-+91-9937148622 |
prerana_bgr@rediffmail.com |
Tuesday 23rd June 2026 |
R.N.I. Regd No. ODIODI/2010/46693
Breaking News
25-Dec-2025
(ରାମନାଥ ପଣ୍ଡା)
- ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନର ଜାତୀୟ ସେବା ଯୋଜନାରେ ଚାଲିଥିବା ସ୍ଵତନ୍ତ୍ର ସେବା ଶିବିରର ଷଷ୍ଠ ଦିବସରେ ତୀର୍ଥକ୍ଷେତ୍ର ପାତାଳଗଙ୍ଗା ଠାରେ ଏକ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣଙ୍କ ସୁପରିଚାଳନାରେ ପାତାଳ ଗଙ୍ଗାର ସମସ୍ତ ମନ୍ଦିର ଓ ଗାଧୁଆ ବଡ଼ ବଡ଼ କୁଣ୍ଡ ଗୁଡ଼ିକର ଚତୁଃପାର୍ଶ୍ଵ ସଫେଇ କରାଯାଇଥିଲା ।ଏଥିରେ ୫୦ ଜଣ ସ୍ଵେଛା ସେବୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଶିବିରାର୍ଥି ମାନଙ୍କ ଏଭଳି ପଦକ୍ଷେପକୁ ପର୍ଯ୍ୟଟକ ତଥା ପୂର୍ବତନ ଖଡ଼ିଆଳ ବିଧାୟକ ହିତେଶ କୁମାର ବଗର୍ତ୍ତି ଭୂରି ଭୂରି ପ୍ରଶଂସା କରି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।