-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
31-Jan-2021
ସମ୍ବଲପୁର, (ସଂଜୀବ କୁମାର ପାଣିଗ୍ରାହୀ): ସିଜ ହେଲା ସମ୍ବଲପୁରରେ ନକଲି ସର୍ଫ ବ୍ୟବସାୟ କରୁଥିବା ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟ । ଡିସେମ୍ବର 16 ତାରିଖ ଅଇଠାପାଲି ଥାନା ବରେଇପାଲି ଅଂଚଳରେ ଏକ ଗୋଦାମରୁ 25 ହଜାର ପ୍ୟାକେଟ ନକଲି ସର୍ଫ ଜବତ ହୋଇଥିଲା ।
ଏହାପରେ ସପୃକ୍ତ ଗୋଦାମର ମାଲିକ ଆଶିସ ଅଗ୍ରୱାଲ ଗିରଫ ମଧ୍ୟ ହୋଇଥିଲେ । ପରେ ଆଶିଷକୁ ଅଇଠାଁପାଲି ପୋଲିସ ରିମାଣ୍ଡରେ ଆଣି ପଚରାଉଚରା କରିବା ସହ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ସିଜ କରିଛି । ଅନ୍ୟପଟେ ଜବତ ସର୍ଫର କିଛି ନମୁନା ରାଜ୍ୟ ଫରେନସିକ ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଛି ।