-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   (17-Aug-2026)       ||      ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   (17-Aug-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ    (17-Aug-2026)       ||      ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୪ଟି ଦରଖାସ୍ତ ଗ୍ରହଣ   (17-Aug-2026)       ||      ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||      ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ    (17-Aug-2026)       ||      ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   (17-Aug-2026)       ||      ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   (17-Aug-2026)       ||     

HOME   ଜିଲ୍ଲା

ଆକ୍ୱାପଲ୍ସ ପକ୍ଷରୁ ବିଶ୍ୱ ମତ୍ସ୍ୟସମ୍ପଦ ଦିବସ ୨୦୨୫

23-Nov-2025



ଭୁବନେଶ୍ୱର(ପ୍ରେରଣା ଖବର): ଦେଶର ପ୍ରମୁଖ ସାମୁଦ୍ରିକ ଖାଦ୍ୟ ଟେକ୍ ଏଣ୍ଟରପ୍ରାଇଜ ଆକ୍ୱାପଲ୍ସ ପକ୍ଷରୁ ଚାନ୍ଦବାଲିର କ୍ଷୁଦ୍ର ମତ୍ସ୍ୟଚାଷୀଙ୍କ ସହ ବିଶ୍ୱ ମତ୍ସ୍ୟ ସମ୍ପଦ ଦିବସ ୨୦୨୫ ପାଳିତ ହୋଇଯାଇଛି । ଦେଶର ସାମୁଦ୍ରିକ ଖାଦ୍ୟ ଇକୋସିଷ୍ଟମକୁ ଦୃଢ଼ କରିବା ଦିଗରେ କ୍ଷୁଦ୍ରଚାଷୀଙ୍କ ଯୋଗଦାନକୁ ପାଳନ କରିବା ଦିଗରେ କମ୍ପାନି ପକ୍ଷରୁ ତୃଣମୂଳ

ସ୍ତରରେ ଏଭଳି ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ କମ୍ପାନିର ପରିଚାଳନା ନିର୍ଦେଶକ, ସହପ୍ରତିଷ୍ଠାତା ତଥା ସିଇଓ ଅଭିଶେକ ଦ୍ୱିବେଦୀ ଏବଂ ମୁଖ୍ୟ ଅଭିବୃଦ୍ଧି ଅଧିକାରୀ ଅଭିଳାସ ଦ୍ୱିବେଦୀ ଅତିଥି ଭାବେ ଯୋଗ ଦେଇ ଏହି ଅଞ୍ଚଳର ଚାଷୀଙ୍କ ସହ ଭାବ ବିନିମୟ କରିଥିଲେ । ଏହି ଅବସରରେ କୃଷକଙ୍କୁ ଚିହ୍ନଟ, ଅଭିଜ୍ଞତା ବଖାଣିବା ଅଧିବେସନ, ଆକ୍ୱାପଲ୍ସର ସହଯୋଗ, ଟେକ୍ନୋଲୋଜି ଗ୍ରହଣ ଏବଂ ବଜାର ସଂଯୋଗ ସୁବିଧା ଉପରେ ବିଶେଷ ଆଲୋଚନା କରାଯାଇଥିଲା ।
କାର୍ଯ୍ୟକ୍ରମରେ ସିଇଓ ଶ୍ରୀ ଅଭିଶେକ ଦ୍ବିବେଦୀ କହିଛନ୍ତି, ଦେଶର ମତ୍ସ୍ୟ ସମ୍ପଦ କ୍ଷେତ୍ରର ମେରୁଦଣ୍ଡ ହେଉଛନ୍ତି କ୍ଷୁଦ୍ରଚାଷୀ । ସେମାନଙ୍କ ସହ ଏହି ଦିନଟିକୁ ପାଳନ କରି ଆମେ ପରିବେଶ ଉପଯୋଗୀ, ଉଚ୍ଚ ଗୁଣବତ୍ତା, ଦେଶ ତଥା ରାଜ୍ୟରେ ମତ୍ସ୍ୟଚାଷୀଙ୍କୁ ଗୁରୁତ୍ୱ ଦିଗରେ ପ୍ରତିବଦ୍ଧତାକୁ ଦୃଢ଼ କରୁଛୁ ।
ମୁଖ୍ୟ ଅଭିବୃଦ୍ଧିି ଅଧିକାରୀ ଅଭିଳାସ ଦ୍ୱିଦେବୀ କହିଛନ୍ତି, ସାମୁଦ୍ରିକ ଖାଦ୍ୟ ଇକୋସିଷ୍ଟମରେ ଉପକୂଳ ଓଡ଼ିଶା ସବୁବେଳେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କୃଷକଙ୍କ ସହ ମିଳିତ ହୋଇ ଏ କ୍ଷେତ୍ରରେ ନବସୃଜନ, ସ୍ୱଚ୍ଛତା, ବିଶ୍ୱ ବଜାରରେ ପହଞ୍ଚ ତଥା ତୃଣମୂଳ ସ୍ତରରେ ସେମାନଙ୍କ ଶସକ୍ତିକରଣ ଦିଗରେ ଆମର ଉଦ୍ୟମ ଜାରି ରହିଛି ।
କାର୍ଯ୍ୟକ୍ରମରେ ଆକ୍ୱାପଲ୍ସ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରଚେଷ୍ଠା ସମ୍ପର୍କରେ ଆଲୋକପାତ କରାଯାଇଥିଲା ।
- କ୍ଲଷ୍ଟର ଭିତ୍ତିକ ପଦକ୍ଷେପ ଜରିଆରେ କୃଷକଙ୍କ ସହ ସମ୍ପର୍କ

