-+91-9937148622 |

prerana_bgr@rediffmail.com |

  Saturday 9th May 2026 |

| | | |

R.N.I. Regd No. ODIODI/2010/46693

Breaking News

ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ, ପୁଲିସ ଡିଜିଙ୍କ ଉପରେ ବର୍ଷିଲେ: ବାଲିଅନ୍ତା ଜିଆରପି କନେଷ୍ଟବଳ ହତ୍ୟା ଘଟଣାର କ୍ରାଇମବ୍ରାଚ ତଦନୁ ନିର୍ଦ୍ଦେଶ   (09-May-2026)       ||      ଲକ୍ଷ୍ମୀ ବସ ଚଳାଚଳ ରୁଟ ପରିବର୍ତ୍ତନ ପାଇଁ ଦାବି   (09-May-2026)       ||      ବଲାଙ୍ଗିର: ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ   (09-May-2026)       ||      ସେଣ୍ଟସ୍ ଭେଲି ହାଇସ୍କୁଲ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   (09-May-2026)       ||      ପଞ୍ଚାୟତ ସମିତି ବୈଠକ ରେ ତରଭା କୁ ଉପ ଖଣ୍ଡ ମାନ୍ୟତା ଦାବି ଉଠିଲା   (09-May-2026)       ||      ବଲାଙ୍ଗୀର : ଜୀବନ ସହ ଲଢ଼ୁଛନ୍ତି କୁଡ଼ସିଂହାର ଗୋପାଳ ସାହୁ   (09-May-2026)       ||      ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର    (09-May-2026)       ||      ଜଗତସିଂହପୁର ଥାନାରେ ଭର୍ଚୁଆଲ ଜରିଆରେ ଯୁଭେନ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-May-2026)       ||      ବିନା ୟୁନିଫର୍ମରେ ପିସିଆର୍‌ ମଧ୍ୟ ପିଟିଥିଲା   (09-May-2026)       ||      ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      *ଜାମୁଗୁଡା ଠରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଅଷ୍ଟମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ*   (09-May-2026)       ||      ଡ. ସଂଗୀତା ମିଶ୍ରଙ୍କୁ ଓଡିଶା ଗୌରବ ସମ୍ମାନ   (09-May-2026)       ||      ପିକେଏସ୍ ଫାଉଣ୍ଡେସନ୍ ର ବାର୍ଷିକୋତ୍ସବ♦️ ଡଃ. ମଞ୍ଜୁବାଳା ପଣ୍ଡା ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ: ସମାଜରେ ଉଦାରବାଦୀ ଲୋକଙ୍କର ଆବଶ୍ୟକତା ରହିଛି- ଲିଙ୍ଗରାଜ    (09-May-2026)       ||      *ନବରଙ୍ଗପୁର ଜିଲ୍ଲାରେ କେନ୍ଦୁପତ୍ର ଦେଉଛି ଆଦିବାସୀ ଲୋକଙ୍କୁ ରୋଜଗାର*   (09-May-2026)       ||      ଲୋକ ମାଳ ମାଳ ମଦ ପ୍ରବଳ , ଜଗତସିଂହପୁର ଥାନା କବଜାରେ ପୁଣି ବଡ଼ ମଦ ବେପାରୀ    (09-May-2026)       ||      Mm   (09-May-2026)       ||      ପଞ୍ଚାୟତ ସମିତି ବୈଠକରେ ତରଭାକୁ ଉପଖଣ୍ଡ ମାନ୍ୟତା ଦାବୀ ଉଠିଲା    (09-May-2026)       ||      ରାଜ୍ୟ ସରକାର ନିୟମକୁ ଫୁ କରି ଯନ୍ତ୍ରୀ,ଠିକାଦାର ଶ୍ରମିକଙ୍କୁ ଦ୍ୱିପ୍ରହରରେ କାମ କରାଉଛନ୍ତି ♦️ଏବେ ଶ୍ରମିକ ଛାତରୁ ପଡ଼ି ମୃତ୍ୟୁ ହେବା ପଛରେ ଦାୟୀ କିଏ ?   (09-May-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ   (08-May-2026)       ||     

HOME   ଦେଶ ବିଦେଶ

ଦିଲ୍ଲୀ ଅଭିମୁଖେ ବାହାରିଲେ ତୃଣମୂଳ କଂଗ୍ରେସର ୪ ବରିଷ୍ଠ ନେତା, ବିଜେପିରେ ମିଶିବା ନେଇ ଚର୍ଚ୍ଚା

