-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଜିଲ୍ଲା

ନୂଆଁପଡ଼ା ନିର୍ବାଚନୀ ତାତି: ବିଜେଡି ପ୍ରାର୍ଥୀ ଶ୍ରୀମତୀ ସ୍ନେହାଂଗିନୀ ଛୁରିଆଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଦେବାକୁ ଘୋଷଣା କଲେ ଆାଦିବାସୀ ସାମାଜ

18-Oct-2025



ନୁଆପଡ଼ା(ପରମେଶ୍ଵର ମେହେର): ନୁଆପଡ଼ା ଜିଲ୍ଲାର ଟା ନୁଆଟରେ ଆଦିବାସୀ ସମାଜର ସମସ୍ତ ନେତା ଓ ପ୍ରତିନିଧି ମାନେ ଏକ ବିଶାଳ ସଭାରେ ଏକତ୍ରିତ ହୋଇ, ନୁଆପଡ଼ା ବିଧାନସଭା ଉପ ନିର୍ବାଚନ ରେ ବିଜେଡି ପ୍ରାର୍ଥୀ ଶ୍ରୀମତୀ ସ୍ନେହାଂଗିନୀ ଛୁରିଆଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଦେବାକୁ ଘୋଷଣା କରିଥିଲେ ।

ସଭାର  ଆଦିବାସୀ ନେତା  ବିହାରୀଲାଲ ବିଶ୍ୱାଳ ସଭାପତିତ୍ବ କରିଥିବା ବେଳେ ଓ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଉପସ୍ଥିତ ଥିଲେ। ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧିମାନେ ମଧ୍ୟ ଏହିସଭାରେ ଯୋଗଦେଲେ।ସଭାରେ ଆଲୋଚନା ସମୟରେ ଆଦିବାସୀ ମାନେ କ୍ଷୋଭ ପ୍ରକାଶ କରି ଥିଲେ ଯେ ବିଜେପି ନେତୃତ୍ୱlଧୀନ ଓଡ଼ିଶା ସରକାର ଆଦିବାସୀ ଓ ଅନୁସୂଚିତ ଜାତି ବିରୋଧୀ ନୀତିଗୁଡିକ ଅନୁସରଣ କରୁଛି, ଯାହା ଶିକ୍ଷା, ଜୀବିକା ଓ ଅଧିକାରକୁ ଗଭୀର ଭାବେ ପ୍ରଭାବିତ କରିଛି।ସଭାରେ

ନେତାମାନେ ବିଜେପି ସରକାରଙ୍କ ଆଦିବାସୀ ବିରୋଧୀ ନିଷ୍ପତ୍ତିଗୁଡିକ ପ୍ରତି ତୀବ୍ର ଆପତ୍ତି ଜଣାଇଲେ ଯେ “ଅନ୍ୱେଷା” ସହର ଶିକ୍ଷା ପ୍ରକଳ୍ପକୁ ଜାନୁଆରୀ ୨୦୨୫ଠାରୁ ବନ୍ଦ କରା ଯାଇଛି, ଯାହା ଫଳରେ ଶତାଧିକ ଆଦିବାସୀ ଓ ଏସସି ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନର କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯାଇଛି, ଯାହା ଆଦିବାସୀ ଓ ପାରମ୍ପରିକ ବନବାସୀ  ମାନଙ୍କ ଅଧିକାର କୁ ଉଲଂଘନ କରୁଛି। ବିଜେପି ସରକାର ଜିଏନଏମ ଓ ବିଏସସି ନର୍ସିଂ ପାଠ୍ୟକ୍ରମ ପଢ଼ୁଥିବା ଏସସି ଏସଟି ଛାତ୍ରଛାତ୍ରୀଙ୍କ ଆର୍ଥିକ ସହାୟତା ବନ୍ଦ କରାଯାଇଛି। ୟୁନିଫର୍ମ ସିଭିଲ କୋଡ୍  ଓ କ୍ରିମି ଲେୟର ନୀତି ଆଦିବାସୀ ବିରୋଧୀ ଓ ସଂବିଧାନିକ ସୁରକ୍ଷାକୁ କୁଠାରଘାତ କରୁଛି ବୋଲି ଆଦିବାସୀ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।ଖଣି ଲିଜ୍ ଦେବା ସମୟରେ ପଲ୍ଲୀସଭା,ଗ୍ରାମ ସଭାର ବିନା ଅନୁମୋଦନ ରେ ତଥା ଗ୍ରାମପଞ୍ଚାୟତର ବିନା ଅନୁମତି ରେ ଖଣି ଲିଜ ଦିଆ ଯାଉଛି, ଯାହାର ଫଳରେ ଆଦିବାସୀ ପରିବାରମାନେ ବିସ୍ଥାପିତ ହେଉଛନ୍ତି l ଆଦିବାସୀ ନେତାମାନେ ମତ ଦେଲେ ଯେ ଏହି ସବୁ ନୀତି ବିଜେପି ସରକାରଙ୍କ ଆଦିବାସୀ ଓ ଅନୁସୂଚିତ ଜାତିବିରୋଧୀ ମନୋଭାବର ପ୍ରତିଫଳନ।ଅନ୍ୟପଟେ, ବିଜୁ ଜନତା ଦଳ ସରକାର ମୁଖ୍ୟମନ୍ତ୍ରୀ 