ଦୃଢ଼ୀକରଣ
- ଅମଳ ପୂର୍ବ ଏବଂ ଅମଳ ପରବର୍ତ୍ତୀ ପରାମର୍ଶକୁ ତ୍ୱରାନ୍ୱିତ କରିବା
- ଓଡ଼ିଶାରୁ ବିଶ୍ୱ ବଜାରକୁ ରପ୍ତାନି ସୁଯୋଗ ସମ୍ପ୍ରସାରଣ
- ଦେଶର ଖାଦ୍ୟ ନିରାପତ୍ତା ଏବଂ ନୀଳ ଅର୍ଥନୀତି ଲକ୍ଷ୍ୟ ଆଧାରରେ ପରିବେଶ ଉପଯୋଗୀ କାର୍ଯ୍ୟକ୍ରମ ଗ୍ରହଣ
ଏ ଦିଗରେ ଆକ୍ୱାପଲ୍ସ ସାମୁଦ୍ରିକ ଖାଦ୍ୟ ମୂଲ୍ୟ ଶୃଙ୍ଖଳକୁ ରୁପାନ୍ତରଣ କରିବା ଦିଗରେ ଏକ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛି । ବିଶ୍ୱ ମତ୍ସ୍ୟ ସମ୍ପଦ ଦିବସ ଅବସରରେ ତୃଣମୂଳ ସ୍ତରରେ କୃଷକଙ୍କ ଉନ୍ନତି ଏବଂ କୃଷକ କୈନ୍ଦ୍ରିକ ପଦକ୍ଷେପ ଗ୍ରହଣ କରି କମ୍ପାନି ପ୍ରତିବଦ୍ଧତାକୁ ଦୃଢ଼ କରିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   17-Aug-2026
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   17-Aug-2026
  ଜିଲ୍ଲା  
ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   17-Aug-2026
  ଜିଲ୍ଲା  
ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   17-Aug-2026
  ଜିଲ୍ଲା  
ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   17-Aug-2026
  ରାଜ୍ୟ  
ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   17-Aug-2026
  ଜିଲ୍ଲା  
*କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   17-Aug-2026
  ଜିଲ୍ଲା  
ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   17-Aug-2026
  ଜିଲ୍ଲା  
*ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   17-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   17-Aug-2026

You Might Also Like