30-Jan-2021



କୋଲକାତା (ପ୍ରେରଣା ଖବର): ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ଲଗାତାର ଝଟକା ପରେ ଝଟକା ଲାଗୁଛି | ଆଜି ତୃଣମୂଳ କଂଗ୍ରେସର ୪ ଜଣ ବରିଷ୍ଠ ନେତା ଦିଲ୍ଲୀ ଅଭିମୁଖେ ବାହାରିଥିବାବେଳେ ଏହି ୪ ଜଣ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି | ମିଳିଥିବା ସୂଚନା ମୁତାବକ ଏହି ଚାରିଜଣ ନେତା ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଯାଇଛନ୍ତି। ଏଥିମଧ୍ୟରେ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ, ବିଧାୟିକା ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଜଗମୋହନ ଡାଲମିଆଙ୍କ ଝିଅ ବୈଶାଳୀ ଡାଲମିଆ , ବିଧାୟକ ପ୍ରବୀର ଘୋଷାଲ ଏବଂ ହାଓଡ଼ା ମ୍ୟୁନିସିପାଲ କର୍ପୋରେସନର ପୂର୍ବତନ ମେୟର ରଥିନ ଚକ୍ରବର୍ତ୍ତୀ ରହିଛନ୍ତି । ଏହି ୪ ଜଣ ନେତା ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ଅବସରରେ ବିଜେପିରେ ସାମିଲ ହେବା ନେଇ ପୂର୍ବରୁ ଶୁଣାଯାଉଥିଲା | ତେବେ ଦିଲ୍ଲୀର ଇସ୍ରାଏଲ ଦୂତାବାସ ବୋମା ବିସ୍ଫୋରଣ ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କର ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତକୁ ବାତିଲ କରିଛନ୍ତି। ଆଉ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ବାତିଲ ପରେ ଏହି ୪ ଜଣ ନେତା ଦିଲ୍ଲୀରେ ବିଜେପିରେ ଯୋଗ ଦେଇପାରନ୍ତି | ସୂଚନା ଥାଉ କି ଗତ ମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୭ ଜଣ ବିଧାୟକ ବିଜେପିରେ ଯୋଗ ଦେଇଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ, ପୁଲିସ ଡିଜିଙ୍କ ଉପରେ ବର୍ଷିଲେ: ବାଲିଅନ୍ତା ଜିଆରପି କନେଷ୍ଟବଳ ହତ୍ୟା ଘଟଣାର କ୍ରାଇମବ୍ରାଚ ତଦନୁ ନିର୍ଦ୍ଦେଶ   09-May-2026
  ଜିଲ୍ଲା  
ଲକ୍ଷ୍ମୀ ବସ ଚଳାଚଳ ରୁଟ ପରିବର୍ତ୍ତନ ପାଇଁ ଦାବି   09-May-2026
  ଜିଲ୍ଲା  
ବଲାଙ୍ଗିର: ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ   09-May-2026
  ଜିଲ୍ଲା  
ସେଣ୍ଟସ୍ ଭେଲି ହାଇସ୍କୁଲ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   09-May-2026
  ଜିଲ୍ଲା  
ପଞ୍ଚାୟତ ସମିତି ବୈଠକ ରେ ତରଭା କୁ ଉପ ଖଣ୍ଡ ମାନ୍ୟତା ଦାବି ଉଠିଲା   09-May-2026
  ଜିଲ୍ଲା  
ବଲାଙ୍ଗୀର : ଜୀବନ ସହ ଲଢ଼ୁଛନ୍ତି କୁଡ଼ସିଂହାର ଗୋପାଳ ସାହୁ   09-May-2026
  ଜିଲ୍ଲା  
ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର   09-May-2026
  ରାଜ୍ୟ  
ଜଗତସିଂହପୁର ଥାନାରେ ଭର୍ଚୁଆଲ ଜରିଆରେ ଯୁଭେନ୍ଟିକା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   09-May-2026
  ଅପରାଧ  
ବିନା ୟୁନିଫର୍ମରେ ପିସିଆର୍‌ ମଧ୍ୟ ପିଟିଥିଲା   09-May-2026
  ଜିଲ୍ଲା  
ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର   09-May-2026
  ଜିଲ୍ଲା  
ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର   09-May-2026
  ଜିଲ୍ଲା  
*ଜାମୁଗୁଡା ଠରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଅଷ୍ଟମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ*   09-May-2026

You Might Also Like