍ଯ୍ୟକାରୀ ସଦସ୍ୟ ସଂଯୁକ୍ତା ମିଶ୍ର, ମହିଳା ପ୍ରମୁଖ ନିହରିକା ମିଶ୍ରଙ୍କ ସମେତ ଗ୍ରାହକ ପଂଚାୟତର ବହୁ ସଦସ୍ୟ ସଦସ୍ୟା ସଫଳତା ପାଇଁ  ସହଯୋଗ କରିଥଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   10-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   10-Sep-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   10-Sep-2026
ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ   10-Sep-2026
  ଜିଲ୍ଲା  
ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   10-Sep-2026
  ଜିଲ୍ଲା  
ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   10-Sep-2026
  ଜିଲ୍ଲା  
ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   10-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   10-Sep-2026
  ଜିଲ୍ଲା  
ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   10-Sep-2026
  ଜିଲ୍ଲା  
*ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   10-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   10-Sep-2026
  ଜିଲ୍ଲା  
*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    10-Sep-2026

You Might Also Like