-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||     

HOME   ଜିଲ୍ଲା

ଆଦିବାସୀ ସମ୍ମିଳନୀରେ ହଜାର ହଜାର ଆଦିବାସୀ ସାମିଲ, ବିଜୁ ଜନତା ଦଳରେ ନୂତନ ଶକ୍ତିର ସଞ୍ଚାର

23-Oct-2025



ନୂଆଁପଡ଼ା(ପ୍ରେରଣାଖବର): ଶବର ଭବନ ଖଗସା ରେ ଆୟୋଜିତ ହୋଇଥିଲା ବିଶାଳ ଆଦିବାସୀ ସମ୍ମିଳନୀ । ସମ୍ମିଳନୀ ରେ ଅଧ୍ୟକ୍ଷତା କରିଥିଲେ ବିଶିଷ୍ଟ ଆଦିବାସୀ ନେତା  ବିହାରୀ ଲାଲ ବିଶ୍ୱାଳ। ଏହି ସମ୍ମିଳନୀରେ ପ୍ରାୟ ୨ ହଜାର ଆଦିବାସୀ ଯୋଗଦେଲେ।ସଭାରେ ବିଶିଷ୍ଟ ଅତିଥି ଭାବେ ବିଜେଡି ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବିଜେଡି ଉପାଧ୍ୟକ୍ଷ ଓ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା,

ପୂର୍ବତନ ମନ୍ତ୍ରୀ ଶ୍ରୀ ରମେଶ ମାଝି, ଦଶପଲ୍ଲା ବିଧାୟକ ରମେଶ ବେହେରା ଓ ବିଧାୟକ ମନୋହର ରନ୍ଧାରି।ସଭାରେ ନେତାମାନେ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିଭଙ୍ଗୀ ନେତୃତ୍ୱ ଓ ଆଦିବାସୀ, ଶ୍ରମିକ ଓ ଗରିବ ମାନଙ୍କ ପ୍ରତି ମୂଖୀ ଯୋଜନାଗୁଡ଼ିକ ପ୍ରଶଂସା କରିଥିଲେ।
ବିଜେପି ସରକାରଙ୍କ  ଆଦିବାସୀ ବିରୋଧୀ ନୀତି ପ୍ରତି ତୀବ୍ର ଅସନ୍ତୋଷ ବ୍ୟକ୍ତ କଲେ। ସେମାନେ ବିଜେପିକୁ “ଗୋ ହତ୍ୟା ପାର୍ଟି” ବୋଲି ଅଭିହିତ କଲେ, ଏବଂ ଅଭିଯୋଗ କଲେ ଯେ

୧୬ ଅକ୍ଟୋବର ୨୦୨୫ ରେ ନୁଆପଡାରେ ବିଜେପି ସଭାରେ ବିଷାକ୍ତ ଖାଦ୍ୟ ଖାଇ ୨୦ଟି ଗାଈ ମୃତ୍ୟୁ ବରଣ କଲେ, ଯାହା ଦୁଃଖଦ ଓ ନିନ୍ଦନୀୟ। ଆହୁରି ଆଦିବାସୀ ମାନେ ବିଷୋଦ୍ଗାର କରି କହିଲେ ଯେ ବିଜେପି ସରକାର ମନରେଗା ରେ ୨୦୦ ଦିନର କାମ କମାଇ ୧୦୦ ଦିନ କରିଛି ଓ ଦିନକର ମଜୁରୀ ୩୫୨ ଟଙ୍କାରୁ କମାଇ ୨୦୦ ଟଙ୍କା କରିଛି, ଯାହା ଶ୍ରମିକ ଓ ଗରିବ ବିରୋଧୀ ନୀତି। ଏହାର ଫଳରେ ରାଜ୍ୟ ଛାଡ଼ି ଦାଦନ ଶ୍ରମିକ  ଓ ବେରୋଜଗାରି ବୃଦ୍ଧି ପାଇଛି।ସଭାରେ  ଆଦିବାସୀ ନେତାମାନେ
ତେଜରାଜ ଶବର, ଛକନ ମାଝି, ସୁଶିଲ ବିଶ୍ୱାଳ, ହରପ୍ରସାଦ ମାଝି, ତପନ ଶବର, ରୋହିତ ପାଣ୍ଡେ, ଦେବା ଶବର, ବଳେଶ୍ୱର ଦୀପ, ଚିନ୍ତ୍ରାମ ମାଝି, ମହେନ୍ଦ୍ର ଲୁହାର, ଗୋପବନ୍ଧୁ ପ୍ରଧାନ, ରମେଶ ଶବର, ହରେକୃଷ୍ଣ ଶବର, ରାମଜି ବରିହା, ଚେତନାନନ୍ଦ ଶବର, ସୁରେନ୍ଦ୍ର ଲୁହାର, କାଶୀରାମ ପାଣ୍ଡେ, ମୁରଳି ରାଉତ, ଚନ୍ଦ୍ରମଣି ରାଉତ, ପ୍ରଫୁଲ୍ଲ ଶବର, କହେଁଇ ମାଝି, ରାଜୁ ମାଝି, ଦୁଖନାସନ ମାଝି, ସୁବାଶ ପ୍ରଧାନ, ସୁଦାମ ପ୍ରଧାନ, ଚନ୍ଦ୍ରଶେଖର ଭୋଇ, ରଞ୍ଜିତ ବାରିକ, ଭାସ୍କର ଶବର, ଅଲେଖ ବାରିକ, ରଘୁ ଶବର, ପରମେଶ୍ୱର ଗୌଡ଼, ସୁବନ୍ତ ବାରିକ ଓ ସଞ୍ଜିବ ପ୍ରଧାନ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026

You Might Also Like