-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
23-Nov-2025
(ପ୍ରିୟଦର୍ଶିନୀ ପାତ୍ର)
ନଭେମ୍ବର ୩୦ ତାରିଖ ଦିନ କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବାଙ୍କୁଲି ରେ ହେବାକୁ ଥିବା କ୍ଷତ୍ରିୟ ଧାଟଡ ମହା ସମ୍ମିଳନୀ ପାଇଁ ଜଟାବାଲ ଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସଭାପତି ଚକ୍ରଧର ସିଂହ, ଜିଲ୍ଲା ସାଧାରଣ ସମ୍ପାଦକ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, କାର୍ଯ୍ୟକାରୀ ସଭାପତି ଧନେଶ୍ଵର ସିଂ ଓ ଲକ୍ଷ୍ମୀ ନାରାୟଣ ପାଣ୍ଡେ, ଉପସଭାପତି ମନମୋହନ ସିଂ , କାର୍ତ୍ତିକ ଦାସ ଓ ହରି ଧାକଡ, ସଂପାଦକ ବିଭୁତି ନାୟକ, ମହେଶ୍ୱର ନାୟକ, ସଂଯୋଜକ ବଳିରାମ ସିଂ, ମୂରଲୀ ସିଂ, ସହ ସଂଯୋଜକ ସୁମିତ ସିଂ ଠାକୁର, ତ୍ରୀନାଥ ସିଂ, କୋଷାଧ୍ୟକ୍ଷ ଭିକାରୀ ଚରଣ ନାୟକ, ନରସିଂହ ଦିୱାନ, ଦେବଚନ୍ର ଧାକଡ, ଟିବୁ ନାୟକ, ବିପିନ୍ ଭୁକ୍ତା, ରାଜେନ୍ ସିଂ, ଅମର ସିଂ, ଜଳନ୍ଧର ସିଂ, ରବି ସିଂ, ଗୋବିନ୍ଦ ସିଂ ଦିୱାନ, ନବୀନ ନାୟକ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। କ୍ଷତ୍ରିୟ ସମାଜ ର ଏକ ଗୃହ ନିର୍ମାଣ ପାଇଁ ଭୂମି ପୂଜନ କରାଯାଇ ଥିଲା। ଆଗାମୀ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଆଲୋଚନା କରାଯାଇ ଥିଲା