-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||     

HOME   ଜିଲ୍ଲା

ସମ୍ବିଧାନର ସୁରକ୍ଷା କଂଗ୍ରେସର ମୌଳିକ କର୍ତ୍ତବ୍ୟ

26-Nov-2025



ଭୁବନେଶ୍ଵର(ପ୍ରେରଣା ଖବର): ସମ୍ବିଧାନ ଦିବସକୁ କଂଗ୍ରେସ ସମ୍ବିଧାନ ବଞ୍ଚାଅ ଦିବସ ରୂପେ ପାଳନ କରିଥିଲା l ଏହି ଉପଲକ୍ଷେ କଂଗ୍ରେସ ପକ୍ଷରୁ ଏକ ମହତ୍ୱ ପୂର୍ଣ୍ଣ ସଭା ଆୟୋଜନ ହେଇଥିଲା l ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ ଙ୍କ ସଭାପତିତ୍ଵ ରେ ଏହି ସଭାରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ, ଆମ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସାରା ଦେଶରେ ଏବଂ ରାଜ୍ୟର ଗ୍ରାମ ଗ୍ରାମରେ ଏହି ଆନ୍ଦୋଳନକୁ ପରିବ୍ୟାପ୍ତ କରାଯିବ l ସମ୍ବିଧାନରେ ଥିବା ମୌଳିକ ଅଧିକାର ଧର୍ମ ନିରପେକ୍ଷତା ଗରିବଙ୍କ ବିକାଶ, ଜାତି,ଧର୍ମ, ବର୍ଣ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ, ଆଦିବାସୀ ଜନଜାତିକଙ୍କୁ ସୁରକ୍ଷା ଦେବl, ନାରୀ ପ୍ରତି ସମ୍ମାନ, ଦଳିତଙ୍କ ସାମlଜିକ ଅଧିକାର ଆଦିକୁ ଆଜି ଡବଲ ଇଂଜିନ ସରକାର ସାରା ରାଜ୍ୟ ଏବଂ ଦେଶରେ ବିପର୍ଯ୍ୟସ୍ତ କରିଦେଲେଣି l ସେଥିପାଇଁ ସାରା ଓଡିଶାରେ କଂଗ୍ରେସ ତରଫରୁ ଜନ ଜାଗରଣ କରାଯିବା ଉପରେ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ l
ସୁର ରାଉତରାୟ କଂଗ୍ରେସ କର୍ମୀ ସମସ୍ତଙ୍କୁ କହିଲେ ଯେ ଆମେ ସମସ୍ତେ ସମ୍ବିଧାନ କୁ ବଂଚେଇବା ପାଇଁ ଉଦ୍ୟମ କରିବା ଉଚିତ l ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ କହିଲେ, ଆମ୍ବେଦକର କହିଥିଲେ କେବଳ ଆଇନର ଦସ୍ତାବେଜ ନୁହଁ ଏହା ହେଉଛି ଜାତିର ଆତ୍ମା ଏବଂ ଆର୍ଟିକାଲ ୧୪-୧୫ ଓ ଆର୍ଟିକାଲ ୪୬ଏବଂ ସମ୍ବିଧାନର ୬ନମ୍ବର ପରିଚ୍ଛେଦ ଯେଉଁଥିରେ ପ୍ରlକୃତିକ ସମ୍ପଦ ଉପରେ ଆଦିବାସୀ ମାନଂକର ଅଧିକାର ଦିଆହେଇଛି ତାହାର ପୁନଃସ୍ଥାପନl l ସନ୍ତୋଷ ସିଂହ ସାଲୁଜା ଆମ୍ବେଦକରଙ୍କୁ ଭୁୟସୀ ପ୍ରଂଶସା କରିଥିଲେ ଏବଂ ଆମ ସମ୍ବିଧାନ କେତେ ଭଲ ତାର ବର୍ଣନା କରିଥିଲେ l 
ଶରତ ରାଉତ କହିଲେ ଆଗାମୀ ଦିନରେ ବ୍ଲକ ସ୍ତରରୁ ରାଜଧାନୀ ପର୍ଯ୍ୟନ୍ତ ସମ୍ବିଧାନ ସଚେତନ କାଯ୍ୟକ୍ରମ ଅନୁଷ୍ଠିତ ହେବ l
ଶ୍ରୀକାନ୍ତ ଜେନା ସମ୍ବିଧାନ କିପରି ତିଆରି ହେଲା ଆଉ ସମ୍ବିଧାନ ତିଆରି ପାଇଁ ରାଷ୍ଟ୍ର ନେତାଙ୍କ କଣ ଅବଦାନ ଥିଲା କହିଥିଲେ l ଏବଂ ଏହା ପୃଥିବୀର ଶ୍ରେଷ୍ଠ ସମ୍ବିଧାନ ବୋଲି ଗଣାଯାଏ l ବର୍ତମାନ କଂଗ୍ରେସର ମୌଳିକ କର୍ତବ୍ୟ ସମ୍ବିଧାନର ସୁରକ୍ଷା ଦେବା l

