-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ରାଜ୍ୟ

ଗଜପତିରେ ପର୍ଯ୍ୟଟନ ଶିଳ୍ପର ସମ୍ଭାବନା : ବହୁ ପ୍ରାକୃତିକ ଝରଣା ଓ ଜଳପ୍ରପାତକୁ ରାସ୍ତା ନାହିଁ

02-Feb-2021



ପାରଳାଖେମୁଣ୍ଡି(ପ୍ରେରଣା ଖବର) : ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଗଜପତି ଜିଲ୍ଲାରେ ବହୁ ପୌରାଣିକ ଓ ଐତିହାସିକ କିମ୍ବଦନ୍ତୀ ଆଧାରିତ ପର୍ଯ୍ୟଟନସ୍ଥଳୀ, ଝରଣା ଓ ଜଳପ୍ରପାତ ରହିଛି। ପର୍ଯ୍ୟଟନ କ୍ଷେତ୍ରରେ ବିଶେଷ କରି ମହେନ୍ଦ୍ରଗିରି ପାହାଡ଼ ପୂର୍ବ ଭାରତରେ ସର୍ବୋଚ୍ଚତମ ମାନ୍ୟତା ବଜାୟ ରଖିଛି। ଆଉ ଜିଲ୍ଲାରେ ପ୍ରବାହିତ ହେଉଥିବା ଅନେକ ଝରଣା ଓ ଜଳପ୍ରପାତ ଆଦି ପ୍ରକୃତିର ବିସ୍ମୟ ବୋଲି କହିଲେ ଅତ୍ୟୁକ୍ତି ହେବନି। କିଛି ପର୍ଯ୍ୟଟନସ୍ଥଳୀ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧୀନରେ ଆସୁଥିବା ବେଳେ ଅନେକ ଐତିହ୍ୟସ୍ଥଳୀ ଦୃଷ୍ଟି ଆଢ଼ୁଆଳରେ ସେମିତି ପଡ଼ି ରହିଛି। ଗଣ୍ଡାହାତୀ, ଗୁଦଗୁଦା ଓ ଖସଡ଼ା ଭଳି କିଛି ଜଳପ୍ରପାତ ପର୍ଯ୍ୟଟନ ବିଭାଗ ଅଧୀନରେ ଏବଂ ତାଲିକାରେ ରହିଛି। ସେହିପରି ଅନେକ ଛୋଟବଡ଼ ପର୍ଯ୍ୟଟନସ୍ଥଳୀ ରହିଛି, ଯାହା ପର୍ଯ୍ୟଟନବିଭାଗର ମାନ୍ୟତା ପାଇ ନଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଗୁଡ଼ିକ କେବଳ ବଣଭୋଜି କେନ୍ଦ୍ର ଭାବେ ଲୋକପ୍ରିୟତା ହାସଲ କରିପାରିଛି। କାଶୀନଗର ବ୍ଲକ୍‌ର ପୁଲୁଗୁମି, ବଂଶଧାରା ନଦୀପଠା, ଗୁମ୍ମା ବ୍ଲକ୍‌ର ତାରାତାରିଣୀ ଝରଣା (ସେରଙ୍ଗ), ଆମ୍ବଝରି ଡ୍ୟାମ୍‌, ହୋମ୍‌ଫାର୍ମ ଭଳି ଛୋଟ ଓ ମନଲୋଭା ପର୍ଯ୍ୟଟନସ୍ଥଳୀ ରହିଛି। ମୋହନା ବ୍ଲକର ହରଭଙ୍ଗା ଡ୍ୟାମ୍‌, ଫୁଲଛାଞ୍ଚୁଣି ନାଳ, ହାତୀଶୁଣ୍ଢ ଝର, ରା.ଉଦୟଗିରି ବ୍ଳକ୍‌ର ମାଙ୍କଡ଼ଡିଆଁ, କବାଟ ନାଳ, ଲୁହାଖୁଣ୍ଟି, ଘୋଡ଼ାଶାଳ ଜଳପ୍ରପାତ, ରାୟଗଡ଼ ବ୍ଲକର ଇନ୍ଦିରାଖାଡ଼ି ଜଳପ୍ରପାତ, ଗଙ୍ଗାବାଡ଼ ସ୍ଥିତ ଲୁଣ୍ଡା ଜଳପ୍ରପାତ, ବଡ଼ଶୋଡାର ଭୀମ ଜଳପ୍ରପାତ, ତଳସିନ୍ଦିବା ଜଳପ୍ରପାତ, ମୁରେଇ ସାହି ଜଳପ୍ରପାତ, କେରଡାଙ୍ଗ ସ୍ଥିତ ମହେନ୍ଦ୍ରତନୟା ଶିବଲିଙ୍ଗ ଝର ଓ ନୂଆଗଡ଼ ବ୍ଳକ୍‌ର କିଞ୍ଚରଲଙ୍ଗ ଝରଣା ପ୍ରମୁଖ ପର୍ଯ୍ୟଟକଙ୍କୁ ସର୍ବଦା ଆକୃଷ୍ଟ କରୁଛି। ଏଥିମଧ୍ୟରୁ କିଛି ବଡ଼ ଜଳପ୍ରପାତକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ନିଜ ଅଧୀନକୁ ନେଇ ଲୋକଲୋଚନକୁ ଆଣିବାର ଆବଶ୍ୟକତା ରହିଛି। ଏଥି ମଧ୍ୟରୁ ବହୁ ଜଳପ୍ରପାତ ନିକଟରେ ପହଞ୍ଚିବା ପାଇଁ ଚଲାପଥର ଆବଶ୍ୟକ ପଡ଼ିଥାଏ। ରାଜ୍ୟ ପର୍ଯ୍ୟଟନ ବିଭାଗ କିଛି ହାତଗଣତି ଅଞ୍ଚଳର ଭିତ୍ତିଭୂମି ବିକାଶ ଦାୟିତ୍ବ ନିଜ ହାତକୁ ନେଇଥିବା ବେଳେ, ମାଙ୍କଡ଼ଡିଆଁ, ଇନ୍ଦିରଖାଡ଼ି ଓ ଲୁଣ୍ଡା ଜଳପ୍ରପାତ ଭଳି ଅଞ୍ଚଳକୁ ପହଞ୍ଚିବା ପାଇଁ ଗମନାଗମନର ସୁବିଧା କରିବା ସହ ଏହାର ଅଧିକ ପ୍ରଚାରପ୍ରସାର କରିବା ପାଇଁ ଦାବି ହୋଇଛି। ତେବେ ଇତିମଧ୍ୟରେ ରାଜ୍ୟ ଶକ୍ତି ବିଭାଗ ତରଫରୁ ରା. ଉଦୟଗିରି ବ୍ଳକ୍‌ର ମାଙ୍କଡ଼ଡିଆଁ ଜଳପ୍ରପାତରୁ ୩୬ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ପ୍ରକଳ୍ପ ପାଇଁ ପ୍ରାଥମିକ ସର୍ଭେ କାର୍ଯ୍ୟ ସରିଥିବା ସୂଚନା ମିଳିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like