ନବୀନ ପଟ୍ଟନାୟକ ଆଦିବାସୀ  ଲୋକମାନଙ୍କ ଉନ୍ନତି ପାଇଁ ସ୍ପେସିଆଲ ଡିଭେଲପମେଣ୍ଟ  ପରିଷଦ,ମିଶନ ଶକ୍ତି, ଟ୍ରାଇବlଲ ସବ ପ୍ଲାନ, ଆଦିବାସୀ ଉନ୍ନତି ପ୍ରକଳ୍ପ, କାଳିଆ ଯୋଜନା ଓ ଆଦିବାସୀ ଯୁବ ଓ ମହିଳା ସଶକ୍ତିକରଣ ପଦକ୍ଷେପ ଗ୍ରହଣ କରିଥିଲେ l ସଭାରେ  ଆଦିବାସୀ ନେତା ଭାନୁପ୍ରତାପ ସିଂ ମାଝି, ତେଜରାଜ ଶବର, ଧନିରାମ ଶବର, ଜନକ ଭୁଞ୍ଜିଆ, ଲଚ୍ଛମନ ବିଶ୍ୱାଳ,ଭାଗୁରାମ ଦୁରିଆ, ଶୁକ୍ରମ ଅଘରିଆ, ଲୋକେଶ ରାଉତ, ଛକନ ମାଝୀ, ମାଣିକ ସାଇ ମାଝୀ, ଜଗତ ରାମ ଛତ୍ରିଆ, ହରିପ୍ରସାଦ ମାଝୀ ଭାଗିଲାଲ ଶବର, ଚାମ୍ପେଶ୍ୱର ଶବର, ପ୍ରମୋଦ ଶବର, ବ୍ରହ୍ମା ବିଶ୍ୱାଳ, ଗୌତମ ବିଶ୍ୱାଳ, ପୁରୁଷୋତ୍ତମ ଶବର, ସୁଶୀଲ ବିଶ୍ୱାଳ, ମୟରlମ ମାଝୀ,ବିଲୁ ବିଶ୍ୱାଳ, ରୁପସୀଙ୍ଗ ଅଘରିଆ,ଘାସିରାମ ଭୁଞ୍ଜିଆ, ପିଲାରାମ ଭୁଞ୍ଜିଆ,ଭଲ ରାଉତ,ଅଭିରାମ ଭୁଞ୍ଜିଆ, ପ୍ରମୁଖ ସହିତ ଶତାଧିକ ଶବର, ଗଣ୍ଡ, କନ୍ଧ, ବିଂଝାଲ, ମିର୍ଦ୍ଧା, ଦଳ, କୁଡ଼ା, ଭୁୟା, ବଞ୍ଜରା ସମାଜର ର ସଦସ୍ୟ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like

                                   
  ଜିଲ୍ଲା  

Hjk