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ରାମଚନ୍ଦ୍ର କାଡାମ, ଶିବାନନ୍ଦ ରାୟ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଶରତ ରାଉତ, ପ୍ରକାଶ ଜେନା, ସୁରେନ୍ଦ୍ର ପରମାଣିକ, ସିପ୍ରା ମଲ୍ଲିକ, ରବିନ୍ଦ୍ର କୁମାର ମଲ୍ଲିକ, ଅରବିନ୍ଦ ଦାସ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ସିଦ୍ଧାର୍ଥ ସ୍ୱରୂପ ଦାଶ, ରଣଜିତ ପାତ୍ର, ଚିନ୍ମୟ ସୁନ୍ଦର ଦାସ, ଅମୀୟ ପଟ୍ଟନାୟକ, ମାନସ ରଞ୍ଜନ ଆଚାର୍ଯ୍ୟ, ସୁଦର୍ଶନ ଦାସ, ସୁଜୀତ ପାଢ଼ୀ, ଯଶୋବନ୍ତ ସିଂ ଲାଗୁରି, ରଜନୀ ମହାନ୍ତି, ପ୍ରକାଶ ମିଶ୍ର, ତରୁଣ ମିଶ୍ର, ବାଙ୍କନିଧି ବେହେରା, ବିଜୟ ପ୍ରଧାନ, ମଧୁସ୍ମିତା ସେଠୀ, ପ୍ରଶାନ୍ତ ଚମ୍ପତ୍ତି, ମନୋରଞ୍ଜନ ରାଉତରାୟ, ରାଜକିଶୋର ବାରିକ, ଅନିମା ମିଞ୍ଜ, ଅଶୋକ ଦାସ, ସୂର୍ଯ୍ୟକାନ୍ତ ଜେନା, ଅନିତା ବିଶ୍ୱାଳ, ସୁନିତା ବିଶ୍ୱାଳ, ବିଷ୍ଣୁ ଚରଣ ବାରିକ, ମୋହନ ହେମ୍ବ୍ରମ, ଲକ୍ଷ୍ମୀଧର ସିଂ, ଚିନ୍ମୟ ପ୍ରସାଦ ବେଉରା, ସୁଶାନ୍ତ ତ୍ରିପାଠୀ, ଜ୍ୟୋତି ମହାନ୍ତି, ମିହିର ଆଚାର୍ଯ୍ୟ, ଯୋଗୀନାଥ ବାହୁ ବଳେନ୍ଦ୍ର, ସସ୍ମିତା ପଣ୍ଡା, ମାନସ ମଲ୍ଲିକ, ଶିଳ୍ପିଶ୍ରୀ ହରିଚନ୍ଦନ, ଉଷାରାଣୀ ବେହେରା, ନିରୁପମା ପାତ୍ର, ମୋଟରାଜ ଡୁଙ୍ଗଡୁଙ୍ଗ, ସତ୍ୟବ୍ରତ ନାୟକ, ମିଲନ ପଟ୍ଟନାୟକ, ହୁସେନ ଖାଁ, ଜ୍ୟୋତିଷ କୁମାର ସାହୁ, ନଳିନୀ ବେହେରା, ଝୁନା ପଟ୍ଟନାୟକ, ଶିବପ୍ରସାଦ ଦାଶ, ଅଶୋକ ମଙ୍ଗରାଜ, ସୁଭାଷ ପ୍ରଧାନ, ତାପସ  ସେଠୀ, ଜାନକୀ ମଲ୍ଲିକ, ପ୍ରତାପ ପ୍ରଧାନ, ବେଣୁଧର ଭୋଇ, ବଟକୃଷ୍ଣ ରାଉତରାୟ, ଜୟନ୍ତ ଭୋଇ, ଅକ୍ଷୟ ମୁଦୁଲି, ସୁଧୀର ପଣ୍ଡା, ଆଲୋକ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।  ଶେଷରେ ଭୁବନେଶ୍ବର ଡିସିପି ସଭାପତି ପ୍ରକାଶ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   15-Aug-2026
  ଜିଲ୍ଲା  
ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ   15-Aug-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   15-Aug-2026
  ଜିଲ୍ଲା  
ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   15-Aug-2026
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026

You Might Also Like